Breaking News

କଣ ପାଇଁ ସ୍ୱରାଜଙ୍କୁ ଛୋଟ ପିଲା ଭଳି ଗାଧେଇ ଦେଲେ ଶିବାନୀ

ହେଲୋ ଫ୍ରେଣ୍ଡ୍ସ ତାହେଲେ ଓଲିଉଡ଼ ର ଜବରଦସ୍ତ ଯୋଡି ସ୍ୱରାଜ ଓ ଶିବାନୀ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଦୁହେଁ ଶିଶୁ କଳାକାର ଭାବେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମ କରି ଆସିଛନ୍ତି ଆଉ ଏବେ ସେ ବଡ଼ ହୋଇ ଲିଡ଼ ନାୟକ ଓ ନାୟିକା ଭାବରେ ବହୁତ ସାରା ଫିଲ୍ମ ରେ ନିଜର ଜବରଦସ୍ତ ଅଭିନୟ ର ଯାଦୁ ଦେଖାଇ ସାରିଛନ୍ତି |

ତେବେ ଦର୍ଶକବନ୍ଧୁ ଗତ ଦିନ ମାନଙ୍କରେ ସ୍ୱରାଜ ଓ ଶିବାନୀ ଙ୍କୁ ନେଇ ଗୋଟେ ନୂଆ ଓଡ଼ିଆ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ନାଁ ରହିଛି କିସ ମିସ ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଏହି ଫିଲ୍ମ ର ସୁଟିଂ ଜୋର ସୋର ରେ ଚାଲିଛି ଆଉ ସୁଟିଂ ସେଟ ରେ ସ୍ୱରାଜ ଓ ଶିବାନୀ ଜବରଦସ୍ତ ଅଭିନୟ କରୁଥିବାର ନଜର ଆସିଛନ୍ତି |

ତେବେ ବନ୍ଧୁଗଣ ଆଗୈ ଦିନ ମାନଙ୍କରେ ଏହି ଫିଲ୍ମ ଟି ରିଲିଜ ହେବ ଆଉ ସ୍ୱରାଜ ଓ ଶିବାନୀ ଏକାଠି ଦୁଇଟି ଫିଲ୍ମ ରେ ଅଭିନୟ କରି ସାରିଲେଣି ତେବେ ବନ୍ଧୁଗଣ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ଯେ ଦୁହେଁ ଶିଶୁକଳାକାର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ ଆଉ ବର୍ତ୍ତମାନ ସେମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆଗଧାଡ଼ି ର ଷ୍ଟାର ଵନିଯାଇଛନ୍ତି |

ତେବେ ବନ୍ଧୁଗଣ ତାଙ୍କର ଜବରଦସ୍ତ ଅଭିନୟ କୁ ସାରା ଓଡ଼ିଶାରେ ବହୁତ ପସନ୍ଦ ମଧ୍ୟ କରାଯାଏ ଯେଉଁ କାରଣରୁ ସେ ବହୁତ ଲୋକଲୋଚନ କୁ ଆସିଥାନ୍ତି ତାଙ୍କର ଅଭିନୟ ଦେଖିବା ପାଇଁ ଓଡ଼ିଶାର ଦର୍ଶକମାନେ ବୋଟ ପସନ୍ଦ କରିଥାନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.