ବର୍ତମାନର ବଡ଼ ଖବର ଯାହାକି ସୁନା ରୁପା ଦରକୁ ନେଇ ଫୁଣି କମିଲା ସୁନା ରୁପା ଦର ଯେମିତିକି ଆପଣ ମାନେ ଜାଣିଥିବେ ବର୍ତମାନ ଚାଲିଛି ବିବାହ ଋତୁ ତେବେ ବିବାହ ଋତୁରେ କମିଲା ସୁନା ରୁପା ଦର ଯଦି ଆପଣଙ୍କୁ ସୁନା ରୁପା କିଣିବାରେ ଯୋଜନା ରହିଥିବ ତେବେ ତୁରନ୍ତ କିନିନିଅନ୍ତୁ ଜାଣି ରଖନ୍ତୁ କେତେ ରହିଛି ଦାମ | ତେବେ ସାରା ଦେଶରେ ଚାଲିଛି ବିବାହ ଋତୁ |
ଗତ ଦୁଇ ବର୍ଷ ଧରି କୋରନା ଯୋଗୁଁ ଗତ ବିବାହ ହ୍ରସ ପାଇଛି କିନ୍ତୁ ଏଥର ନଭେମ୍ବର 2023 ପର୍ଯ୍ୟନ୍ତ ରେକଡ଼ ଶଂକିତ ବିବାହ ହେବ ଏହାର ପ୍ରଭାବ ସିଧା ସଳଖ ବଜାର ଉପରେ ପଡିବ ମୁଖ୍ୟତ ଏଥର ଗହଣା ଵେବସାଇ ମାନେ ଏବେ ମାଳାମାଲେ ତେବେ ଅନ୍ତ୍ର ଜାତୀୟ ବଜାରରେ ସୁନା ଏବଂ ରୁପା ଦାମ ହ୍ରାସ ପାଇବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡିଛି |
ତେବେ ପ୍ରଥମେ ଆସନ୍ତୁ ଜାଣିନେବା ବଜାରରେ କେତେ ରହିଛି ସୁନା ରୁପା ଦର ଆଜି ଭାରତରେ ସୁନା ମୂଲ୍ୟ 52 ହଜାର 950 ଟଙ୍କା ଏହିଥିବା ବେଳେ 22 କେରେଡ ସୁନାର ମୂଲ୍ୟ 18 ହଜାର 500 ତାଙ୍କ ରହିଛି | ତେବେ ପୂର୍ବ ଦିନ ତୁଳନାରେ ଆଜିର ମୂଲ୍ୟରେ ବଡ଼ ପରିବର୍ତନ ଦେଖିବାକୁ ମିଳିଛି ସେହି ପରି କିଲୋ ଗ୍ରାମ ପିଛା ଦରରରେ କିଛି ପରିବର୍ତନ ହୋଇଛି |
ଆଜି ଏକ କେଜି ରୁପାର ମୂଲ୍ୟ 61 ହଜାର ଟଙ୍କା ରହିଥିବା ଜଣ ପଡିଛି ଆଜି ଭୁବନେଶ୍ୱରରେ 24 କେରଡ଼ ସୁନାର ମୂଲ୍ୟ 53 ହଜାର 20 ତାଙ୍କ ରହିଥିବା ବେଳେ 22 କେରେଡ 10 ଗ୍ରାମ ସୁନାର ମୂଲ୍ୟ 48 ହଜାର 600 ଟଙ୍କାରହିଛି ସେହିପରି 24 ଘଣ୍ଟା ମଧ୍ୟରେ ସୁନା ମୂଲ୍ୟରେ ପରିବର୍ତନ ଦେଖିବାକୁ ମିଳିଛି |
Check Also
ଏବେ ଏବେ ଆସିଲା ସରକାରଙ୍କ ଏହି ନୂଆ Yojana, ଯେଉଁଥିରେ ରେ ବର୍ଷକୁ ମିଳିବ ୫୧ ହଜାର, ଦେଖନ୍ତୁ କେମିତି ଉଠେଇବେ ଲାଭ…
ନମସ୍କାର ବନ୍ଧୁଗଣ ବିବାହିତ କପୁଲଙ୍କ ପାଇଁ ଆସିଛି ଆଉ ଏକ ନୂଆ ସ୍କିମ ଯେଉଁଥିରେ ଆପଣମାନେ ଆପଲାଏ କରିବା ପରେ …