Breaking News

ଗର୍ଭବତୀ ହେବ ପୂର୍ବରୁ ଛାଡିଦିଅନ୍ତୁ ଏହି ସବୁ ଅଭ୍ଯାସ ,ନଚେତ ଭୋଗୀ ପାରନ୍ତି ଏହି ସବୁ ସମସ୍ଯା . . .

ହେଲଦି ପ୍ରେଗନାନ୍ସି ପାଇଁ ଭଲ ଡାଏଟ ଏବଂ ବ୍ୟାୟାମ ସହିତ ଖରାପ ଅଭ୍ୟାସକୁ ମଧ୍ୟ ଛାଡ଼ିଦେବା ବହୁତ ଜରୁରୀ ଅଟେ। ଏହିଭଳି କିଛି ଖରାପ ଅଭ୍ୟାସ ଅଛି ଯାହା ଆପଣଙ୍କ ପିଲା ଉପରେ ଖରାପ ପ୍ରଭାବ ପକାଇପାରେ। ଆଜି ଆମେ ଆପଣଙ୍କୁ ଜଣାଇଦେବୁ ଯେ, ପ୍ରେଗନାନ୍ସି ପୂର୍ବରୁ ଆପଣଙ୍କୁ କେଉଁ କେଉଁ ଖରାପ ଅଭ୍ୟାସ ସବୁକୁ ଛାଡ଼ିବାକୁ ହେବ।


କିଛି ମହିଳାମାନେ ଅଛନ୍ତି ଛୋଟ ଛୋଟ ସମସ୍ୟା ରେ ବି ମେଡିସିନ ସେବନ କରିଥାନ୍ତି। କିନ୍ତୁ ଅଧିକ ଔଷଧ ଖାଇଲେ ଆପଣଙ୍କ ଗର୍ଭରେ ବଢ଼ିବାକୁ ଥିବା ସନ୍ତାନ ପାଇଁ ବହୁତ ହାନିକାରକ ହୋଈଥାଏ।

ପ୍ରେଗନାନ୍ସି ପୂର୍ବରୁ ହେଉ ଅଥବା ପରେ ଆପଣଙ୍କୁ କୌଣସି ପ୍ରକାରର ଏନର୍ଜି ଡ୍ରିଙ୍କ, କଫି, କଫିନ ଆଦି ସେବନ କରିବାକୁ ଛାଡ଼ିବାକୁ ହେବ। ଏହାଦ୍ୱାରା ଗର୍ଭପାତ ଏବଂ ସମୟ ପୂର୍ବରୁ ପିଲା ଜନ୍ମ ହେବାର ଆଶଙ୍କା ବଢ଼ିଯାଇଥାଏ।


ଗର୍ଭବତୀ ହେବାକୁ ଚାହୁଁଥିଲେ ଏବେଠୁ ମିଠା ଖାଇବା କମ କରିଦିଅନ୍ତୁ। ଅଧିକ ମିଠା ଖାଇଲେ ଆପଣଙ୍କଠାରେ ଡାଇବେଟିଜ ଆଶଙ୍କା ବଢିଯାଇପାରେ, ଯାହାକି ଶିଶୁ ପାଇଁ ବିପଦ ସାଜିପାରେ।


ବ୍ୟାୟାମ କରିବା ଭଲ କଥା, କିନ୍ତୁ ପିଲା କନସିଭ କଲେ ଅଥବା ପ୍ରେଗନାନ୍ସି ସମୟରେ ସୀମିତ ମାତ୍ରାରେ ବ୍ୟାୟାମ କରନ୍ତୁ। ଅଧିକ ବ୍ୟାୟାମ ତଥା ଅଧିକ କଷ୍ଟକର ବ୍ୟାୟାମ କଲେ ଗର୍ଭପାତ ହେବାର ସମ୍ଭାବନା ଥାଏ। ଅଧିକ ଚିନ୍ତାଗ୍ରସ୍ତ ରହିଲେ ଆପଣଙ୍କୁ ମାଇଗ୍ରେନ ଅଥବା ଡିପ୍ରେସନର ସମସ୍ୟା ହୋଇପାରେ, ଯାହାକି ଆପଣଙ୍କ ଶିଶୁ ପାଇଁ ବିପଦ ସାଜିପାରେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *