Breaking News

ଗାଈ ( Cow ) ଉପରେ ହାତ ରଖି କହିଦିଅନ୍ତୁ ଏହି ମନ୍ତ୍ର ଜୀବନର ଯାହା ଚାହୁଁଥିବେ ତା ସବୁ ମିଳିଯିବ…

ବନ୍ଧୁଗଣ ଗାଈ ଉପରେ ହାତ ରଖି ଏହି ମନ୍ତ୍ର କହିବା ଦ୍ୱାରା କିପରି ଆପଣ ଆପଣଙ୍କ ଜୀବନରେ ଯାହା ସବୁ ଚାହୁଁଛନ୍ତି ପାଇପାରିବେ ଆପଣଙ୍କ ସବୁ ଇଚ୍ଛା ପୁରଣ ହେବ ଏହା କରିବା ଦ୍ୱାରା ଆପଣଙ୍କ ସବୁ ଗାଈ କାମଧେନୁ ଵନିପାରିବ ଆସନ୍ତୁ ଜାଣିବା ତେବେ ଦର୍ଶକବନ୍ଧୁ ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି |

ବହୁତ ଲୋକ ଜାଣିଛନ୍ତି ଗାଈକୁ ରୁଟି ଖାଇବାକୁ ଦେବା ଦ୍ୱାରା ଆମେ କରୁଥିବା କାର୍ଯ୍ୟରେ କିଛି ବାଧା ଆସିନଥାଏ ଦର୍ଶକବନ୍ଧୁ ଗାଈ ଉପରେ ହାତ ଆଉଁସିବା ଦ୍ୱାରା ବହୁତ ଲାଭ ହୋଇଥାଏ ଏହା କରିବା ଦ୍ୱାରା ବଡରୁ ବଡ଼ ରୋଗ ଠିକ ହୋଇଥାଏ ଏବଂ ଏସବୁ ମନସ୍କମାନ ପୂରଣ ହୋଇଥାଏ ଆପଣ ସବୁବେଳେ ଗାଈକୁ କିଛି ନା କିଛି ଖାଇବାକୁ ଦିଅନ୍ତୁ ରୁଟି ଫଳ କିଛିବି ଦେଇପାରିବେ |

ଏହାକୁ ସବୁବେଳେ ନ କରି କିଛି ଦିନ ଆପଣଙ୍କ ସୁବିଧା ଅନୁସାରେ କରନ୍ତୁ ଆପଣ ଡାହାଣ ହାତରେ ହିଁ ଗାଈକୁ ଖୁଆଇବେ ଗାଈ ଖାଇଲା ପରେ ସେହି ଡାହାଣ ହାତରେ ଗାଈକୁ ଆଉଁସିବାର ଅଛି ଓ ଆଉଁସି ଆଉଁସି ଏହି ମନ୍ତକୁ କୁହନ୍ତୁ |ଧେନୁ ତ୍ବଂ କାମଧେନୁ ସର୍ବ ପାପ ନିବାରିଣୀ ମୋକ୍ଷ ଫଳ ପ୍ରଦାୟନି ଚ ମାତ୍ରା ଦେବି ନମୋସ୍ତୁତେ ଏହି ମନ୍ତ୍ର ଆପଣଙ୍କୁ 7 ଥର ଜପକରି ହାତ ଆଉଁସିବାର ଅଛି |

ଏହା କରିବା ଦ୍ୱାରା ଆପଣଙ୍କ ପାଇଁସବୁ ଗାଈ କାମଧେନୁ ବନିପାରିବ ଆପଣ ଯାହାବି ଇଚ୍ଛା ଥିବ ତାହା ବହୁତ ଜଲ୍ଦି ପୁରାଣ ହୋଇଯିବ ଏହାକୁ ଆପଣଙ୍କୁ 40 ଦିନ ପର୍ଯ୍ୟନ୍ତ କରିବାର ଅଛି ଏହା ଦ୍ୱାରା ଆପଣଙ୍କ ମନରେ ଯାହାବି ଇଚ୍ଛା ଅଛି ତାହା ପୂରଣ ହୋଇଯିବ ଏହା ବହୁତ ସରଳ ଉପାୟ କିନ୍ତୁ ଏହା ବହୁତ ଭଲ ଫାଇଦା ଦେଇଥାଏ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.