Breaking News

ଆସୁଛି ଦୋଳ ପୁର୍ଣିମା ଗରିବରୁ ଧନୀ ହେବା ପାଇଁ ନିଶ୍ଚିତ କରନ୍ତୁ ଏହି ସହଜ ଉପାୟ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ମାନଙ୍କର ଗୋଟିଏ ବଡ ପର୍ବ ହେଉଛି ଦୋଳ ଯାତ୍ରା। ଏହି ପର୍ବ ।ଫାଲ୍ଗୁନ ମାସ ଶୁକ୍ଳ ପକ୍ଷଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣମୀ ଏବଂ ହୋଲି ପର୍ବରେ ଶେଷ ହୋଇଥାଏ।ତେବେ ବନ୍ଧୁଗଣ ଏହି ଦୋଳ ପୂର୍ଣ୍ଣିମା ରେ ଏହି ଛୋଟ କାମ ଟି କରନ୍ତୁ ଟଙ୍କା ର ଅଭାବ ରହିବ ନାହିଁ।ତେବେ ଆସନ୍ତୁ ଜାଣିବା ଏହି କାମ ଟି।

ଆପଣ ମାନେ ଜାଣିଥିବେ ପୂର୍ଣ୍ଣିମା ପର ଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଇଥାଏ।ତେବେ ଏହି ଦିନରେ ସମସ୍ତେ ମଜା ମସ୍ତି କରିବା ସହ ରଙ୍ଗ ଖେଳନ୍ତି।
ଆମ ପୌରାଣିକ ଅନୁସାରେ ଏହି ଦିନ ନୈତ୍ରୀ ନାମକ ଏକ ରାକ୍ଷସ କୁ କୃଷ୍ଣ ବଧ କରିଥିଲେ।ତେବେ ଶ୍ରୀକୃଷ୍ଣ ଏହି ରକ୍ଷାସ କବଳରୁ ଲୋକମାନଙ୍କୁ ବଞ୍ଚାଇ ଥିଲେ।ଆହୁରି ମଧ୍ୟ ଏହୂ ଦିନ ଅଗ୍ନି ଦେବ ହୋଲିକା ରାକ୍ଷସୀର ବଧ କରି ପ୍ରହଲ୍ଲାଦ ଙ୍କୁ ବଞ୍ଚାଇଥିଲେ ।ତେବେ ଏହି ଦିନ କୁ ମନେ ରଖିବା ପାଇଁ ଦୋଳ ବା ହୋଲି ପର୍ବ ପାଳନ କରାଯାଇଥାଏ।
ତେବେ ଆସନ୍ତୁ ଜାଣିବ ଏହି ଦିନ କେଉଁ କାର୍ଯ୍ୟ କରିବା ଦ୍ୱରା ଧନ ର ଅଭାବ ରହେ ନାହିଁ।


ତେବେ ବନ୍ଧୁଗଣ ଏହା ଦିନରେ ନଅ ଗୋଟି ସଳିତା ଆଣି ଗାଈ କ୍ଷୀର ରେ ଭିଯାଇ ମାଟି ପାତ୍ରରେ ରଖି ତାହାକୁ ଜାଳି ଦିଅନ୍ତୁ ଏହା କରିବା ଦ୍ୱରା ଅତ୍ୟନ୍ତ ଶୁଭ ହୋଇଥାଏ।ତେବେ ବନ୍ଧୁଗଣ ଏହା କରିବା ଦ୍ୱାରା ଧନର ଅଭାବ ରହେ ନାହିଁ। ଏକ ନଡିଆ ଟିଏ ଘରକୁ ଆଣନ୍ତୁ । ଯେପରିକି ନଡିଆରେ ପାଣି ଥିବ ଏବଂ ତାର ଜଟା ଭଙ୍ଗି ନ ଥିବ ।ସେହି ନଡିଆରେ ସିନ୍ଦୁର ଲଗାଇ ସେଥିରେ ନାଲି ସୂତା ବାନ୍ଧି ଦିଅନ୍ତୁ ।ଅରୁଆ ଚାଉଳ ଦ୍ୱାରା ପୂଜା କରି ଦିଅନ୍ତୁ ।ତେବେ ବନ୍ଧୁଗଣ ଏହା କରିବା ଦ୍ୱରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି ଓ ଆପଣ ଙ୍କ ପାଖକୁ ଧନର ଆଗମନ ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କରୋନକୁ ଶେଷ କରିବ ବାସି ପଖାଳ !! ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ

ପଖାଳ ଓଡ଼ିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି …

Leave a Reply

Your email address will not be published. Required fields are marked *