Breaking News

ଗାଡି ଚାଳକ ମାନେ ସାବଧାନ ! ଅକ୍ଟୋବର ରୁ ଲାଗୁହେବ ଏହି ବଡ ନିୟମ , ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଦର୍ଶକବନ୍ଧୁ ଆଜିକାଲି ଗାଡ଼ି ମଟର ର ବ୍ୟବହାର କେତେ ମାତ୍ରାରେ ଚାଲିଚି ଆପଣମାନେ ତ ଜାଣିଥିବେ। ଏସବୁ ଫଳରେ ପ୍ରତିଦିନ ଯାହାହେଲେବି ଗୋଟାଏ ଦୁର୍ଘଟଣା ର ଖବର ଆସିବା ଟା ନିଶ୍ଚୟ। ତେଣୁ ଏବେ ସରକାର ଏସବୁକୁ ଦୃଷ୍ଟିରେ ରଖି ଗାଡିକ ଚାଳକ ମାନଙ୍କ ପାଇଁ ଏକ ନୂଆ ଆଇନ ଲାଗୁ କରିବାକୁ ଯାଉଛନ୍ତି ଆଇନ ଟି ହେଉଛି ଗାଡିର ଟାୟାର ସମ୍ବନ୍ଧିତ। ତାହାଲେ କଣ ରହିଛି ସେହି ନୂଆ ଆଇନ ଆସନ୍ତୁ ଜାଣିବେ ସମ୍ପୁର୍ଣ୍ଣ ଭାବରେ। ଏହି ଆଇନ ଅନୁସାରେ ପୁରୁଣା ଟାୟାର ଲାଗିଥିବା ଗାଡି ଉପରେ ଲଗାଯାଇଛି ରୋକ।ଯଦି କୌଣସି ଗାଡି ଚାଳକ ଙ୍କ ଗାଡ଼ିରେ ପୁରୁଣା ଟାୟାର ଲାଗିଛି ତାହାଲେ ସେ ଗାଡି ଆଉ ସଡ଼କରେ ଗଡି ପାରିବ ନାହିଁ।

ଏହି ନିୟମ ଟି କେନ୍ଦ୍ର ସଡ଼କ ପରିବହନ ଓ ରାଜ୍ୟ ମାର୍ଗ ମନ୍ତ୍ରାଳୟ ଦ୍ଵାରା ପରିଚାଳିତ କରାଯାଇଛି ଏବଂ ଆସନ୍ତା ୨୦୨୨ ଅକ୍ଟୋବର ମାସ ପହିଲା ରୁ ନିୟମ ଲାଗୁ ହେବାର ପ୍ରସ୍ତାବ ରଖାଯାଇଛି।ଯେ କେହିବି ଏ ନିୟମ କୁ ନ ମାନି ପୁରୁଣା ଟାୟାର ଲଗାଇ ଗାଡି ଚଳାଇବ ସେ ମୋଟା ରକମର ଫାଇନ ଭରିବା ସହ ତା କଡାକଡ଼ି ନିୟମ ବି ଲାଗୁ କରାଯିବ।ତେଣୁ ଏ ସମ୍ପର୍କରେ ରେ ସରକାର ସମସ୍ତ ଟାୟାର କମ୍ପାନୀ କୁ ମଧ୍ୟ ଜଣାଇ ସାରିଲେଣି। ସେମାନେ ବି ଅକ୍ଟୋବର ପହିଲା ସୁଦ୍ଧା ସମସ୍ତ ଗାଡ଼ିର ନୂଆ ଟାୟାର କୁ ବାହାର କରିସାରିଥିବେ।


ଆହୁରି ମଧ୍ୟ ଏ ନୂଆ ଟାୟାର ଗୁଡିକ।ପୁରୁଣା ଅପେଖା ଅଧିକ ଉର୍ଣ୍ଣତମାନର ଢଙ୍ଗ ରେ ପ୍ରସ୍ତୁତ କରାଯିବାର ସରକାର ଙ୍କର ନିର୍ଦ୍ଦେଶ ରହିଛି। ତେଣୁ ଯେତେବେଳେ କୌଣସି କାର କିମ୍ବା ଟ୍ରକ ଏହି ନୂଆ ଟାୟାର ରେ ଗାଡି ଚଳାଇବ ଗାଡ଼ି ସହଜରେ ଓଦା ସଡକରେ ଖସିବା ବଦଳରେ ରାସ୍ତା କୁ ଜାବୁଡି ଧରିବ। ଜାହାଫଳରେ ଦୁର୍ଘଟଣା ହେବାରୁ ବର୍ତ୍ତି ଯିବ।ଏଥିରେ ମଧ୍ୟ ଏକ ସାଇଲେନ୍ସର ର ସିଷ୍ଟମ କରାଯିବ ଯାହାଦ୍ଵାରା ଧ୍ୱନି ପ୍ରଦୂଷଣ ରୁ ବି ମୁକ୍ତି ମିଳିବ।

ସେହିପରି ଗାଡି ଚାଲିବ ଭିତରେ ଲକ୍ଷ କରିଥିବେ ଟାୟାର ରୁ ଅଲଗା ପ୍ରକାର ଶବ୍ଦ ବାହାରି ଥାଏ ତେଣୁ ନୂଆ ଟାୟାର ର ରୋଲିଂ ରେ ଏହି ନୂଆ ସାଇଲେନ୍ସର ସିଷ୍ଟମ ରହି ଥିବାରୁ ଗାଡି ଚାଳିବା ବେଳେ ସେ ଶବ୍ଦ ଆଉ ବାହାରିବନାହିଁ। ଫଳରେ ସଡ଼କ ପ୍ରଦୂଷଣରୁ ମୁକ୍ତି ମିଳିବା ସହ ଗାଡିର ଇନ୍ଧନ ବହୁତ କମ ପରିମାଣରେ ଖର୍ଚ୍ଚ ହେବ।ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ନୂଆ ଆଇନ ର ପ୍ରଣୟନ କରିବା ନିଷ୍ପତ୍ତି ନେଇଛନ୍ତି ବୋଲି କହିଛି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭାରତ ସରକାରଙ୍କର E-Shram Card ରେ ଦ୍ଵାରା ମିଳୁଛି ଅନେକ ସୁବିଧା ଓ ଟଙ୍କା !, ଜାଣନ୍ତୁ କେମିତି ପାଇବେ ଏହି କାର୍ଡ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲେବର କାର୍ଡ ରେ ହିତାଧିକାରୀ କଣ କଣ ସୁବିଧା ପାଇପାରୁଛି , …

Leave a Reply

Your email address will not be published. Required fields are marked *