Breaking News

ଫୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଲଘୁଚାପ ସକ୍ରିୟ ଉପକୂଳ ଓଡିଶା ବର୍ଷା 28 ଯାଏଁ ପ୍ରବଳ ଛେଚିବ ବର୍ଷା ବିଭିନ୍ନ ଜିଲ୍ଲାକୁ ସୂଚନ ଜାରି ତେବେ ଉତୁପାନ୍ତରୁ ଉପକୂଳ ମିଳିବନି ନିଷ୍କର ଆଜିଠାରୁ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ତେବେ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା 5ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି |

ଏଥି ସହିତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି ଏହି ସମୟ ଅବଧି ଭିତରେ ରାଜ୍ୟରେ କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସହ କେତେକ ସ୍ଥାନରେ ବଜ୍ରପାତର ବିପତି ରହିଛି ଆଉ କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଏହି ସମୟ ଅବଧି ଭିତରେ ରାଜ୍ୟର କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଉ କେତକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଆସନ୍ତା 5ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି ତେବେ 25 ତାରିଖ ଯାଏଁ ରାଜ୍ୟର ପ୍ରବଳ ବର୍ଷା ସହ ସମ୍ଭାବନା ରହିଥିଲା ବେଳେ 26 ତାରିଖରୁ ବର୍ଷା ବଢିବ ତେବେ ମୌସୁମୀ ବାୟୁ ପ୍ରଭାବରୁ ଗଞ୍ଜାମ ଗଜପତି କନ୍ଦମାଲ ବୌଦ୍ଧ କଳାହାଣ୍ଡି ବଲାଙ୍ଗୀରି ବରଗଡ଼ ପୁରୀ ଆଦି ଜିଲ୍ଲାରେ ଅଧିକ ଅଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ସେହି ଭଳି କୋରାପୁଟ ନବରଙ୍ଗପୁର ରାୟଗଡା ନୂଆପଡା ଖୋର୍ଦ୍ଧା ପୁରୀ କଟକ ନୟାଗଡ଼ ଅନୁଗୁଳୁ ସୋନପୁର ସମ୍ବଲପୁର ଓ ଜଗସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି |

ଆସନ୍ତା 24 ତାରିଖରେ ଜଗସିଂହପୁର ଖୋର୍ଦ୍ଧା ନୟାଗଡ଼ ବୌଦ୍ଧ ଅନୁଗୁଳ ଓ ଦେବଗଡ଼ ସମ୍ବଲପୁର ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି | ସେହିପରି ଗଜପତି ଗଞ୍ଜାମ କେନ୍ଦ୍ରାପଡା କଟକ କଳାହାଣ୍ଡି କନ୍ଧମାଳ ଯାଜପୁର ଢେଙ୍କାନାଳ କେନ୍ଦୁଝର ଝାରସୁଗୁଡା ସୁନ୍ଦରଗଡ଼ ଓ ବଲାଙ୍ଗୀରି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଆସନ୍ତା 25 ତାରିଖ ଦିନ ସମ୍ବଲପୁର ଦେବଗଡ଼ ବରଗଡ଼ ଝାରସୁଗୁଡା ସୁନ୍ଦରଗଡ଼ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ନେଇ ସମ୍ଭାବନା ରହିଛି |

About odisha news

Check Also

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ଏହି ୧୮ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି, ସୂଚନା ଦେଲା ପାଣିପାଗ ବିଭାଗ ଏହି ସବୁ ଜିଲ୍ଲାର ଲୋକ ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଫୁଣି ଆସୁଛି ବଡ଼ ସୂଚନା 24 ଘଣ୍ଟା ମଧ୍ୟରେ ରାଜ୍ୟର 18 ଜିଲ୍ଲାରେ …

Leave a Reply

Your email address will not be published.