Breaking News

ଫୁଣି ଶସ୍ତା ହେଲା ସୁନା ( Gold ) ଦାମ ଜାଣନ୍ତୁ କେତେ କମିଲା, ଆପଣଙ୍କ ଅଞ୍ଚଳ ର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନମସ୍କାର ବନ୍ଧୁଗଣ ହ୍ରାସ ପାଇଲା ସୁନାର ଦମ୍ ଆଗକୁ ଖସିବା ମାସକରେ ସର୍ବୋଚ୍ଚ ଦମ୍ ରେ ପହଞ୍ଚିବା ପରେ ହ୍ରାସ ପାଇଛି ସୁନା ର ଦମ୍ ସୁନା ଦାମ ଘରୋଇ ମାର୍କେଟ ରେ ବୁଧବାର ଦିନ ଖସିଛି ଏମ୍ସି ଏସ ଏକ୍ସଚେଞ୍ଜ ରେ ୫ ଡିସେମ୍ବର ୨୦୨୨ ର ଡେଲିଭରି ବିଶିଷ୍ଟ ସୁନା ର ସନ୍ଧ୍ୟା ୦.୩୪ ପ୍ରତିଶତ ପ୍ରାୟ ୧୭୮ ଟଙ୍କା ହ୍ରାସ ପାଇ ୫୧ ହଜାର ୪୫୨ ଟଙ୍କା |

ପ୍ରତି ୧୦ ଗ୍ରାମ ରେପ୍ରତି କିଲୋ ଗ୍ରାମ ଟ୍ରେଟ କରୁଥିଲା ତେବେ ଦର୍ଶକ ବନ୍ଧୁ ସୁନା ରୂପାର ଦରଦାମ କୁ ନେଇ କଣ ଲଟେଷ୍ଟ ଅପଡେଟ ରହିଛି ଚାଲନ୍ତୁ ଜାଣିବା ତେବେ ଦର୍ଶକ ବନ୍ଧୁ ସେପଟେ ରୂପା ର ଦାମ୍ ମଧ୍ୟ ଖସିଛି ରୂପାର ଦାମ୍ ଘରୋଇ ମୂଲ୍ୟ ରେ ମଧ୍ୟ ହ୍ରାସ ପାଇଛି ଏହି ଏକ୍ସଚେଞ୍ଜ ରେ ବୁଧ ବର ସନ୍ଧ୍ୟା ୫ ଡିସେମ୍ବର ୫ ରେ ଡେଲିଭରି ବିଶିଷ୍ଟ ୦.୪୬ ପ୍ରତିଶତ ବା ୨୮୮ ଟଙ୍କା ହ୍ରାସ ସହିତ ୬୧୬୭୧ ଟଙ୍କା ପ୍ରତି କିଲୋ ଗ୍ରାମ ଟ୍ରେଟ୍ ରେ ରେଟ କରିଥିବାର ନଜର ଆସିଥିଲା |

ସୁନା ର ଦାମ୍ କଥା କହିବା ଟା ବୁଧବାର ଦିନ ସାମାନ୍ୟ ବୃଦ୍ଧି ଦେଖିବା କୁ ମିଳିଛି କେଡିଆ ଅନୁସାରେ ଦିଲ୍ଲୀ ରେ ୨୪ କ୍ୟରେଟ ସୁନାର ଆଜିର ଦାମ୍ ବୁଧବାର ଅନୁସାରେ ୫୯୦ ଟଙ୍କା ବୃଦ୍ଧି ପାଇ ୫୩୮୫ଟଙ୍କା ପ୍ରତି ୧୦ ଗ୍ରାମ ରେ ପହଞ୍ଚି ଥିଲା ଏହା ବ୍ୟତୀତ ସୁନାର ଆଜିର ଦାମ୍ ମୁମ୍ବାଇ ରେ ୪୫ ଟଙ୍କା ଆହ୍ମଦାବାଦ୍ ରେ ୫୩୯୫ ଟଙ୍କା ବ୍ୟଙ୍ଗଲୋର୍ ରେ ୫୩୪୫ଟଙ୍କା ଚେନ୍ନଇ ରେ ୫୩୬୦ ଟଙ୍କା |

ହାଇଦ୍ରାବାଦ ରେ ୫୩୫୫ଟଙ୍କା ୧୦ ଗ୍ରାମ ରେ ଟ୍ରେଟ୍ କରୁଛି ରୂପାର ହାଜିରା ଦାମ୍ ରେ ବୁଧବାର ରେ ସାମାନ୍ୟ ବୃଦ୍ଧି ଦେଖିବା କୁ ମିଳିଥିଲା ଦିଲ୍ଲୀ ରେ ବୁଧ ବର ସନ୍ଧ୍ୟା ରେ ରୂପାର ଆଜିର ଦାମ୍ ୧୫୫୦ ଟଙ୍କାର ବୃଦ୍ଧି ସହିତ ୬୩୬୫୦ ଟଙ୍କା ପ୍ରତି କିଲୋ ଗ୍ରାମ ରେ ପହଞ୍ଚି ଛନ୍ତି ସେହିଭଳି ଅହମଦାବାଦ ରେ ଏବେ ରୂପା ୬୩୪୦ଟଙ୍କା ଚେନ୍ନଇ ରେ ୪୩୫୦ ଟଙ୍କା ହାଇଦ୍ରାବାଦ ରେ ୬୩୨୫୦ ଟଙ୍କା ଏବଂ ମୁମ୍ବାଇ ରେ ୬୩୪୫ ଟଙ୍କା ପ୍ରତି କିଲୋ ଗ୍ରାମ ରହିଛି ବର୍ଷକ ଷ୍ଟାର କହିବା ତା ବୁଧବାର ସନ୍ଧ୍ୟାରେ ସୁନାର ଦାମ୍ ହ୍ରାସ ପାଇଛି ୦.୧ ପ୍ରତିଶତ ବା ୨.୫ଡଲାର ର ହ୍ରାସ ପାଇଛି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.