ନମସ୍କାର ବନ୍ଧୁଗଣ ଏହି କାହାଣୀଟି ନା କୌଣସି ଫିଲ୍ମର କାହାଣୀ ଅଟେ ନା କୌଣସି ମନଗଢା କଥା କିନ୍ତୁ ଯେଉଁମାନେ ବି ଏହି ଅଜବ କଥାଟିକୁ ଶୁଣିଲେ ସେ ଏହାକୁ ଦେଖିବା ପାଇଁ ଦୌଡ଼ି ଆସିଲା। ନାଗ ଆଉ ନାଗୁଣୀର ଏହି ପ୍ରେମ କାହାଣୀକୁ ଯେଉଁମାନେ ବି ନିଜ ଆଖିରେ ଦେଖିଲେ ତାହା ଦେଖି କେହି ବିଶ୍ୱାସ ବି କରିପାରିଲେ ନାହିଁ।
ଡ୍ରେନ୍ ରେ ୨ ଫୁଟର ନାଗ ମରି ପଡ଼ିଥିଲା ଆଉ ତାର ମୃତ ଶରୀରକୁ ଧରିଥିଲା ନାଗୁଣୀ। ସେହି ନାଗୁଣୀ ୨ ଦିନ ଧରି ତାର ନାଗର ମୃତ ଶରୀର ପାଖରେ ଦୁଃଖିତ ଭାବେ ଥିଲା। ପ୍ରଥମେ ଦେଖିଲେ ଲାଗେ କି ୨ଟି ସାପ ମରିକି ପଡିଛନ୍ତି କାରଣ ନାଗୁଣୀଟି ନାଗ ଦେହରେ ଏମିତି ଗୁଡେଇ ହୋଇଥିଲା କି ଲାଗୁଥିଲା ଯେପରି ଦୁହେଁ ମରି ଯାଇଛନ୍ତି କିନ୍ତୁ ଯେବେ ନାଗକୁ ହଲେଇବା ପରେ ନାଗୁଣୀ ରାଗିଯାଇ ରାଗରେ ତାର ଫଣା ଉଠାଇଲା।
ତାପରେ ନାଗର ଚାରିପଟେ ବୁଲି ଆସି ପୁଣିଥରେ ନାଗ ଦେହରେ ଗୁଡେ଼ଇ ହୋଇଗଲା। ଯେତେବେଳେ ଲୋକମାନେ ଏହି ଘଟଣା ଦେଖିଲେ କବିତାରେ ପଢିଥିବା କଥା ସତ୍ୟ ଲାଗିଲା। ହରିୟଣାର କେଥଲ୍ ଜିଲ୍ଲାରେ ଦୋଦନପୂର୍ବ ରୁପନଗର ରହିଥିବା ଜଣେ ଯୁବକ କହିଲେ କି କିଏ ଜଣେ ଏହି ନାଗକୁ ମାରିକି ଏଠାରେ ଫୋପାଡ଼ି ଦେଇଥିଲା ଏବଂ ସେ ଏହି ପାଖରେ ହିଁ ଗୋଟିଏ ଗାତ ଖୋଳି ସେହି ନାଗକୁ ପୋତିବାକୁ ଭାବିଲା କାରଣ ଏହି ସମୟରେ ନବରାତ୍ରି ଚାଲିଥିଲା ଆଉ ଏହି ସମୟରେ ନାଗ ଏମିତି ଭାବରେ ପଡ଼ି ରହିବାକୁ ଅଶୁଭ କୁହାଯାଇଥାଏ।
ଗତ ଖୋଲିବା ପରେ ସେ ଏକ ବାଡିରେ ଯେପରି ସେହି ନାଗକୁ ଆଣିବାକୁ ଚେଷ୍ଟା କଲେ ସେତେବେଳେ ସେହି ନାଗ ଦେହରେ ଗୁଡେ଼ଇ ହୋଇଥିବା ନାଗୁଣୀକୁ ଦେଖିଲେ। ନାଗକୁ ଆଣିବାକୁ ଚେଷ୍ଟା କରୁଥିବାରୁ ସେହି ନାଗୁଣୀ ରାଗରେ ଫଣା ଉଠାଇଲା ତାହା ଦେଖି ଯୁବକମାନେ ପଛକୁ ହଟିଗଲେ। କ୍ରୋଧରେ ସେହି ନାଗୁଣୀ ନାଗ ପାଖରେ ଫଣା ଟେକି ରହିଲା ସେ କେତେବେଳେ ସେହି ନାଗ ଚାରିପଟେ ବୁଲୁଥାଏ ତ କେତେବେଳେ ନାଗ ଦେହରେ ଗୁଡେ଼ଇ ହୋଇଥାଏ।
ଯିଏ ବି କେହି କଥା ଶୁଣିଲା ସେହି ଜାଗାରେ ଆସି ପହଞ୍ଚି ଯାଇଥିଲା ଦେଖୁ ଦେଖୁ ସେହି ସ୍ଥାନରେ ଭିଡ଼ ଜମିଗଲା। ସମସ୍ତେ ଚେଷ୍ଟା କରିଥିଲେ କି ନାଗୁଣୀକୁ ଯେମିତି କିଛିବି କ୍ଷତି ନପହଞ୍ଚେ ଆଉ ସେ ପାଖ ଜଙ୍ଗଲକୁ ଚାଲିଯାଏ ଆଉ ଏହାପରେ ସେ ମୃତ ନାଗକୁ ପୋତି ଦେବେ କିନ୍ତୁ ସେହି ନାଗୁଣୀର ନାଗ ପ୍ରତି ଏତେ ଭଲ ପାଇବା ଥିଲା ଯେ ସେ ନାଗକୁ ଛାଡି ଯାଉନଥିଲା।
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …