Breaking News

ଫୁଣି ଶସ୍ତା ହେଲା ସୁନା ( Gold ) ଦାମ ଦେଖନ୍ତୁ କେତେ କମିଲା, ଭୁବେନେଶ୍ୱର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ …

ବର୍ତମାନର ବଡ଼ ଖବର ଯାହାକି ସୁନା ରୁପା ଦରକୁ ନେଇ ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଦରକାର ଯଦି ଆପଣ ମାନେ ସୁନା ରୁପା କିଣିବାକୁ ଯାଉଛନ୍ତି ଯେମିତି ଆପଣ ମାନେ ସମସ୍ତେ ଜାଣିଛନ୍ତି ବର୍ତମାନ ଚାଲିଛି ବିବାହ ସିଜିନି ଆପଣ ମାନଙ୍କ ପାଇଁ ବଡ଼ ଖୁସି ଖବର ଯଦି ଆପଣ ସୁନା ରୁପା କିଣୁଛନ୍ତି ଯଦି ଆପଣ ମାନେ ସୁନା ରୁପା କିଣିବାକି ମନେ କରୁଛନ୍ତି ତେବେ ଜାଣି ରକ୍ଷନାତୁ ଆଜିର ଦାମ କେତେ ରହିଛି |

ଯଦି ଆପଣ ସୁନା ରୁପା କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର ବିଶ୍ୱ ବଜାରରୁ ମିଳିଥିବା ସଂକେତ ମଧ୍ୟରୁ ଆଜି ଦିନ ସୁନା ଓ ରୂପ ମୂଲ୍ୟ ଫୁଣି ହର୍ଷ ପାଇଛି ଆଜି ଭାରତରେ ସୁନା ମୂଲ୍ୟରେ 250 ଟଙ୍କା ହ୍ରାସ ପାଇଛି ତେବେ ଆଜି ସୁଦ୍ଧା ଭାରତରେ 24 କେରେଡ ସୁନା 10 ଗ୍ରାମ ମୂଲ୍ୟ 50 ହଜାର 160 ଟଙ୍କା ରହିଥିବା ବେଳେ 22 କେରେଡ ସୁନାର 10 ଗ୍ରାମ ସୁନାର ମୂଲ୍ୟ 46 ହଜାର 860 ଟଙ୍କା ରହିଛି ତେବେ ଗତ କଲି 24 କେରେଡ ସୁନାର 10 ଗ୍ରାମ ମୂଲ୍ୟ 50 ହଜାର 910 ଟଙ୍କା ରହିଥିଲା ବେଳେ 22 କେରେଡ ସୁନାର 10 ଗ୍ରାମର ମୂଲ୍ୟ 46 ହଜାର 640 ଟଙ୍କା ଥିଲା |

ଗତ 24 ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସିଟି ସହରରେ ସୁନା ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି ତେବେ ଚେନାଇ ରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ସୁନା ମୂଲ୍ୟ 52 ହଜାର 285 ଟଙ୍କା ରହିଥିବା ବେଳେ | 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ମୂଲ୍ୟ 47 ହାଜର 927 ଟଙ୍କା ରହିଛି | ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ 24 ସୁନାର 10 ଗ୍ରାମ ମୂଲ୍ୟ 52 ହଜାର 800 ଟଙ୍କା ରହିଥିବା ବେଳ 22 କେରେଡ ସୁନାର 10 ଗ୍ରାମ ମୂଲ୍ୟ ରହିଛି 47 ହଜାର 500 ଟଙ୍କା | ତେବେ କୋଲକାତା ରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 52 ହଜାର 800 ଟଙ୍କା ରହିଥିବା ବେଳେ |

22 କେରେଡ ସୁନାର 10 ଗ୍ରାମ ମୂଲ୍ୟ 47 ହଜାର 500 ଟଙ୍କା ଅଛି ଅନ୍ୟ ପକ୍ଷରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 51 ହଜାର 760 ଟଙ୍କା ରହିଥିବା ବେଳେ 22 କେରେଡ ସୁନାର 10 ଗ୍ରାମ ମୂଲ୍ୟ 47 ହଜାର 450 ଟଙ୍କା ଅଛି ତଥା ଭୁବେନେଶ୍ୱର 24 କେରେଡ ସୁନାର 10 ଗ୍ରାମ ମୂଲ୍ୟ 51 ହଜାର 800 ଟଙ୍କା ରହିଥିବା ବେଳେ 22 କେରେଡ ସୁନାର 10 ଗ୍ରାମ ମୂଲ୍ୟ 47 ହଜାର 500 ଟଙ୍କା ରହିଛି ସେହି ପରି ଗତ 24 ଘଣ୍ଟା ମଧ୍ୟରେ 24 ଓ 22 କେରେଡ ସୁନାର 10 ଗ୍ରାମ ମୂଲ୍ୟ 210 ଟଙ୍କା ହ୍ରାସ ପାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.