ଦର୍ଶକବନ୍ଧୁ ଦୁନିଆର ସବୁଠାରୁ ଛୋଟ ଗାଈ ବିଷୟରେ ଜାଣିଛନ୍ତି କି ବଙ୍ଗଳାଦେଶ ରେ 20ଇଞ୍ଚିର ଏଭଳି ଛୋଟ ଗାଈ ଦେଖିବାକୁ ମିଳିଛି ଏହି ଗାଈର ନାଁ ହେଉଛି ରାଣୀ କିନ୍ତୁ ଜିନେଜ ବହି ରେକର୍ଡ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି ରାଣୀର ମାଲିକ କହିଛନ୍ତି ଅଧିକ ଅଂଶ ଲୋକ ମାନେ ବହୁତ କିଲୋ ମିତା ଦୂରରୁ ଆସି ଗାଈ ସହିତ ଫୋଟ ଉଠାଉଛନ୍ତି ମାତ୍ର 3ଦିନ ଭିତରେ ଅର୍ଥାତ 3 ମଧ୍ୟରେ 15 ହଜାରରୁ ଅଧିକ ଲୋକେ ରାଣୀକୁ ଦେଖିବାକୁ ଆସି ସାରିଲେଣି |
ଏପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ଛୋଟ ଗାଈ ଭାରତର କେରଳରେ ରହିଛି ଯାହାର ନାଁ ମାଣିକାୟମ ଏହି ଗାଈକୁ ଉଚ୍ଚତା 2014 ରେ 24 ଇଞ୍ଚ ମପାଯାଇଥିଲା | ମିଳିଥିବା ସୂଚନା ଅନୁସାରେ ରାଣୀର ଉଚ୍ଚତା 20 ଇଞ୍ଚି ଜଣେ ମାଲିକ ଏହି ଗାଈକୁ ଟେପରେ ମାପି ସମସ୍ତଙ୍କୁ ରାଣୀର ଲମ୍ବ ମାପିଛନ୍ତି |
ରାଣୀ ବଙ୍ଗଳାଦେଶର ରାଜଧାନୀ ଢାକା ପାଖରେ ଥିବା ଏକ ଫର୍ମରେ ରହୁଛି ଓ ଏହା 23 ମାସ ହେବ ରାଣୀ ବିଶ୍ୱର ସବୁଠାରୁ ଛୋଟ ଗାଈ ହୋଇଯାଇଛି | ଦର୍ଶକବନ୍ଧୁ କେହି କେହି ଏହାକୁ ଭଗବାନ ରୂପ ବୋଲି ଡାକୁଛନ୍ତି କେହି କେହି ଏହା ଭଗବାନ ରୂପରେ ଜନ୍ମ ନେଇଛି ଏଇ ଗାଈଟି ତେବେ ଯାହା ହଉନା କାହିଁକି ଏହି ଗାଈ ସୋସିଆଲ ମିଡିଆରେ ଏହି ଗାଈ ବାଟ ଭାଇରଲ ହେଉଛି | ଏହି ଗାଈକୁ ନେଇ ଆପଣଙ୍କ ମତାମତ କଣ ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …