Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା ସହ କଳା ବୈଶାଖୀ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣି !

ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ବାତ୍ୟା ପ୍ରଭାବ କଳା ବୈଶାଖୀ ଲାଗି ୯ ଜିଲ୍ଲା କୁ ୟେଲୋ ୱର୍ଣି ଜାରି ସେପଟେ ଦକ୍ଷିଣ ଓଡ଼ିଶା ରେ ନିଆ ବର୍ଷା ୪୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତପ୍ତ ସହର ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି | ତେବେ ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାବ ବଢୁଥିବା ବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟ ର କିଛି ଜିଲ୍ଲା ରେ ବର୍ଷ ସହ କାଳବୈଶାଖୀ ର ସଂଭାବନା ରହିଛି |

ଆଜି ରାତି ସୁଦ୍ଧା ରାଜ୍ୟ ରେ କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ନୂଆପଡ଼ା,ରାୟଗଡ଼ା,କନ୍ଧମାଳ,କଳାହାଣ୍ଡି,କନ୍ଧମାଳ,କେନ୍ଦୁଝର,ଓ ମୟୁରର୍ଭଞ୍ଜ ଜିଲ୍ଲା ରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନ ରେ ବର୍ଷ କିମ୍ବା କାଳବୈଶାଖୀ ର ସମ୍ଭାବନା ଥିବା ଭୁବନେଶ୍ୱର ଅବସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି |

ତେବେ ଏ ନେଇ ୯ ଟି ଜିଲ୍ଲା ପାଣି ୟେଲୋ ୱର୍ଣି ସହ କାଳବୈଶାଖୀ ରେ ବାହାରକୁ ନା ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ମାଲକାନଗିରି,ରାୟଗଡ଼ା,କୋରାପୁଟ, ନୂଆପଡ଼ା,କଳାହାଣ୍ଡି, କୋରାପୁଟ ରାୟଗଡ଼, ଗଜପତ ନବରଙ୍ଗପୁର,ନୂଆପଡ଼ା,କଳାହାଣ୍ଡି, ସୁନ୍ଦରଗଡ଼,କେନ୍ଦୁଝର,ବାଲେଶ୍ଵର,ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲା ରେ ଗୋଟିଏ କିମ୍ବା ଦୁଇ ସ୍ଥାନ ରେ ମାଧ୍ୟମ ଧାରଣ ରେ ବର୍ଷ ହେବାର ସମ୍ଭାବନା ରହିଛି |

କିଛି ଜିଲ୍ଲା ରେ ବଜ୍ରପାତ ସହ ମାଧ୍ୟମ ଧାରଣ ର ବର୍ଷା ହୋଇପାରେ ଅନ୍ୟ ପକ୍ଷରେ ରେ ଓଡ଼ିଶା ର ଜିଲ୍ଲା ମାନଙ୍କରେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ କୌଣସି ବଡ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ |ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲା ର ଅନେକ ସ୍ଥାନରେ ଦିନ ର ତାପମାତ୍ରା ୧୦୦ ରୁ ୨ ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ଯାହା କି ବାତ୍ୟା ପ୍ରଭାବ କଳା ବୈଶାଖୀ ପାଇଁ ୯ ଜିଲ୍ଲା କୁ ୟେଲୋ ୱାର୍ଣି |

About odisha news

Check Also

ଶକ୍ତିଶାଳୀ ହେଉଛି ଲଘୁଚାପ, ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ଲଘୁଚାପ, ଆଜିଠାରୁ ପ୍ରବଳ ବର୍ଷା, Panipaga ବିଭାଗ ଦେଲେ ଭୟଙ୍କର ସୂଚନା… ଦେଖନ୍ତୁ ପୁରା ଖବର…

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉକିଛି ବଡ଼ ଖବର ଆହୁରି ଶକ୍ତି ଶାଳୀ ହେବ ଲଘୁଚାପ ରାଜ୍ୟରେ …

Leave a Reply

Your email address will not be published.