ନମସ୍କାର ବନ୍ଧୁଗଣ ଇସାନ୍ କିଶନ ଟି ଟି ଟ୍ୱେଏଣ୍ଟି ରେମାଇଲେ ଧମାକା ଧାର ଶତକ 12 ବଲରେ ଛକା ଓ ଚୌକା ରେ ମାରିଲେ 62 ରନ୍ ଇସାନ କିଶନ ଗୁରୁବାର ଦିନ ଲକ୍ଷ୍ନୌ ଠାରେ ଖେଳାଯାଇଥିବା ସହିଦ ମୁସ୍ତ କିଲାର ଟ୍ରଫିରେ ସନ୍ଦାର ଶତକ ମାରି ଧମାଲ୍ କରିଛନ୍ତି । ଝାଡ଼ଖଣ୍ଡ ବିପକ୍ଷରେ ଖେଳୁଥିବା ଇଶନ କିସାନ 64 ବଲରେ ଅପରାଜିତା 102 ରନ୍ ର ପାରି ଖେଳିଥିଲେ ।
ଯେଉଁଥିରେ ସେ ଚାରୋଟି ଚଉକା ଓ ସାତୋଟି ଛକା ମାରିଥିଲେ ସେ 62 ବଲ ରୁ 12 ବଲ କେବଳ ଛକା ଏବଂ ଚଉକାରେ କରିଥିଲେ । ଝାଡ଼ଖଣ୍ଡ ଈଶାନ ର ପାରି ବଦଳରେ 20 ଓଭର ରେ5 ଉଇକେଟ ହରାଇ 188 ରନ୍ ସଂଗ୍ରହ କରିଥିଲା । ତାଙ୍କ ବଦଳରୁ ଝାଡ଼ଖଣ୍ଡ ର ବ୍ୟାଟ୍ସମ୍ୟାନ କୌଣସି ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ଏହାର ବଦଳରେ ଓଡ଼ିଶା ଟିମ୍ 17.2 ଓଭର ରେ 117 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ।
ଝାର୍ ଖଣ୍ଡ ଏହି ମ୍ୟାଚ୍ କୁ 71 ରନ୍ ରେ ଜିତିନେଇଥିଲା ବର୍ତ୍ତମାନ ଈସାନ କିଶନ ସାନ୍ଦର୍ ଫର୍ମ ରେ ଚାଲିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଉଥିବା ମ୍ୟାଚ୍ ରେ ରାଞ୍ଚି ଠାରେ ଖେଳା ଯାଉଥିବା ଦ୍ଵିତୀୟ ଟି ଉଆନ ଡେ ମ୍ୟାଚରେ ସତକରୁ ବଞ୍ଚିତ ହୋଇଥିଲେ । ସେ ସେହି ମ୍ୟାଚ୍ ରେ 93 ରନର ସାନ୍ଦର ପାରି ଖେଳିଥିଲେ ଏହା ପୂର୍ବରୁ ସହିଦ ମୁଷ୍ଟା କିଲର୍ ଟ୍ରଫି ର ପୂର୍ବ ମ୍ୟାଚରେ କିଛି ଖାସ୍ ପ୍ରଦର୍ଶନ କରି ପାରିନଥିଲେ ।
ସେ ପ୍ରଥମେ ଚଣ୍ଡୀଗଡ଼ ବିଷୟରେ 12 ରନ୍ ଓ ତାମିଲନାଡୁ ବିପକ୍ଷରେ 24 ରନ୍ ର ପାରି ଖେଳିଥିଲେ । ଖରାପ୍ ଫର୍ମ ପାଇଁ ଇଶାନ୍ କିଶନ ଙ୍କୁ ଭାରତୀୟ ଟି ଟୁନ୍ତୁ ୱାର୍ଲ୍ଡ କପ୍ ରେ ସ୍ଥାନ ମିଳିନଥିଲା । ସେ ଭାରତ ପାଇଁ ଶେଷ ମ୍ୟାଚ୍ ୱେଷ୍ଟନ ଡିଷ ବିପକ୍ଷରେ ଖେଳିଥିଲେ ।
Check Also
ଏବେ ଏବେ ଆସିଲା ସରକାରଙ୍କ ଏହି ନୂଆ Yojana, ଯେଉଁଥିରେ ରେ ବର୍ଷକୁ ମିଳିବ ୫୧ ହଜାର, ଦେଖନ୍ତୁ କେମିତି ଉଠେଇବେ ଲାଭ…
ନମସ୍କାର ବନ୍ଧୁଗଣ ବିବାହିତ କପୁଲଙ୍କ ପାଇଁ ଆସିଛି ଆଉ ଏକ ନୂଆ ସ୍କିମ ଯେଉଁଥିରେ ଆପଣମାନେ ଆପଲାଏ କରିବା ପରେ …