ବର୍ତମାନର ବଡ଼ ଖବର ଫୁଣି ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16 ଜିଲ୍ଲାରେ ଭୟଙ୍କର କାଳବୈଶାଖୀ ଜନିତ ଘୁନି ଝଡର ସମ୍ଭାବନା IMD ର ସତର୍କ ଚେତାବନୀ | ତେବେ ଓ଼ଡିଶା ମୁହାଁ ମୌସୁମୀ ରାଜ୍ୟରେ ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଟିମ ମୌସୁମୀ ଛୁଇଁବା ନେଇ ସମ୍ଭାବନା ରହିଛି ଏହାରି ମଧ୍ୟରେ ରାଜ୍ୟର ସମ୍ପୃକ୍ତ ଜିଲ୍ଲାରେ ପ୍ରାୟ ବର୍ଷା ଆରମ୍ଭ ହୋଇଯାଇଛି ଏହି ପରିସ୍ତିସ୍ଥି ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16ଟି ଜିଲ୍ଲାରେ ଭୟଙ୍କର କାଳବୈଶାଖୀ ଜନିତ ଝଡ ବର୍ଷା ସମ୍ଭାବନ ରହିଛି କହିଛି ପାଣିପାଗ ବିଭାଗ |
ତେବେ ଏହି ଭଳି ପାଗ ୫ ଦିନ ରହିବ ବୋଲି କହିଛି ପାଣିପାଗ ବିଭାଗ ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ ଆସନ୍ତା କାଲି ଅପରାହ୍ନନ ସୁଧା ଓଡ଼ିଶାର 16ଟି ଜିଲ୍ଲାରେ ଭୟଙ୍କର କାଳବୈଶାଖୀ ର ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବବିଜ୍ଞାନ କେନ୍ଦ୍ର ତେବେ ରାଜ୍ୟରେ କୋରାପୁଟ ମାଲକାନିଗିରି ନବରଙ୍ଗପୁର ରାୟଗଡା ଗଜପତି କଳାହାଣ୍ଡି କନ୍ଧମାଳ ସୁନ୍ଦରଗଡ଼ କେଉଁଝର ମୟୁରଭଞ୍ଜ ବୌଦ୍ଧ ଅନୁଗୁଳି ସମ୍ବଲପୁର ଦେବଗଡ଼ ବାଲେଶ୍ଵର ଖୋର୍ଦ୍ଧା ପୁରୀ ଆଦି ଗୋଟେ କିମ୍ଭା 2 ଟି ସ୍ଥାନରେ କାଳବୈଶାଖୀ ଜନିତ ଘୁନି ଝଡ ସହ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି |
ଏବଂ କାଳବୈଶାଖୀ ସମୟରେ ଘଡଘଡି ଆଶଂଖ ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲା ସ୍ଥାନରେ ଯିବାକୁ ବରଂ କରାଯଇଛି | ଏହାକୁ ଦୁଷ୍ଟିରେ ରେ ରଖି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି 16ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି | ଅନ୍ୟ ପକ୍ଷରେ ଏହି ସମୟ ମଧ୍ୟରେ ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡା ଗଜପତି କଳାହାଣ୍ଡି କନ୍ଧମାଳ ସୁନ୍ଦରଗଡ଼ କେଉଁଝର ଓ ମୟୁରଭଞ୍ଜ ଆଦି ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି |
ତେବେ ଭୁବେନଶ୍ୱର ଓ କଟକ ଅଖା ପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ଭୁବେନଶ୍ୱର ର କିଛି ସ୍ଥାନରେ ମାଧ୍ୟମର ହାଲୁକା ଧରଣର ବର୍ଷା ଏବଂ କଟକ ର କିଛି ସ୍ଥାନରେ ହାଲୁକା ବର୍ଷା ସହିତ ଘଡଘଡି ମାରି ପାରେ ଆସନ୍ତା 3ରୁ 4ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ଯାହାକି ଦିନର ତାପମାତ୍ରାରେ ସେପରି କୌଣସି ବଡ଼ ଧରଣର ସମ୍ଭାବନା ଅଛି ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ଏଇ ଥିଲା ପାଣିପାଗ କୁ ନେଇ ବଡ଼ ଖବର |
Check Also
Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !
ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି …