Breaking News

ଗଭୀର ସମୁଦ୍ର ରେ ବିରଳ ବାହାଘର ! ଜାଣିଲେ ଆଶ୍ଚର୍ଯ ହେବେ

ଯେପରିକି ଆପଣ ମାନେ ଜାଣିଥିବେ ବାହାଘର କୁ ସ୍ମରଣୀୟ ରଖିବା ପାଇଁ ସମସ୍ତ ବହୁତ ପ୍ରୟାସ କରିଥାନ୍ତି | ତେଣୁ ବାହାଘର ସିଜିନ ଆସିଲେ ସମସ୍ତେ ଚାହାଁନ୍ତି କିପରି ନିଜ ବାହାଘର କୁ ଅଲଗା ଢଙ୍ଗ କରିବେ | ନିଜ ବାହାଘର କୁ ସ୍ମରଣୀୟ କରିବା ପାଇଁ କିଏ ଉଡାଜାହାଜରେ ଉଡି ଉଡି ବାହା ହେଉଛି ତ କିଏ , ବୁଡା ଜାହାଜରେ ବାହାହେଉଛି ଏବଂ ଆଉ କିଏ ହଟ ବେଲୁନ ରେ ଉଡି ଉଡି ବାହା ହେଉଛି |

ତେବେ କପୁଲ ମାନେ ନିଜ ବାହାଘର କୁ ସବୁ ଦିନ ପାଇଁ ମାନେ ରଖିବା ପାଇଁ ଏହି ଭଳି ଭିନ୍ନ ଭିନ୍ନ ତାରିକା ଆପଣାଇଥାନ୍ତି | ପ୍ରାୟତଃ ଏପରି ସବୁ ବିଦେଶ ରେ ଅଧିକତର ଦେଖିବାକୁ ମିଳିଥାଏ | ହେଲେ ଏବେ ଆମ ଭାରତରେ ବି ଏମିତି ବିବାହ ଦେଖିବାକୁ ମିଳିଛି | କୋଏମ୍ବାଟୁର ର ଦୁଇ ଜଣ ସଫ୍ଟୱେର ଇଞ୍ଜିନିୟର ସମୁଦ୍ର ର ୬୦ ପୂଟ ତଳେ ବିବାହ କରିଛନ୍ତି |


ଅଗ୍ନି କୁ ସାକ୍ଷୀ ରଖି ବିବାହ କରାଯାଏ କିନ୍ତୁ ଏହି କପୁଲ ମାନେ ସମୁଦ୍ର କୁ ସାକ୍ଷୀ ରଖି ବିବାହ କରିଛନ୍ତି | ଏବିବାହ କୁ ନେଇ ଏବେ ଚାରିଆଡେ ବହୁତ ଚର୍ଚା ଧରିଛି | କିନ୍ତୁ ଦେଖିବାକୁ ଗଲେ ଏମାନେ କୌଣସି ଖରାପ କାମ କରି ନାହାନ୍ତି ଲୋକମାନେ ବିବାହ କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ କରିଦେଇଥାନ୍ତି |କାରଣ ବାହାଘର ସମସ୍ତଙ୍କର ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ସମୟ ଅଟେ |ତେବେ ଏହି ଦିନଟିକୁ ଟିକେ ସ୍ପେଶାଲ କରିବା ପାଇଁ ସମସ୍ତେ ଏହି ଭଳି କରିଥାନ୍ତି |
ହେଲେ ଚେନ୍ନାଇର କୋଏମ୍ବାଟୁର ସହରର ଏହି ଯୋଡି ଚେନ୍ନାଦୁରାଇ ଏବଂ ଶ୍ଵେତା ଙ୍କର ହୋଇଛି ସମୁଦ୍ର ଭିତରେ ବାହାଘର | ତାମିଲନାଡୁର ନୀଳଙ୍କରେଇ ସମୁଦ୍ର ତଟ ରେ ହୋଇଛି ଏହି କପୁଲ ଙ୍କ ବାହାଘର |


ବାହାଘର ଦିନ ଦୁଇ କପୁଲ ସକାଳୁ ସକାଳୁ ସମୁଦ୍ର ତଟରେ ଯାଇ ପହଞ୍ଚି ଯାଇଥିଲେ ଏବଂ ଠିକ ବାହାଘର ମୁହୂର୍ତ ହେବା ମାତ୍ରକେ ପାଣି ଭିତରକୁ ଡେଇଁ ପଡିଥିଲେ |ପ୍ରଥମେ ପ୍ରଥମେ ଚେନ୍ନାଦୁରାଇ ଙ୍କ ଏଭଳି ପ୍ରସ୍ତାବ ଶ୍ଵେତା ଙ୍କୁ ବହୁତ ଅଜବ ଲାଗିଥିଲା, ସେ ଭାବିଥିଲେ ଯେ ପାଣି ଭିତରେ କିପରି ଏପରି ବୁଡା ବାହାଘର ହେବ | କିନ୍ତୁ ବହୁତ ଭାବିବା ପରେ ଶ୍ଵେତା ଚେନ୍ନାଦୁରାଇଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ | ଚେନ୍ନାଦୁରାଇ ଙ୍କ ୧୨ ବର୍ଷ ରୁ ସ୍କୁ ଡ୍ରାଇଭିଂ ରା ଅଭ୍ୟାସ ଥିଲା ଏବଂ ତାଙ୍କୁ ଯିଏ ଶିଖେଇ ଥିଲେ ସିଏ ହିଁ ଏପରି ମଧ୍ୟ ବାହାଘର ହୋଇ ପାରିବ ବୋଲି ଆଇଡିୟା ଦେଇଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *