Breaking News

ଗାଡି Number Plate କୁ ନେଇ ଆସିଲା ନୂଆ ନିୟମ… ନ ମାନିଲେ ଜୋରିମାନା ୧୦୦୦୦ ଟଙ୍କା ଜୋରାମନା ଦେବେ ହୋଇ ଯାଆନ୍ତୁ ସାବଧାନ…

ପୁରୁଣା ଗାଡି ଥିଲେ ହୋଇ ଯାଆନ୍ତୁ ସାବଧାନ ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବାଧ୍ୟତାମୂଳକ ନଚେତ ଦେବାକୁ ପଡିବ ଭାରି ଜୋରିମାନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବିନା କୌଣସି ଗାଡି ରାସ୍ତାରେ ଗାଡି ପାରିବ ନାହିଁ ନୂଆ ପୁରୁଣା ସମସ୍ତ ଗାଡି ଏହି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତା ମୂଳକ 2019 ମସିହାରୁ ପଞ୍ଜିକୃତ ସମସ୍ତ ଗାଡ଼ିରେ ଏହି ନମ୍ବର ବେବହାର ହେଉଥିଲା ବେଳେ 2019 ମସିହା ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଗାଡ଼ି ରେ ପୁରୁଣା ନମ୍ବର ପ୍ଲେଟ ରହିଛି ଆପଣ ଯଦି BS6 ଗାଡି ରହିଛି ଯଦି ଆପଣଙ୍କ ପାଖରେ BS6 ଗାଡି ଅଛି ଯାହାକି ଆପଣଙ୍କ ପାଖରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଥିବା |

ଯଦି ଆପଣ 2019 ମସିହା ଠାରୁ ଗାଡି କିଣିଥିଲେ ଯଦି ଆପଣ ନର୍ମାଲ ନମ୍ବର ପ୍ଲେଟ ବେବହାର କରୁଥିଲେ ଆପଣଙ୍କ ଅନୁସାରେ ବନାଇଥିବା ନମ୍ବର ପ୍ଲେଟ ଆଉ ଚାଲିବ ନାହିଁ | ଆପଣ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବେବହାର କରିବା ବାଧ୍ୟତା ମୂଳକ ଏବେ ଆଉ କୌଣସି ପୁରୁଣା ନମ୍ବର ପ୍ଲେଟ ଚାଳିବନାହିଁ ଏହି ନମ୍ବର ପ୍ଲେଟକୁ ରାଜ୍ୟ ପରିବହନ କତୃପକ୍ଷ ବାଧ୍ୟତା ମୂଳକ | ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ ଲଗାଇବାକୁ କଢ଼ା ନୀରିଦେଶ ରହିଛି |

ତେବେ ଏହି ନମ୍ବର ପ୍ଲେଟ ଯୋଗାଇବା ପାଇଁ ରାଜ୍ୟରେ ସମସ୍ତ 45 ଟି ହାଇସିକ୍ୟୁରିଟି ପ୍ରାପ୍ତ ସଂସ୍ଥା ଥିଲା ବେଳେ | ଓଡିଶା ରେ ଚାରାଟି ସଂସ୍ଥା ରହିଛି ସେହି ନମ୍ବର ପ୍ଲେଟ ପାଇଁ ଶତନ୍ତ୍ର ଆପ ରହିଛି ଏସାଇମେ ଆପରେ ଆବେଦନ କରି ପାରିବେ ଏହାର କେଉଁଠି କେଉଁଠି ସଖା ରହିଛି ତାହା ପ୍ରଦୂଷିତ ହେବ | ଗାଡିର ମାଲିକ ସେମାନଙ୍କ ସୁବିଦଂ ମୁତାବକ ଏଜେନ୍ସି ବାଛିବେ ଅନ୍ୟ କୌଣସି ଗାଡିର Hse ଓଡ଼ିଶାରେ ମିଳିବ ନାହିଁ ଯେଉଁ ମାନେ NOC ଅଣିଥିବେ ସେମାନେ ଅନ୍ୟ ମାନଙ୍କ ପରି ଏଠାରେ ଆବେଦନ କରି ପାରିବେ |

ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ ସୂଚନା ଅନୁସାରେ ଚୋରି କି ହଜିଲେ ନମ୍ବର ପ୍ଲେଟ ଭାଙ୍ଗିଗଲେ ମନ ଇଚ୍ଛା ନମ୍ବର ପ୍ଲେଟ ମିଇବ ନାହିଁ | ଅର୍ଥାତ ଏହି ଘଟଣା ଯେଉଁ ଅଞ୍ଚଳରେ ଘଟିଥିବା ସେହି ଅଞ୍ଚଳରେ ଏକ ମାମଲା ରୁଜୁ କରିବାକୁ ହେବ FIR କପି ସହିତ sim ପୋଟଳାରେ ଆବେଦନ କରିବାକୁ ହେବ | ଯେଉଁ ମାନେ ଏହି ନମ୍ବର ପ୍ଲେଟ ବିବାହର କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରାଯିବ ସେମାନଙ୍କୁ 5 ହଜାରରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡିବ ତେବେ ଏହାକୁ ଧ୍ୟାନ ରଖିବେ ଏହି ଭଳି ନମ୍ବର ପ୍ଲେଟ ବନାଇବାକୁ ପଡିବ ଡିସେମ୍ବର ଶେଷ ସୁଦ୍ଧା ଏହା ଶେଷ ମାସ ରହିଛି ତା ପୂର୍ବରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବଦଳାଇ ବାକୁ ପଡିବ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.