Breaking News

ଫୁଣି ଶସ୍ତା ହେଲା ସୁନା ( Gold ) ଦାମ ଜାଣନ୍ତୁ କେତେ କମିଲା, ଆପଣଙ୍କ ଅଞ୍ଚଳ ର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ବର୍ତମାନର ବଡ଼ ଖବର ଯାହାକୁ ବଡ଼ ଖୁସି ଖବର ଫୁଣି କମିଲା ସୁନା ରୁପା ଦର 11 ମାସ ମଧ୍ୟରେ ସବୁ ଠାରୁ ଶସ୍ତା ହେଲା ସୁନା | ତେବେ ଗ୍ରାହକ ଙ୍କ ପାଇଁ ବଡ଼ ଖୁସି ଖବର ଶସ୍ତା ହେଲା ସୁନା ରୁପା ଦର ଯଦି ଆପଣ ସୁନା କାଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସର୍ବତମାସବ୍ୟା କାରଣ ସୁନା ମୂଲ୍ୟ ରେ ବହୁତ ହ୍ରାସ ଘଟିଛି ଆନ୍ତଜାତୀୟ ବଜାର ବିଷୟରେ କହିଲେ ଏଠାରେ ସୁନାର ମୂଲ୍ୟ 11 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି |

ତେବେ କଥା ହେଉଛି ଆମେରିକାର ମୁଦ୍ରା ସ୍ତିତ ହାର 41 ବର୍ଷ ମଧ୍ୟରେ ସର୍ବଚୋ ସ୍ତରରେ ପହଞ୍ଚିଛି ତେଣୁ ସୁଧ ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି ଯେଉଁଥି ପାଇଁ ସୁନା ଦର ହ୍ରାସ ପାଉଛି ନିବେଶକ ବିକ୍ର ହେତୁ ଆନ୍ତଜାତୀୟ ବଜାରରେ ସୁନା ମୂଲ୍ୟ 1 ଦଶମିକି 5 ପ୍ରତିଶତ ହ୍ରାସ ହୋଇ 1710 ଡଲାରେ ପହଞ୍ଚିଛି | ସେପଟେ ରୁପା ମୂଲ୍ୟ ମଧ୍ୟ 2ଦଶମିକି 2 ପ୍ରତିଶତ ହ୍ରାସ ପାଇ 18 ଦଶମିକି 67 ଡଲାରକୁ ଖସି ଆସିଛି |

ଅନ୍ୟ ପକ୍ଷରେ ଯଦି ଆମେ ଘେରେଇ ବଜାର ବିଷୟରେ କହିବା ତେବେ ଦୁଇ ମାସ ମଧ୍ୟରେ ସୁନା ଦର ଅତିନିମ୍ନ ସ୍ତରକୁ ଖସି ଆସିଛି ଯାହାକି ସୁନା ମୂଲ୍ୟରେ ୧ପ୍ରତିଶତ ହ୍ରାସ ହୋଇ 10 ଗ୍ରାମ ପ୍ରତି 10821ଟଙ୍କା ହୋଇଛି | ଯଦି ଆମେ ରୁପା ବିଷୟରେ କହିବା ତେବେ ରୁପା ମୂଲ୍ୟ 3ଦଶମିକ 5ପ୍ରତିଶତ ହ୍ରାସ ପାଇ କିଲୋ ଗ୍ରାମରେ ରେ 50194 ଟଙ୍କା ରହିଛି ସୂଚନା ଅନୁଯାଇ ଚଳିତ ମାସ ଆରମ୍ଭରେ ଯେତେବେଳେ ସୁନା ଆମଦାନୀ ଉପରେ କଟକଣା ଲଗାଇବା ପାଇଁ କେନ୍ଦ୍ର ସରକାର ଆମଦାନୀ ଶ୍ଳୋକ ବୃଦ୍ଧି କରିଥିଲେ ଏହା ପରେ 10 ଗ୍ରାମ ପ୍ରତି ସୁନା ମୂଲ୍ୟ 52 ହାଜତ 300 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲା |

ଅନ୍ୟ ପକ୍ଷରେ ଦିଲ୍ଲୀ ବଜାରରେ 10 ଗ୍ରାମ ପିଛା ସୁନା ମୂଲ୍ୟ 1063 ଟଙ୍କା କମି 50314 ଟଙ୍କା ଓ ରୂପ ମୂଲ୍ୟ 195 ଟଙ୍କା ପାଇ 56254 ଟଙ୍କା ରହିଛି ଯଦି ଆପଣ ସୁନା ରୁପା କିଣିବାକୁ ଯାଉଛନ୍ତି ତେବେ ଏହା ହେଉଛି ବର୍ତମାନର ଉତ୍ତମ ସମୟ ତେବେ ନିହାତି ଆପଣ ମାନେ ସୁନା ରୂପ ଯଦି କାଣିବାକୁ ଯାଉଛନ୍ତି ତେବେ ସୁନା ରୁପା ଦାମ କେତେ ରହିଲେ ଭଲ ହେବ ଯାହା ଦ୍ୱାରା ଆପଣ କିଣି ପିନ୍ଧିପାରିବେ ଆମକୁ ନିହାତି ହୋତେ ଛୋଟ କମେଣ୍ଟ କରନ୍ତୁ !

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.