Breaking News

ଗରୁଡ ପୁରାଣ ଅନୁସାରେ ସଖାଳ ୮ ଟା ପରେ ଗାଧଉ ଥିବା ମହିଳା ହୋଇଥାନ୍ତି କିଛି ଏପରି ଜାଣି ରଖନ୍ତୁ ..

ବନ୍ଧୁଗଣ ଗାଧେଇବା ଆମ ପାଇଁ ଜରୁରୀ କାମ ଅଟେ ଓ ଗାଧେଇବାରେ ଆମ ଶରୀରରେ ପହଞ୍ଚିଥିବା ଫାଇଦା ସବୁକୁ ଆପଣମାନେ ତ ଭଲ ଭାବରେ ଜାଣିଥିବେ କି ପ୍ରତିଦିନ ଗାଧେଇବାରେ ଆମ ଶରୀରରେ କଣ ହୁଏ। ଶାସ୍ତ୍ର ଅନୁସାରେ ଗାଧେଇବା ଏକ ମହତ୍ତ୍ଵପୂର୍ଣ୍ଣ ଉତ୍ତମ କାର୍ଯ୍ୟ ହୋଇଥାଏ। ଗରୁଡ଼ ପୁରାଣ ଶାସ୍ତ୍ରରେ ଆମର ଜୀବନର ପ୍ରତ୍ୟେକ ଛୋଟ ବଡ଼ କଥାର ଉଲ୍ଲେଖ କରାଯାଇ ଅଛି ଦର୍ଶକବନ୍ଧୁ ଶାସ୍ତ୍ରର ଅନୁସାରେ ବ୍ରହ୍ମସ୍ନାନ ଦେବସ୍ନାନ ଋଷିସ୍ନାନ ମାନବସ୍ନାନ ଓ ଦାନବସ୍ନାନ।

ବ୍ରହ୍ମସ୍ନାନ
ଦର୍ଶକବନ୍ଧୁ ଗରୁଡ଼ ପୁରାଣ ଅନୁସାରେ ବ୍ରାହ୍ମ ମୁହୂର୍ତ୍ତରେ କରାଯାଉଥିବା ସ୍ନାନକୁ ସର୍ବ ଶ୍ରେଷ୍ଠ ମାନି ନିଆଯାଇ ଅଛି। ବ୍ରାହ୍ମ ମୁହୂର୍ତ୍ତ ଅର୍ଥ ରାତିର ଅନ୍ତିମ ପ୍ରହର ବା ରାତିର ଶେଷ ସମୟ ଓ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଦୁଇ କି ଦେଢ଼ ଘଣ୍ଟାର ସମୟ ମାନେ ସକାଳର ୪ ରୁ ନେଇ ୫:୩୦ ପର୍ଯ୍ୟନ୍ତ ଏହି ସମୟ।

ଦେବସ୍ନାନ
ବନ୍ଧୁଗଣ ସକାଳ ୫ ଟାରୁ ୬ ଟା ଭିତରେ କରାଯାଉଥିବା ସ୍ନାନକୁ ଦେବସ୍ନାନ କୁହାଯାଇଥାଏ। ଏହି ସ୍ନାନକୁ ମଧ୍ୟ ସବୁ ସ୍ନାନ ଭିତରୁ ଶ୍ରେଷ୍ଠ ସ୍ନାନ ଭାବେ ମାନିନିଆ ଯାଇଅଛି। ଏହି ସମୟରେ ସ୍ନାନ କରିବାରେ ଆମ ଶରୀରରେ ସକାରାତ୍ମକ ଉର୍ଯାର ସଞ୍ଚାର ହୋଇଥାଏ

ଋଷିସ୍ନାନ
ଦର୍ଶକବନ୍ଧୁ ସକାଳୁ ସକାଳୁ ଯେତେବେଳେ ଆକାଶରେ ତାରା ଦେଖା ଯାଉଥାଏ ସେହି ସମୟରେ କରା ଯାଉଥିବା ସ୍ନାନକୁ ଋଷିସ୍ନାନ କହିଥାନ୍ତି। ଏହାକୁ ବି ଶ୍ରେଷ୍ଠସ୍ନାନ ଭାବେ ମାନି ନିଆଯାଇଥାଏ। ଏହି ସମୟରେ ସ୍ନାନ କରିବାରେ ଆମକୁ ମାନସିକ ଶାନ୍ତି ମିଳିଥାଏ।

ମାନବସ୍ନାନ
ବନ୍ଧୁଗଣ ୬ ଟାରୁ ନେଇ ୮ ଟା ଭିତରେ କରାଯାଉଥିବା ସାମ୍ନାକୁ ମାନବ ସ୍ନାନ କୁହାଯାଇଅଛି। ଏହି ସ୍ନାନ ସୂର୍ଯ୍ୟଉଦୟ ସମୟରେ ବା ସୂର୍ଯ୍ୟ ଉଦୟ ଠିକ୍ ପରେ ଏହି ସ୍ନାନ କରାଯାଇଥାଏ। ଏହି ସମୟରେ ସ୍ନାନ କରିବା ବି ବୋହୁତ ଭଲ ମାନି ନିଆଯାଇଅଛି। ଶରୀରରେ ଦିନମାନ ସକାରାତ୍ମକ ଉର୍ଯା ବି ବ୍ୟାପ୍ତ ହୋଇ ରହିଥାଏ। ଯାହା ଆମକୁ କୌଣସି ବି କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥାଏ।

ଦାନବସ୍ନାନ
ଏହି ସ୍ନାନ ଅପରାହ୍ନ ୧୨ ଟା ପରେ କରାଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହାଯାଇ ଥାଏ। ସୂର୍ଯ୍ୟ ଉଦୟ ହେବାର ବୋହୁତ ସମୟ ପରେ ବି ଯେଉଁ ଲୋକ ବା ଯେଉଁ ସ୍ତ୍ରୀମାନେ ସ୍ନାନ କରନ୍ତି ନାହିଁ ତାଙ୍କ ମନରେ ପୁରା ଦିନମାନ କ୍ରୋଧ ରାଗ କ୍ଳେଶ ହିଂସା ନକାରାତ୍ମକତା ଦୁର୍ବଳତା ଓ ଚିଡଚିଡ଼ା ପଣ ଏହି ଗୁଣ ସବୁ ସେମାନଙ୍କୁ ଅନୁଭବ ହେଉଥାଏ।

ଏଥିଲାଗି ଗରୁଡ଼ ପୁରାଣରେ ଆମକୁ ପ୍ରତିଦିନ ବ୍ରହ୍ମସ୍ନାନ,ଦେବସ୍ନାନ,ଋଷିସ୍ନାନ ବା ମନୁଷ୍ୟସ୍ନାନ ଏହିସବୁ ସ୍ନାନ କରିବା ପାଇଁ ଉତ୍ତମ ବୋଲି କୁହାଯାଇ ଅଛି। ପ୍ରତିଦିନ ଏହି ପବିତ୍ର ସମୟରେ ଉଠିକି ସ୍ନାନ କରିକି ଭଗଵାନ ଈଶ୍ୱରଙ୍କୁ ଶ୍ରଦ୍ଧାରେ ଆରାଧନା, ପାର୍ଥନା ଓ ପୂଜାପାଠ କରିବାରେ ତଥା ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବାରେ ଆମର ହୃଦୟ ସହ ମନ ବି ପବିତ୍ର ହୋଇଯାଇଥାଏ ତେବେ ଫ୍ରେଣ୍ଡ୍ସ ଏସବୁ କୁ ନେଇ ଆପଣଙ୍କର କଣ ରହିଛି ପ୍ରତିକ୍ରିୟା ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଘରେ କରନ୍ତୁ ଏହି ସହଜ ଓ ସରଳ ଉପାୟ ମୋତି ପରି ଚମକିବ ଆପଣଙ୍କ ଦାନ୍ତ (Teeth) ଥରକରେ ହୋଇଯିବ ଧଳା…

ନମସ୍କାର ବନ୍ଧୁଗଣ ଅନେକ କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ପଡ଼ିଯାଏ ଏବଂ କଳା ପଡ଼ିବାରେ ଲାଗେ ଯାହା ଫଳରେ …

Leave a Reply

Your email address will not be published.