ନମସ୍କାର ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ଯାହା କି ସୁନା ରୂପା ର ଦର କୁ ନେଇ ସୁନା ପିନ୍ଧିବାକୁ କାହାକୁ ବା ପସନ୍ଦ ନୁହେଁ ସୁନା ପିନ୍ଧିଥିବା ଲୋକ ମାନଙ୍କ ପାଇଁ ବଡ ଖୁସି ଖବର ପୁଣୀ କମିଲା ସୁନା ଦାମ ତେବେ ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି ତେବେ ଜାଣି ରଖନ୍ତୁ ଆଜିର ସୁନା ରୂପା ଦାମ କେତେ ରହିଛି | ତେବେ ସୁନା କିଣିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଆଜି ର ଦାମ କେତେ ରହିଛି | ଗତ କାଲି ଅପେକ୍ଷା ଆଜି ସୁନା ଦାମ କମିଛି | ଆଜି ୩୦୦ ଟଙ୍କା କମିଛି ସୁନା | ଓଡ଼ିଶା ରାଜଧାନୀ ଭୁବନେଶ୍ୱର ରେ ୨୨ ଗ୍ରାମ ସୁନା ୧୦ ଗ୍ରାମ ପ୍ରତି ରହିଛି ୪୯,୯୯୦ ଟଙ୍କା | ସେହିପରି ୨୪ କ୍ୟାରେର୍ଡ ସୁନା ର ୧୦ ଗ୍ରାମ ପ୍ରତି ରହିଛି ୫୩,୪୪୦ ଟଙ୍କା |
ଆଜି ଭାରତୀୟ ବଜାର ରେ ୨୨ କ୍ୟାରେଡ୍ ସୁନା ୧୦ ଗ୍ରାମ ପ୍ରତି ୪୮,୦୭୦ ଟଙ୍କା ହୋଇଥିଲା ବେଳେ ୨୪ କ୍ୟାରେଡ ସୁନା ର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨.୭୪୦ ଟଙ୍କା ରହିଥିବା ଜଣାପଡିଛି | ତେବେ ଦେଶ ର ପ୍ରମୁଖ ସହର ରେ ସୁନା ଦର ରେ କିଛିଟା ପରିବର୍ତ୍ତନ ଆସିଛି | ମୁମ୍ବାଇ ରେ ୨୨ ଓ ୨୪ କ୍ୟାରେଡ ସୁନା ର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୩୦୦ ଟଙ୍କା ଓ ୫୩,୭୮୦ ଟଙ୍କା ନେଇ ରେକର୍ଡ ହୋଇଥିବା ବେଳେ ନୁଆଦିଲ୍ଲୀ ରେ ଏହି ଦର ଯଥା କ୍ରମେ ୪୯,୩୦୦ ଟଙ୍କା ଓ ୫୩,୭୮୦ ଟଙ୍କା ରହିଛି | ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇ ରେ ୨୨ କ୍ୟାରେଡ ସୁନା ର ମୂଲ୍ୟ ୪୯,୬୯୨ ହୋଇଥିଲା ବେଳେ ୨୪ କ୍ୟାରେଡ ର ମୂଲ୍ୟ ୫୪,୨୧୦ ଟଙ୍କା ରହିଥିବା ରେକର୍ଡ ହୋଇଛି |
ତେବେ ପୂର୍ବ ଭାରତ ର ପ୍ରମୁଖ ସହର କଲିକତା ରେ ୪୯,୩୦୦ ଟଙ୍କା ଓ ୫୩,୭୭୦ ଟଙ୍କା ରହିଛି ସେପଟେ ଆଜି ରୂପ ମୂଲ୍ୟ ବି ହ୍ରାସ ପାଇଛି | ଆଜି ରୂପା କିଲୋଗ୍ରାମ ପ୍ରତି ୯୦୦ ଟଙ୍କା କମି ୬୭,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …