Breaking News

ଗ୍ୟାସ ବ୍ୟବହାରକାରୀଙ୍କ ୫ ଅଧିକାର, ଯଦି ନିଜେ ଗ୍ୟାସ ଆଣୁଛନ୍ତି ଟଙ୍କା ଫେରସ୍ତ, ଜାଣନ୍ତୁ ପୁରା ଖବର, ଅନ୍ୟମାନଙ୍କୁ ଜଣାଇବା ପାଇଁ ଗୋଟିଏ ସେୟାର କରନ୍ତୁ

ଗ୍ୟାସ ଉପଭୋକ୍ତା ଙ୍କ ଧିବା ଅଧିକାର ଏହି ଅଧିକାର ଦେବା ପାଇଁ ଏଜେନ୍ସି ବାଧ୍ୟ।ନେହେଲେ ତୁରନ୍ତ ରଦ୍ଦ ହେବ ଲାଇସେନ୍ସ।ସରକାର ଉଜଳା ଯୋଜନା ରେ ଗରିବ ଲୋକଙ୍କୁ ଗ୍ୟାସ ଯୋଗାଇ ଦେଉଛନ୍ତି ।କିନ୍ତୁ ଏହି ଲୋକମାନେ ଗ୍ୟାସ ପାଇବାକୁ କଣ ସବୁ ଅଧିକାର ଅଛି।ଜାଣିନାହାନ୍ତି ।

ଆମ ଦେଶର ପ୍ରାୟ ଅଧାରୁ ଅଧିକ ଲୋକ ଗ୍ୟାସ ବ୍ୟବହାର କରୁଛନ୍ତି।କିନ୍ତୁ ଗ୍ୟାସ କନେକ୍ସନ ନେବା ପରେ ଏଥିରେ ମିଳୁଥିବା ଲାଭକୁ ଆଜି ମଧ୍ୟ ଅଧିକାଂଶ ଲୋକ ଜାଣି ନାହାଁନ୍ତି।ଯାହାର ଫାଇଦା ଉଠାଉଛନ୍ତି ଗ୍ୟାସ ବିତରକ ସଂସ୍ଥାର ମାଲିକ। ଏହି ପ୍ରକାର ଠକେଇ ରୁ ବଞ୍ଚିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ନିୟମ ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କୁ ନା କେବଳ ସତର୍କ କରାଇବ ବରଂ ଖର୍ଚ୍ଚାନ୍ତରୁ ମଧ୍ୟ ରକ୍ଷା କରିବ।

ଯଦି ଜଣେ ଲୋକ ଗୋଦାମ ରୁ ଗ୍ୟାସ ନିଏ ଟଙ୍କା ଫେରସ୍ତ:-
ଆପଣମାନେ ଯେଉଁ ଏଜେନ୍ସି ରୁ କନେକ୍ସନ ନେଇଥାନ୍ତୁ ନା କାହିଁକି।ଆପଣ ଘରକୁ ଗ୍ୟାସ ଡେଲିଭରି ନକରି ନିଜେ ସିଧା ଗୋଦାମରୁ ଯାଇ ସିଧା ଗୋଦାମରୁ ସିଲିଣ୍ଡର ଆଣନ୍ତି ତେବେ ଏଜେନ୍ସି ତରଫରୁ ଆପଣଙ୍କୁ ୧୯ ଟଙ୍କା ୫୦ ପଇସା ଫେରସ୍ତ ମିଳିବ।କୌଣସି ବି ଏଜେନ୍ସି ଠାରୁ ଆଣିଥାନ୍ତୁ ତଥା ଇଣ୍ଡିଆନ ଗ୍ୟାସ ହେଉ ଅବା ଭାରତ ଗ୍ୟାସ ସବୁଠି ଏ ନିୟମ ଲାଗୁଅଛି।କୌଣସି ବି ବିତରକ ସଂସ୍ଥା ଏହି ଟଙ୍କା ଗ୍ରାହକଙ୍କୁ ଫେରାଇବା ପାଇଁ ମନା କରି ପାରିବେ ନାହିଁ।ଗ୍ରାହକ ଙ୍କ ଠାରୁ ଡେଲିଭରି ଚାର୍ଜ ନିଆଯାଇଥାଏ।


ଗୋଟିଏ ଅଭିଯୋଗରେ ଲାଇସେନ୍ସ ରଦ୍ଦ ହେବ:-
ଯଦି କୌଣସି ଏଜେନ୍ସି ଟଙ୍କା ଫେରିବାକୁ ମନା କରନ୍ତି ।ତେବେ ଆପଣ ମାନେ ୧୮୦୦୨୩୩୩୫୫୫ ଏହି ଟୋଲ ଫ୍ରୀ ନମ୍ବରରେ ସେହି ଏଜେନ୍ସି ନାମରେ ଅଭିଯୋଗ କରନ୍ତୁ।

ମାଗଣା ରେ ବଦଳେଇ ପାରିବେ ରେଗୁଲେଟର:-
ଯଦି ଆପଣଙ୍କ ରେଗୁଲେଟର ଖରାପ ଅଛି ତାହେଲେ ଆପଣ ଏହି ରେଗୁଲେଟର କୁ ଏଜେନ୍ସି ପାଖରେ ମାଗଣାରେ ବଦଳାଇ ପାରିବେ।ଏଥି ପାଇଁ ଆପଣଙ୍କ ପାଖରେ ସଂପୃକ୍ତ ଏଜେନ୍ସିର ସଵସ୍କ୍ରିପ୍ସନ ଭାଉଚର ଥିବା ଜରୁରୀ।ଆପଣଙ୍କୁ ଖରାପ ରେଗୁଲେଟର କୁ ସାଥିରେ ନେବାକୁ ହେବ।ତେବେ ସଵସ୍କ୍ରିପ୍ସନ ଭାଉଚର ଓ ରେଗୁଲେଟର ନମ୍ବର କୁ ମ୍ୟାଚ କଲା ପରେ ଯାଇ ଆପଣ ରେଗୁଲେଟର ଚେଞ୍ଜ କରି ପାରିବେ। ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଅଟେ।


ନଷ୍ଟ ହୋଇଗଲେ ଆପଣଙ୍କୁ ମିଳିବ ନୂଆ ରେଗୁଲେଟର:-
କୌଣସି କାରଣରୁ ଅପଣଙ୍କ ରେଗୁଲେଟର ଲିକ ହେଉଛି ଅବା ଖରାପ ହୋଇଯାଇଛି ତେବେ ଆପଣ ଏଭଳି ସ୍ଥିତି ରେ ଏଜେନ୍ସି ତରଫରୁ ରେଗୁଲେଟର କୁ ବଦଳାଯାଇ ପାରିବ।ଏଥି ପାଇଁ ଏଜେନ୍ସି ଆପଣଙ୍କ ଠାରୁ 150 ଟଙ୍କା ପର୍ଯ୍ୟନ୍ତ ନେଇପାରେ।

ରେଗୁଲେଟର କହିବ କେବେ ସରିବ ଗ୍ୟାସ :-
ଯଦି ଆପଣଙ୍କ ରେଗୁଲେଟର ହଜିଯାଇଛି ତାହେଲେ ଆପଣ ୨୫୦ ଟଙ୍କା ଜମା କରି ଏଜେନ୍ସି ପାଖରୁ ନୂଆ ରେଗୁଲେଟର ନେଇ ପାରିବେ।ଲୋକମାନଙ୍କ ସୁବିଧାକୁ ଦେଖି ବଜାରକୁ ଏବେ ମଲ୍ଟିଫଙ୍କସନ ଗ୍ୟାସ ରେଗୁଲେଟର ଆସିଛି।ରେଗୁଲେଟର ସାହାଯ୍ୟ ରେ ଗ୍ୟାସ ଟାଙ୍କିରେ କେତେ ଗ୍ୟାସ ବଞ୍ଚିଛି ତାହା ଆପଣ ସହଜରେ ଜାଣି ପାରିବେ।ଏହି ରେଗୁଲେଟର ର ୱାରେଣ୍ଟି ରହିଛି ଲାଇଫ ଟାଇମ।ଏଥିରେ କୌଣସି ତ୍ରୁଟି ଦେଖାଦେଲେ ଏହାକୁ ବଦଳା ଯାଇ ପାରିବ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *