Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା |

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା | ମାଡ଼ି ଆସିଛି ବାତ୍ୟା ଆସନ୍ତା ୧୧ ତାରିଖ ରେ ବଙ୍ଗୋପ ସାଗର ରେ ବାତ୍ୟା ର ସଂଭାବନା ରହିଛି | ପ୍ରଭାବ ଶାଳୀ ହେବ ବାତ୍ୟା ଫନି ଠାରୁ ଅଧିକ ଭୟଙ୍କର ହେବ କି ଆସନ୍ତୁ ଜାଣିବା ତେବେ ଆସନ୍ତା ୧୧ ତାରିଖ ରେ ବଙ୍ଗୋପ ସାଗରରେ ବାତ୍ୟା ର ସମ୍ଭାବନା ରହିଛି | ତେବେ ଆଜି ରାତି ସୁଦ୍ଧା ଲଘୁଚାପ ସୃଷ୍ଟି ପରେ ୯ ରେ ଅବପାତ ଓ ୧୧ ତାରିଖ ଦିନ ବାତ୍ୟା ରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ ରୁ ସୁଚନା ମିଳିଛି |

କିନ୍ତୁ ବିଭିନ୍ନ ପାଣିପାଗ ବିବାହାଗ ଅନୁମାନ କରିଥିବାରୁ ବାତ୍ୟା ହେବା କି ନାହିଁ ବୋଲି ସେ ନେଇ ଚିତ୍ର ସ୍ପଷ୍ଟ ହଉନି | ଅନ୍ୟ ପଟେ ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ସ୍ପଷ୍ଟ ହେବା ବୋଲି କୁହାଯାଇଛି | ସେପଟୁ ସୋମ ଓ ମଙ୍ଗଳବାର ଦିନ କିଛି ରାଜ୍ୟ ରେ ବର୍ଷ ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଥିଲା | କିନ୍ତୁ ବର୍ଷ ହୋଇନଥିବା ଜଣାପଡିଛି। ପ୍ରଫେସର ପଶୁପାଳକ କହିଛନ୍ତି ୫ ତାରିଖ ରେ ସମୁଦ୍ର ରେ ଏକ ଘୁନି ବଳୟ ସୃଷ୍ଟି ହୋଇଛି | ଯାହା କି ଆଜି ରାତି ସୁଦ୍ଧା ଲଘୁଚାପ ରେ ପରିଣତ ହେବ ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବା ପାଣିପାଗ ଭିବଗ ସଠିକ ତଥ୍ୟ ଦେଇପାରିବେ।

ତେବେ ଫନି ବାତ୍ୟା ଏପ୍ରିଲ ରେ ସୃଷ୍ଟି ହୋଇ ମେ ୩ ତାରିଖ ରେ ପୁରୀ ଛୁଇଁଥିଲା | ଏପ୍ରିଲ ରେ ବାତ୍ୟା ଦେଶ ର ପୂର୍ବ ଉପକୂଳ ଛୁଇଁ ନଥାଏ ଫନି ଏକ ବ୍ୟତିକ୍ରମ ଥିଲା ସେପଟେ ଜଳବାୟୁ ଓ ପାଣିପାଗ ବିଭାଗ ର ନିର୍ଦେଶକ ଡକ୍ଟର ସରୋଜ ଚନ୍ଦ୍ର ବାରିକ କହିଛନ୍ତି ଲଘୁଚାପ ବାତ୍ୟା ର ରୂପ ନେବକି ନାହିଁ ତାହା ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ସ୍ପଷ୍ଟ ଜଣାପଡ଼ିବ ତେବେ ଏହା ର ପ୍ରଭାବ ରେ ରାଜ୍ୟ ରେ ତାପମାତ୍ରା କମ୍ ରହିବା ବୋଲି ସେ କହିଛନ୍ତି | କିନ୍ତୁ ଦକ୍ଷିଣ ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ବୋଲି ଜଣାପଡିଛି | ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ପାଣିପାଗ କି ନାଇ ବଡ ସୂଚନା ବାତ୍ୟା କୁ ନେଇ ଲାଟେଷ୍ଟ୍ ଅପଡେଟ ରିପୋର୍ଟ।

About odisha news

Check Also

ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !

ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …

Leave a Reply

Your email address will not be published.