Breaking News

ଗାଈକୁ ଭୁଲୁରେ ବି ଖାଇବାକୁ ଦିଅନ୍ତୁ ନାହିଁ ଏହି ଦିନିଷ, ନହଲେ ଆପଣ ହୋଇଯିବେ ବର୍ବାଦ ନହଲେ ଆପଣ ହୋଇ ଯିବେ ଦାଣ୍ଡର ଭିକାରି !

ନମସ୍କାର ଦର୍ଶକବନ୍ଧୁ ଆପଣ ଭୁଲୁରେ ମଧ୍ୟ ଗାଈକୁ ଏଇ ଦିନିଷ କୁହାନ୍ତୁ ନାହିଁ ନହଲେ ଆପଣଙ୍କୁ ନର୍କ ଭୋଗିବାକୁ ପଡିବ ଏହା କରିବା ଦ୍ୱାରା ମଧ୍ୟ ଘରକୁ ଗରିବି ଆସିଥାଏ ଆପଣ ସମସ୍ତେ ଜଣିଥିବେ କି ହିନ୍ଦୁ ଧର୍ମରେ ଗାଈକୁ ପୂଜନୀୟ ଓ ଦେବତା ବୋଲି ମନାଯାଇଥାଏ | ଶାସ୍ତ୍ର ରେ ଏହା କୁହାଯାଇଛି କି ଗାଈ ମଧ୍ୟରେ 33 କୋଟି ଦେବୀ ଦେବତା ବାସ କରନ୍ତି ଗାଈ ଦର୍ଶନ କରିବା ଦେବୀ ଦେବତା ଦର୍ଶନ କରିବା ସମାନ ହୋଇଥାଏ | ହିନ୍ଦୁ ଧର୍ମ ଅନୁସାରେ ଗାଈର ସେବା କରିବା ସବୁ ଠାରୁ ବଡ଼ ଧର୍ମ ହୋଇଥାଏ କିନ୍ତୁ ଆପଣ ଏହା କଣ ଜାଣିଛନ୍ତି କି ଗାଈକୁ ଭୁଲୁରେ ଏହି ଦିନିଷ ଖାଇବାକୁ ଦିଅନ୍ତୁ ନାହିଁ ଏହି ପାପ ପର ଜନ୍ମ ପର୍ଯ୍ୟନ୍ତ ପିଛା ଛାଡ଼ିନଥାଏ |

ଦର୍ଶକବନ୍ଧୁ ଗୋମାତାଙ୍କୁ ଭୁଲୁରେ ମଦ୍ୟ ବାସି ରୁଟି ଖୁଆଇ ବେ ନାହିଁ ଆମେ ଅଧିକା ଅଂଶ ସମୟରେ ରାତରେ ରଖିଥିବା ରୁଟି ସକାଳକୁ ଖରାପ ହୋଇ ଯାଇଥାଏ ଯାହାକୁ ଆମେ ଖାଇ ପାରନ୍ତି ନାହିଁ ଗାଈକୁ ଖାଇବା ପାଇଁ ଦେଇ ଦେଇଥାନ୍ତି | ଗାଈକୁ ବାଇ ରୁଟି ଖୁଆଇ ହେବ ଏହାକୁ ଧ୍ୟାନ ଦେବେ ଯଦି ରୁଟି ଖରାପ ହୋଇ ଯାଇଥିବ ତେବେ ଭୁଲୁରେ ମଧ୍ୟ ଗାଈକୁ ଖାଇବାକୁ ଦିଅନ୍ତୁ ନାହିଁ ଏପରି କରିବା ଦ୍ୱାରା ପାପ ଲାଗିଥାଏ |

ଏପରି କରିବା ଦ୍ୱାରା ମାତା ଅର୍ଣ୍ଣପୁର୍ଣା ଙ୍କର ଅପମାନ ବୋଲି ମନା ଯାଇଥାଏ ଏବଂ ଏହି ପାପାକୁ ପୁରା ପରିବାରକୁ ଭୋଗିବା ପାଇଁ ପଡିଥାଏ ଗାଈ ମାତାଙ୍କୁ ରୁଟି ବେତିତ ଫଳ ସବୁଜ ପନିପରିବା ଇତ୍ୟଦି ଖୁଆଇ ପାରିବେ | ଗୋମାତାଙ୍କୁ ସେହି ଭଳି ଭଲ ପାଆନ୍ତୁ ଯେପରି ଆପଣ ଆପଣଙ୍କ ମା କୁ ଭଲ ପାଇଥାନ୍ତି କାରଣ ଗାଈ ସଂସାର ମାତା ଅଟେ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.