Breaking News

ଗାଈ ପାଦର ମାଟି – ଭିକାରୀକୁ କରେ କୋଟିପତି, ଆପଣଙ୍କ ଘରେ ଯଦି ଗାଈ ରଖିଛନ୍ତି ତାହାନେ ଏହି କାମ ଗୁଡିକ ନିଶ୍ଚୟ କରନ୍ତୁ !

ଦର୍ଶକବନ୍ଧୁ ଗାଈର ମାଟିକୁ କପରି ଓ କଣ କଲେ ଘରେ ଧନ ସୁଖ ଶମୄତି ବଢି ଚାଲେ ତେବେ ଯାଣିନିଅନ୍ତୁ ଗାଈ ପାଦର ମାଟି ମହା ଉପାୟ | ଯେଉଁ ଲୋକର ଘରେ କୌଣସି ବି ସମସ୍ୟା ଲାଗିରହୁଥାଏ ଅବା ଘରେ କେହି ରୋଗ ଗ୍ରସ୍ତ ଅଛନ୍ତି ଅଥବା ଆର୍ଥିକ ସମସ୍ୟା ଲାଗିରହୁଛି ବେବସାୟାରେ ଉର୍ନତି ଚାହୁଁନ୍ତି ନିଜ ଘରେ ସକରତ୍ମକ ଉର୍ୟ୍ଯର ବୃଦ୍ଧି ଘଟୁ ବୋଲି ଚାହୁଁଥାନ୍ତି ଘରେ ସୁଖ ଶମୄତି ବଢ଼ିଚାଲୁ ଚାହଁଛନ୍ତି ତେବେ ଏହି ସମସ୍ୟା ଦୂର କରିବା ପାଇଁ ଓ ସୁଖ ଶାନ୍ତି ଆଣିବା ଏହି ଉପାୟଟି ସେହି ଲୋକ ମାନଙ୍କ ପାଇଁ ଫାଇଦା ଦାୟକ ହୋଇଥାଏ ଯେଉଁ ମାନଙ୍କର ଗର୍ଭ ସମସ୍ୟା ଲାଗି ରହୁଥିବ | ଯେଉଁ ନାରୀଙ୍କର ସନ୍ତାନ ହେଉ ନାହିଁ ଏବଂ ସନ୍ତାନ ଗର୍ଭରେ ରହିବ ପରେ ସମସ୍ୟା ମାନ ଦେଖା ଯାଉଛି ମୃତ ସନ୍ତାନ ହଉଛି ଏହି ସବୁ ଉପାୟ ମାନ କରନ୍ତୁ |

ସମଗ୍ରହ ଭାରତ ବର୍ଷରେ ଗାଈକୁ ପୂଜା କରନ୍ତି ନାହିଁ ଗାଈକୁ ମା ସମାନ ପୂଜା କରାଯାଏ ଏହା କଲେ ଧର୍ମୀକ ପରାମ୍ପରା ନୁହେଁ ବରଂ ବିଜ୍ଞାନ ମତରେ ଗାଈ ଏମିତି ଏକ ପଶୁ ଯିଏକି ନିଶ୍ବସ ରେ ଅମ୍ଳଜାନ ନେଇଥାଏ ଏବଂ ଅମ୍ଳଜାନ ହିଁ ଛାଡି ଥାଏ ଏଣୁ ଗାଈ ଆମ ପାଇଁ ପ୍ରକୃତିର ସୁନ୍ଦର ଉପହାର ହୋଇଥାଏ | ଏହା ଛଡା ଆମେ ମାନେ ଜାଣିଛେ ଗାଈର ମୂତ୍ରରେ ଆଣେ ଔଷଧ୍ୟ ଗୁଣର ରହିଛି ଯାହାକୁ ଚିକିଚୟି ରେ ପ୍ରୟାଗ କରାଯାଏ |

ଗାଈର କ୍ଷୀରକୁ ମଧ୍ୟ ବେବହାର କରିଥାଉ ଗାଈର ଗୋବରକୁ ଘର ପାଇଁ ବେବାହାର କରିଥାଉ ଯେଉଁ ଘରେ ଗାଈ ନଥାନ୍ତି ସେହି ଘରେ ଅଲଗା ପ୍ରକାରର ଶାନ୍ତି ମିଳିଥାଏ ଏହା ଛଡା ଗାଈର ଆଖପାଖରେ ରହିଲେ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ ଏବେ ଆଲଚନା କରିବା ବାସ୍ତୁ 2ଶାସ୍ତ୍ର ବିଷୟରେ |

ସକାଳୁ ସକାଳୁ ଗାଈକୁ ଚାର ରୁଟି ଗୁଡ ଖାଇବାକୁ ଦେଲେ ଜାତକର ସମସ୍ତ ଦୋଷ ଦୂର ହୋଇଥାଏ ପିତୃ ଦୋଷ ଦୂର ହୋଇଥାଏ ଯଦି ଗାଈକୁ ଆପଣ ଖାଇବାକୁ ଦିଅନ୍ତି ଯଦି ଗାଈ ଆପଣଙ୍କ ଘାର ପାଖକୁ ଆସି ରାବ ଛାଡ଼ିଥାଏ ତେବେ ଆପଣ ଘରେ ସବୁବେଳ ସୁଖ ଶାନ୍ତି ରହିଥାଏ ଯଦି ଆପଣ କୌଣସି କର୍ମରେ ଯାତ୍ରା କରୁଥାନ୍ତି ଏବଂ ବାଟରେ ଗାଈ ଦେଖନ୍ତି ତାହାଲେ ଆପଣଙ୍କ ଯାତ୍ରା ସଫଳ ହୋଇଥାଏ | କଣ ସେହି ଉପାୟ ଏହାକୁ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ |

ଏଠାରେ ପ୍ରଥମେ ଚୟନ କରିବେ ଗାଈ କେଉଁ ଠାରେ ବନ୍ଧା ହୋଇଥିବେ ସେହି ଜାଗାରୁ ଗାଈ ପାଦର ମାଟିକୁ ନେଇ ଆସିବେ ଏହା ପରେ ସେଥିରେ ଗଙ୍ଗା ଜଳ ମିଶାଇ ଛୋଟ ଛୋଟ ଗୁଳା ମନାକରି କରିବେ ଆପଣ 5ଟି କିମ୍ବା 7ଟି ଗୁଳା କରିବେ ଆପଣ ରାତରେ ଶୋଇବା ସମୟରେ ସେହି ଗୁଳା ଗୁଡିକୁ ତକିଆ ତଳେ ରଖି ଶୋଇବେ ଏବଂ ତା ପର ଦିନ ସକାଳୁ ଉଠି ସେହି ଗୁଳାରୁ ଗୋଟିଏ ଗୁଳାକୁ ଅସ୍ତ ଗଛ ମୂଳରେ ଛଡାଇ ଦେବେ ଏହି ପରି ଆପଣ 15 ଦିନ କରନ୍ତି ତେବେ ଆପଣ ଜୀବନରେ ଅନେକ ପ୍ରକାରର ସମସ୍ୟା ମାନ ସୁର ହୋଇଥାଏ |

About odisha news

Check Also

ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …

Leave a Reply

Your email address will not be published. Required fields are marked *