Breaking News

ଗଣେଶଙ୍କ ମୂର୍ତ୍ତି ଭସାଣି ବେଳେ ହେଲା ଏପରି କିଛି ଆପଣ ଦେଖିଲେ …

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା କିଛି ଆଶ୍ଚଯ୍ୟଜଣକ ଘଟଣା ବିଷୟରେ ଗଣେଶ ଵିସର୍ଜନ ସମୟରେ ଘଟିଛି ଏଭଳି ଘଟଣା ଯାହା ଦେଖିବା ପରେ ଆପଣଙ୍କର ରୁମ ଟାଙ୍କୁରୀ ଉଠିବ | ଆପଣ ମାନେ ଦେଖୁଥିବେ ଏହି ଫୋଟୋରେ 4ଜଣ ଲୋକ ଜେସିବି ସାହାଯ୍ୟରେ ଗଣେଶଜି ଙ୍କ ମୂର୍ତିକୁ ବିସର୍ଜନ କରିବାପାଇଁ ଆଣିଛନ୍ତି କିନ୍ତୁ ପରେ ଏଭଳି ଏକ ଘଟଣା ଘଟିଗଲା ଯାହା ଆପଣମାନେ କେବେ ଭାବି ନଥିବେ |

ଏହି ଫୋଟର ଆପଣମାନେ ଦେଖୁଥିବେ 4ଜଣ ଲୋକ ମର୍ତ୍ତାକୁ ଛାଡିବା ସମୟରେ ହାତଟା ଜେସିବି ତାର ଚିଡ଼ିଗଲା ଆଉ ଏହି 4ଜଣ ଲୋକ ତଳେ ପଡିଗଲେ ଆଉ ସେମାନେ ଆହତ ମଧ୍ୟ ହୋଇଗଲେ ଏହି ଘଟଣା ଟି ମୁମ୍ୱାଇର | ଆଉଏକ ଘଟଣା ଆପଣ ମାନେ ଦେଖୁଥିବେ ଗୋଟେ ଟ୍ରକ ମାଧ୍ୟମରେ ଲୋକମାନେ ଆଣିଲେ ଗଣେଶ ଭଗବାନଙ୍କ ମୂର୍ତିକୁ ବିସର୍ଜନ କରିବାକୁ ଆଉ ଯେମିତି ଗଣେଶ ଙ୍କ ମୂର୍ତିକୁ ବିସର୍ଜନ କରିବାକୁ ଛାଡିଲେ ମୂର୍ତି ସହିତ ଗୋଟେ ଲୋକବି ମୂର୍ତି ସହିତ ଗାଳିପଡିଲା |

ଆଉ ସେହି ଲୋକକୁ ବଞ୍ଚେଇବା ପାଇଁ ଲୋକ ମାନେ ବହୁତ ଚେଷ୍ଟା ପରେ ସେଲୋକକୁ ଉଦ୍ଧାର କରିଥିଲେ ତାର କିସ୍ମତ ଭଲଥିବରୁ ତାର କିଛି ହୋଇନଥିଲା ଆଉ ଜୀବନ ବଞ୍ଚି ଯାଇଥିଲା | ଆପଣମାନେ ଏହି ଘଟଣାକୁ ଧ୍ୟାନ ଦେଇ ପଢନ୍ତୁ ଆଉ ଏହି ଘଟଣାରେ ଘଟିଥିବା ଘଟଣା ଆମକୁ ଏକ ଶିକ୍ଷାଦେଇଛି ଆଉ ଆମେ ମାନେ ଶିଖିବା ଦରକାର |

ଏହି ଫୋଟୋରେ ଆପଣ ମାନେ ଦେଖୁଥିବେ ଗଣେଶଙ୍କ ମୂର୍ତି ବିସର୍ଜନ କରିବକୁ ନେବା ସମୟରେ ଲୋକମାନେ ଗଣେଶ ଭଗବାନ ଙ୍କ ଦର୍ଶନ କରିବା ପାଇଁ ଏଠି ସେଠି ଚଡିଯାନ୍ତି ଭୁଲିଯାନ୍ତି ସେ କେଉଁ ଜାଗାରେ ଚଡିଛନ୍ତି | ଆପଣ ମାନେ ଏହି ଫୋଟର ଡକୁଥିବେ ଲୋକନେ ଛିଡାହୋଇଥିବା ଜାଗା ଭାଙ୍ଗି ଗଲା ଆଉ ସବୁ ଲୋକ ଗାଳିପଡିଲେ ଏହି ଘଟଣାରେ ସବୁ ଲୋକ ବହୁତ ଆହତ ମଧ୍ୟ ହୋଇଛନ୍ତି |

ଆଉ ତଳେ ଯେଉଁମାନେ ଥିଲେ ତାଙ୍କୁ ଆହୁରି ଅଧିକ ଆହତ ହୋଇଥିବାର ନଜରଆସିଛି | ଆସନ୍ତୁ ଦେଖିବା ଆଉଏକ ଘଟଣା ଏହି ଘଟଣା ଦିଲ୍ଲୀରେ ଘଟିଛି ଦିଲ୍ଲୀରେ ଯେତେବେଳେ ସବୁ ଲୋକ ଗଣେଶଙ୍କ ମୂର୍ତି ବିସର୍ଜନ କରିବାକୁ ଛାଡିବା ସମୟରେ ଗଣେଶଙ୍କ ସହିତ କିଛି ଲୋକତଳେ ପଡିଗଲେ ବୋହୁତ ଉପରୁ ପଡିବରୁ ବହୁତ ଲୋକ ବେହଶ ହୋଇଯାଇଥିଲେ ଆଉ କିଛି ଲୋକ ଅଧିକ ଆହତ ଅବସ୍ଥାରେ ହସ୍ପିଟାରେ ପଡ଼ିଥିଲେ | ଆପଣ ଏହି ଲୋକମାନଙ୍କୁ କଣ କହିବେ ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.