Breaking News

Breaking News : ପୁଣି ସୃଷ୍ଟି ହେଲା ନୂଆ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ, ୧୧ ଜିଲ୍ଲା କୁ ଭୀଷଣ କାଳବୈଶାଖୀ, ଜାଣନ୍ତୁ ଆପଣଙ୍କର ଜିଲ୍ଲା କୁ କଣ ରହିଛି ଏହାର ପ୍ରଭାବ…

ଆସୁଛି ଲଘୁଚାପ ପ୍ରବଳ ବର୍ଷା ଏପଟେ ମୌସୁମୀ ପ୍ରଭାବରେ ଆଜିଠାରୁ ବଢିବା ବର୍ଷାର ପରିମାଣ ଉପକୂଳ ସମତେ ଉତ୍ତର ରେ ପ୍ରବଳ ବର୍ଷାର ସମ୍ଭାବନା କରିଛି ପାଣିପାଗ ବିବାହାଗ ଏବେ ଅଧିକ ଅଂଶ ଜିଲାପାଇଁ ଜାରି ହୋଇଛି ସତର୍କ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ ହଳୁକୁ ମାଧ୍ୟମ ଧରଣ ବର୍ଷା ସମ୍ଭାବନ କରିଛି ପାଣିପାଗ ବିବାହାଗ ତେବେ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଘୁନି ବଳୟ ପ୍ରଭାବରେ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି |

୪ ତାରିଖ ଠାରୁ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା କରିଛି ପାଣିପାଗ ବିଭାଗ ଏହା ସହିତ ଆଗାମୀ 2ରୁ 3 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ମାଧ୍ୟମ ଧରଣର ବର୍ଷା ନେଇ ସୂଚନ ଦେଇଛି ପାଣିପାଗ ବିଭାଗ ବିଶେଷ କରି ନବରଙ୍ଗପୁର କଳାହାଣ୍ଡି କୋରାପୁଟ ସମତେ କଟକ ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ଵର ମୟୁରଭଞ୍ଜ କେନ୍ଧୁଝର ଦେବଗଡ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଆଗାମୀ 2 ରୁ 3 ଘଣ୍ଟା ମଧ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ଏବଂ ବିଜୁଳି ଘଡ ଘଡି ର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ତିତ ପାଣିପାଗ ବିଭାଗ |

ସେପଟେ ଲଘୁଚାପ ଆସୁଥିବା ରାଜ୍ୟ ପାଇଁ ପୁଣି ପ୍ରବଳ ବର୍ଷାର ସମ୍ଭାବନା ରହିଛି ଉତର ପଶ୍ଟିମ ବଙ୍ଗୋପ ସାଗର ତଥା ଓଡ଼ିଶା ପଶ୍ଟିମ ବଙ୍ଗୋପି ସାଗରରେ ସ୍ୱରସ୍ୱତୀ ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦେଖିବା ପାଇଁ ମିଳିବ ପ୍ରବଳ ବର୍ଷା | ଉପକୂଳ ସମତେ ଆଭ୍ୟତରଣ ଜିଲ୍ଲାରେ ପ୍ରବଳ ବର୍ଷିବ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି | ତେବେ କେଉଁ ସବୁ ଜିଲା ପାଇଁ ପ୍ରବଳ ବର୍ଷା ଓ କେଉଁ ସବୁ ଜିଲ୍ଲା ପାଇଁ ହାଲୁକରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି ସୂଚନା କରିଛି ପାଣିପାଗ ବିଭାଗ |

ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର 14 ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନ ରହିଛି ଏନେଇ ସତର୍କ ସୂଚନା ଜାରି କରିଛି ତେବେ କଳାହାଣ୍ଡି ନବରଙ୍ଗପୁର ବଲାଙ୍ଗୀରି ବରଗଡ଼ ଝାରସୁଗୁଡା ସୁନ୍ଦରଗଡ଼ ଦେବଗଡ଼ ସମ୍ବଲପୁର ବୌଦ୍ଧ ସମତେ ଅନୁଗୁଳୁ କେନ୍ଦୁଝର ଢେଙ୍କାନାଳ କଟକ କେନ୍ଦ୍ରାପଡା ଯାଜପୁର ଓ ଭଦ୍ରକ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ଏହି ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯାହାକି 7ରୁ 11 ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନ କରିଛି ପାଣିପାଗ ବିଭାଗ | ଏହା ସହିତ ସମସ୍ତ ଜିଲା ମାନଙ୍କରେ କୋହଳ ପାଗ ସାଙ୍ଗକୁ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିବ ବିଜୁଳି ଘଡଘଡି ନେଇ ସତର୍କ କରାଇଛି ପାଣିପାଗ ବିଭାଗ ଏପଟେ ସମସ୍ତ ଜୀଉଳ ମାନଙ୍କରେ କାଳବୈଶାଖୀ ସାଙ୍ଗକୁ ବଜ୍ରପାତ ସୂଚନା କରିଛି ପାଣିପାଗ ବିଭାଗ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.