Breaking News

ପୁଣିଥରେ ବିବାହ କରିବାକୁ ଯାଉଛନ୍ତି Sidhath ଏବଂ Jhili, ଜାଣନ୍ତୁ କଣ ହେବ ଆଗକୁ…

ଦର୍ଶକବନ୍ଧୁ ଆପଣମାନେ ତ ଜିସାର୍ଥକ ରେ ପ୍ରସାରିତ ହେଉଥିବା ଝିଲ୍ଲୀ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ ଓ ସେହି ସିରିଏଲ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ବନ୍ଧୁଗଣ ଏହି ସିରିଏଲ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ବେଶ ଲୋକପ୍ରିୟତା ହୋଇଚାଲିଛି ଆଉ ଓଡ଼ିଶାର ଘରେ ଘରେ ଏହାକୁ ଲୋକମାନେ ଦେଖୁଛନ୍ତି ଏବଂ ଏହି ସିରିଏଲ କୁ ପସନ୍ଦ ମଧ୍ୟ କରୁଛନ୍ତି

ତେବେ ଝିଲି ସିରିଏଲ ରେ ଆସିବାକୁ ଯାଉଛି ଫୁଣି ଏକ ନୂଆ ଟ୍ଵିଷ୍ଟ ହଁ ଦର୍ଶକବନ୍ଧୁ ପୁଣିଥରେ ଦ୍ୱତୀୟ ବିବାହ କରିବାକୁ ଯାଉଛନ୍ତି ଝିଲି ଏବଂ ସିଡ ତେବେ ଦର୍ଶକବନ୍ଧୁ ଏହି ସିରିଏଲ ରେ ଆଗକୁ କଣ ହେବ ଆସନ୍ତୁ ଜାଣିବା | ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଝିଲି ଏବଂ ସିଡଙ୍କର ଡିଭୋର୍ସ ହୋଇଯାଇଛି |

ଏହା ସହ ଝିଲି ଏବଂ ରୁଦ୍ରଙ୍କର ଦ୍ୱତୀୟ ବିବାହ ପାଇଁ ଚାହୁଁଛନ୍ତି ଝିଲି ଙ୍କର ଜେଜେ ତେବେ ଝିଲି ଙ୍କର ଦ୍ୱତୀୟ ବିବାହ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସିଦ୍ଧାର୍ଥ ଏବଂ ସେ ଚାହୁଁଛନ୍ତି କି ଝିଲି ଙ୍କର ଦ୍ୱତୀୟ ବିବାହ ନ ହେଉ ତେବେ ଦର୍ଶକବନ୍ଧୁ ସିଦ୍ଧାର୍ଥ ମୁହଁ ଖୋଲି ନ କହିଲେ ମଧ୍ୟ ସେ ଭଲ ପାଇଁ ବସିଛନ୍ତି ଝିଲି ଙ୍କୁ ଯେଉଁଥି ପାଇଁ ସିଦ୍ଧାର୍ଥ ଝିଲି ଙ୍କର ଦ୍ୱତୀୟ ବିବାହ ହେଉ ବୋଲି ଚାହୁଁନାହାନ୍ତି |

ତେବେ ଦର୍ଶକବନ୍ଧୁ ଯେତେବେଳେ ଝିଲି ଏବଂ ରୁଦ୍ରଙ୍କର ବାହାଘର ହେବ ସେତିକି ବେଳେ ରୁଦ୍ରଙ୍କୁ ଉଠାଇ ଦ୍ୱତୀୟ ବିବାହ କରିବେ ସିଡ ଝିଲ୍ଲୀ ଙ୍କୁ ତେବେ ବନ୍ଧୁଗଣ ଆପଣମାନଙ୍କୁ ଏହି ସିରିଏଲ ରେ ସିଡ ଏବଂ ଝିଲି କେମିତି ଲାଗନ୍ତି ବା ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.