ଦର୍ଶକବନ୍ଧୁ ସାଧାରଣତଃ ଲୋକମାନଙ୍କର କାର କିମ୍ବା ବସ ଯାତ୍ରା ସମୟରେ ପେଟ ଘାଣ୍ଟି ହୋଇ ବାନ୍ତି ହୋଇଥାଏ ପୁଣି ଏମିତି ଦେଖାଯାଏ ଆପଣ ଯାତ୍ରା ସମ୍ପୂର୍ଣ କରିସାରିବା ପରେ ମଧ୍ୟ ମୁଣ୍ଡ ବୁଲାଇବା ସହିତ ଅଶ୍ୱସ୍ଥ ମଧ୍ୟ ଲାଗିଥାଏ ଡାକ୍ତରୀ ଭାଷାରେ ଏହାକୁ ମୋଷମ ସିଗନେସ କୁହାଯାଏ ଯଦି ଆପଣ ଯାତ୍ରା କରିବାକୁ ଏଇ ସବୁ କାରଣକୁ ନେଇ ଭୟ କରୁଛନ୍ତି ତେବେ ବର୍ତ୍ତମାନ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ତେବେ ଆସନ୍ତୁ ଜାଣିବା କିଛି ଉପାୟ ଯାହା କରିବା ଦ୍ୱାରା ଆପଣଙ୍କର ଆଉ ଯାତ୍ରା ସମୟରେ ବାନ୍ତି ହେବ ନାହିଁ |
ଯାତ୍ରା ସମୟରେ ଯଦି ଆପଣଙ୍କର ବାନ୍ତି ସମସ୍ୟା ରହିଛି ତେବେ ଆପଣ କୌଣସି ବଡ଼ ଯାନ ବାହନର ଯେମିତି ବସ ର ପଛ ସିଟ ରେ ବସିବେ ନାହିଁ ପଛ ସିଟ ରେ ବସିବା ଦ୍ୱାରା ଗାଡିର ଗତି ଅଧିକ ଅନୁଭୂତି ହୋଇଥାଏ ଓ ଗାଡ଼ିର ପଛ ସିଟ ରେ ବେଶୀ ହଲଚଲ ହୋଇଥାଏ ସେଥିଯୋଗୁ ଯଦି ଆପଣଙ୍କର ବାନ୍ତି ସମସ୍ୟା ଅଛି ତେବେ କେବେବି ଗାଡିର ପଛ ସିଟ ରେ ବସିବାକୁ ଚେଷ୍ଟା କରନ୍ତୁ ନାହିଁ |
ବହି ପଢିବା ଉଚିତ ନୁହେଁ ଯାତ୍ରା ସମୟରେ ଏପରି କଲେ ଆପଣଙ୍କ ମତିଷ୍କ କୁ ଭୁଲ ସନ୍ଦେହ ମିଳିଥାଏ ଯା ଦ୍ୱାରା ଆପଣଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ମଧ୍ୟ ହୋଇଥାଏ ତେବେ ଯଦି ଆପଣଙ୍କର ଗାଡ଼ିରେ ବାନ୍ତି ସମସ୍ୟା ଅଛି ତେବେ ଗାଡି ର ଝରକା ସିଟ ରେ ହିଁ ବସନ୍ତୁ ଏବଂ ଝରକା ଖୋଲି ବସନ୍ତୁ ଯାହାଦ୍ୱାରା ଆପଣଙ୍କୁ ବାହାରୁ ସତେଜ ପବନ ମିଳିପାରିବ |
ମାନେ ରଖନ୍ତୁ ଭ୍ରାନ୍ତ ଧାରଣା ଅନେକ ଲୋକଙ୍କର ଥାଏ କି ଆମେ ଖାଇକି ଗଲେ ବାନ୍ତି ହୋଇଥାଏ ସେଇଥିପାଇଁ ସେଥିପାଇଁ ବହୁତ ଲୋକ ନଖାଇକି ଯାଇଥାନ୍ତି ତେବେ ଏ ଭୁଲ ବିଲକୁଲ ଭି କରନ୍ତୁ ନାହିଁ ଯେ କୌଣସି ଯାତ୍ରା କରୁଛନ୍ତି ଆପଣ ସମ୍ପୂର୍ଣ ଖାଇକି ହିଁ ଯାତ୍ରା କରନ୍ତୁ ଏବଂ ମସଲା ଯୁକ୍ତ ଖାଦ୍ୟରୁ ଦୁରେଇ ରୁହନ୍ତୁ ଖାଲି ପେଟରେ କେବେବି ଯାତ୍ରା କରିବା ଉଚିତ ନୁହେଁ ଯାହାକି ଏସିଡ଼ିକ ସମସ୍ୟା ହୋଇ ବାନ୍ତି ସମସ୍ୟା ଦେଖାଯାଇଥାଏ |
ତେବେ ଫ୍ରେଣ୍ଡ୍ସ ଘରୁ ଯିବା ସମୟରେ ଗୋଟେ ଲେମ୍ବୁ ନିଜ ପାଖରେ ନେଇକି ଯାଆନ୍ତୁ ଏବଂ ଯେତେବେଳେ ବାନ୍ତି ଲାଗୁଛି ଲେମ୍ବୁ ଚୋପା ଛଡାଇ ତାକୁ ସୁଙ୍ଗନ୍ତୁ ଏବଂ ଆପଣ ଲବଙ୍ଗ କୁ ଭାଜି ସାଙ୍ଗରେ ରଖନ୍ତୁ ଯାତ୍ରା ସମୟରେ ସେଥିରୁ କିଛିଟା ପାଟିରେ ପକାନ୍ତୁ ଯାହାଦ୍ୱାରା ବାନ୍ତି ଆପଣଙ୍କର ବିଲକୁଲ ଭି ହେବ ନାହିଁ |