Breaking News

ଗାଡି Number Plateକୁ ନେଇ ପୁଣି ବଦଳିଲା ନିୟମ…ନ ମାନିଲେ 10000 ଟଙ୍କା ଜୋରିମାନା, ସବୁ ଗାଡିର ନମ୍ବର ଏବେ…

ବର୍ତ୍ତମାନ ଆସିଲା ବଡ଼ ଖବର ଟଳିଲା ଟେନସନ ଗାଡ଼ି ଚାଲକ ଙ୍କୁ ବଡ଼ ଆଶ୍ୱସ୍ତି ମିଳିଲା ୧ମାସ ମହଲତ ତେବେ ଆପଣ ମାନେ High security number plate ବିଷୟରେ ତ ଜାଣିଥିବେ ଯାହାକୁ ନେଇ ବହୁତ୍ ସାରା ଲୋକମାନେ ଥିଲେ ଚିନ୍ତାରେ ରହିଥିଲେ । ଏବେ ଟିକେ ମିଳୁଛି ଆଶ୍ୱସ୍ତି ସରକାର ଙ୍କ ବଡ଼ ନିଷ୍ପତି ଫୁଣି ମାସେ ବଢିଲା High security number plate କୁ ଛାନିଆ ହୋଇଥିବା ଗାଡ଼ି ଚାଳକ ଙ୍କୁ ମିଳୁଛି ସାମାନ୍ୟ ସ୍ଵିଷ୍ଟି ସେମାନଙ୍କୁ ମିଳିଛି ମାସେ ମହଲତ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଗଣିବାକୁ ପଡ଼ିବନି ଜୋରିମାନା ।

ଆଜି ଏହି ସଂକ୍ରାନ୍ତି ଶୁଣାଣି ହାଇକୋଟ ରେ ଚାଲୁଥିବା ବେଳେ ନିଜ ଆଡୁ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ଅର୍ଥାତ ଅକ୍ଟୋବର ୩୧ ତାରିଖ ଠାରୁ ନିଜ ଗାଡ଼ିରେ High security number plate ଲଗେଇବାକୁ ସମୟ ପାଇ ପାରନ୍ତି । ଗାଡ଼ି ଚାଳକ ଙ୍କ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିପାରନ୍ତି । ଏହି ସମ୍ବଢ଼ ସ୍ଲଟ ବୁକ୍ ପାଇଁ ପ୍ରବଳ ଭିଡ଼ ହୋଇଥିବାରୁ ପୋଷ୍ଟ ଅଫିସ ଜନସେବା କେନ୍ଦ୍ର ଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କମିବାର ବ୍ୟବସ୍ଥା ପରେ ଆସନ୍ତା ଅକ୍ଟୋବର ୨୬ ତାରିଖର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ଭିତରେ ଭିତ୍ତି ଭୂମୀ କିପରି ସୃଦୃଢ଼ କରା ଯିବ ଲୋକଙ୍କ ସମସ୍ୟା କିପରି କମିବ ଯାହା ସୁଧୁରି ପାରୁଚି ତାର ତର୍ଜମା କରାଯିବ । ମାସକ ମହଲତ ପରେ ଗାଡ଼ି ଚାଲକ ଆସ୍ଵଷ୍ଟି ହୋଇ ପାରନ୍ତି ।ଏହା ମଧ୍ୟ ରେ high security number plate ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ତେବେ ଯେଉଁମାନଙ୍କ ଗାଡ଼ି ର ଫାଷ୍ଟ ନମ୍ବର ୧ ୨ ୩ ୪ ରହିଥିବା ସେମାନଙ୍କ ଛାତିର ଛନକା ପଶିଯାଇଛି।

ନିଉ ନମ୍ବର ପ୍ଲେଟ ନ ଲଗେଇଲେ ସ୍ଲଟ ବୁକ୍ ନ କଲେ ଆପଣଙ୍କୁ ମୋଟ ଅଙ୍କ ର ଯୋରି ମାନା ଦେବାକୁ ପଡିପାରେ । ଏହା କୁ ନେଇ ରାଜ୍ୟ ସରକାର ପକ୍ଷ ରୁ ସଫା ସଫା କୁହାଯାଇଚି । ଗାଡ଼ି ଘରେ ରଖିବେ କି ବାହାରକୁ ନେଇ ପାରିବେନି ଏହାକୁ ନେଇ ଦ୍ଵନ୍ଦ ରେ ଥିଲେ ଗାଡ଼ି ଚାଳକ ହେଲେ ହାଇ କୋର୍ଟ ର ଶୁଣାଣି ପରେ ଆଜି ଦ୍ବନ୍ଦରେ ହୋଇ ସାଧାରଣ ଲୋକ ଆଶ୍ୱସ୍ତି ହୋଇଛନ୍ତି HSNP ଲାଗୁ କରାଯିବା କୁ ବସ ମାଲିକ କୋଟ ର ଦ୍ବାରସ୍ଥ ହୋଇ ଥିଲେ ଏହି ମାମଲାରେ ଶୁଣାଣି କରି ବିନା ଭିତ୍ତି ବିନା ଡେଡ୍ ଲାଇନ୍ ମାଧ୍ୟମରେ କୁ ନାପସନ୍ଦ କରିଥିଲେ ।

ସ୍ଲଟ ବୁକ୍ ହେବାକୁ ଅସୁବିଧା କୁ ନେଇ ରାଜ୍ୟ ସରକାର ସମୟ ସୀମା ବୃଦ୍ଧି କୁ ନେଇ ସମ୍ପର୍କ ବିଷୟରେ କୋଟ ନିର୍ଦେଶ ଦେଇଛନ୍ତି ।ଭିତ୍ତି ଭୂମି ନେଇ ଦେଡ ଲାଇନ୍ ନେଇ ରାଜ୍ୟ ରେ ସମସ୍ତ ଲୋକ ପାଖରେ ଅନଲାଇନ ବ୍ୟବସ୍ଥା କରିବାକୁ ନମ୍ବର ପ୍ଲେଟ ବୁକ୍ ହେବା ସମ୍ଭବ ନଥିଲା । ଏହି ମାମଲାରେ ଆଜି ଶୁଣାଣି ହେଉଥିବା ବେଳେ ଗାଡ଼ି ଚଳକୁ ମିଳୁଛି ଆସ୍ଵସ୍ତୀ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.