Breaking News

ଗାଡି ଚାଳକ ମାନଙ୍କ ପାଇଁ ବଡ ଖବର ! ସରିଛି କି ଗାଡି କାଗଜ ପାତ୍ର ଅବିଧି

ଗାଡି ଚାଳକ ମାନଙ୍କ ପାଇଁ ଜରୁରୀ ସୂଚନା , ସରିଯାଇଛି କି ଆପଣଙ୍କ ଗାଡି କାଗଜ ପତ୍ରର ଅବଧି ?? ଜୁନ ୩୦ ଯାଏଁ ବଢିଲା ସବୁ ଗାଡି କାଗଜ ପତ୍ରର ଅବଧି | ଯଦି ଆପଣଙ୍କ ଗାଡି କାଗଜ ପାତ୍ର ର ଅବଧି ଶେଷ ହୋଇ ଯାଇଛି ତେବେ ବିଲକୁଲ ଟେନ୍ସନ ନିଅନ୍ତୁ ନାହିଁ |

କେନ୍ଦ୍ରସରକାର ସମସ୍ତ ପ୍ରକାର ଗାଡି କାଗଜ ପତ୍ରର ଅବଧି ଜୁନ ୩୦ ଯାଏଁ ବୃଦ୍ଧି କରିଛି | ତେବେ ଆପଣ ଏବେ ବୀନା କୌଣସିଅସୁବିଧାରେ ରାସ୍ତାରେ ଗାଡି ଚଳାଇପାରିବେ | ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିଚାଲିଛି | ଆଉ ଏପରି ସମୟରେ ଲୋକମାନେ ନିଜର ଆର.ଟି.ଓ ଅଫିସ କୁ ଯାଇ ଗାଡି କାଗଜ ପତ୍ର ଅପଡେଟ କରି ପାରୁନାହାନ୍ତି | କିଛି ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ଅବଧି ମଧ୍ୟ ଶେଷ ହୋଇଗଲାଣି |

 

ହେଲେ ସେମାନେ ଏବେ ଜୁନ୩୦ ପର୍ଯ୍ୟନ୍ତ ବୀନା କୌଣସି ଅସୁବିଧାରେ ଗାଡି ଚଳାଇ ପାରିବେ ବୋଲି କେନ୍ଦ୍ରସରକାର ଘୋଷଣା କରିଛନ୍ତି | କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରଣାଳୟର କହିବ ମୁତାବକ ଯଦି ଲୋକମାନେ ଆର.ଟି.ଓ ଅଫିସରେ ଭିଡ ଜମାଇବେ ତେବେ କରୋନା ସଂକ୍ରମଣ ବଢିବାର ଭୟ ରହିଛି |

ଏପରି ସମୟରେ ଲୋକମାନଙ୍କୁ ସୁବିଧା ଦେବା ପାଇଁ ସମସ୍ତ ପ୍ରକାର ଗାଡି କାଗଜ ପତ୍ର କୁ ଜୁନ ୩୦ ପର୍ଯ୍ୟନ୍ତ ବୈଧ କରାଯାଇଛି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *