ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା | ମାଡ଼ି ଆସିଛି ବାତ୍ୟା ଆସନ୍ତା ୧୧ ତାରିଖ ରେ ବଙ୍ଗୋପ ସାଗର ରେ ବାତ୍ୟା ର ସଂଭାବନା ରହିଛି | ପ୍ରଭାବ ଶାଳୀ ହେବ ବାତ୍ୟା ଫନି ଠାରୁ ଅଧିକ ଭୟଙ୍କର ହେବ କି ଆସନ୍ତୁ ଜାଣିବା ତେବେ ଆସନ୍ତା ୧୧ ତାରିଖ ରେ ବଙ୍ଗୋପ ସାଗରରେ ବାତ୍ୟା ର ସମ୍ଭାବନା ରହିଛି | ତେବେ ଆଜି ରାତି ସୁଦ୍ଧା ଲଘୁଚାପ ସୃଷ୍ଟି ପରେ ୯ ରେ ଅବପାତ ଓ ୧୧ ତାରିଖ ଦିନ ବାତ୍ୟା ରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫ ରୁ ସୁଚନା ମିଳିଛି |
କିନ୍ତୁ ବିଭିନ୍ନ ପାଣିପାଗ ବିବାହାଗ ଅନୁମାନ କରିଥିବାରୁ ବାତ୍ୟା ହେବା କି ନାହିଁ ବୋଲି ସେ ନେଇ ଚିତ୍ର ସ୍ପଷ୍ଟ ହଉନି | ଅନ୍ୟ ପଟେ ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ସ୍ପଷ୍ଟ ହେବା ବୋଲି କୁହାଯାଇଛି | ସେପଟୁ ସୋମ ଓ ମଙ୍ଗଳବାର ଦିନ କିଛି ରାଜ୍ୟ ରେ ବର୍ଷ ହେବ ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଥିଲା | କିନ୍ତୁ ବର୍ଷ ହୋଇନଥିବା ଜଣାପଡିଛି। ପ୍ରଫେସର ପଶୁପାଳକ କହିଛନ୍ତି ୫ ତାରିଖ ରେ ସମୁଦ୍ର ରେ ଏକ ଘୁନି ବଳୟ ସୃଷ୍ଟି ହୋଇଛି | ଯାହା କି ଆଜି ରାତି ସୁଦ୍ଧା ଲଘୁଚାପ ରେ ପରିଣତ ହେବ ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବା ପାଣିପାଗ ଭିବଗ ସଠିକ ତଥ୍ୟ ଦେଇପାରିବେ।
ତେବେ ଫନି ବାତ୍ୟା ଏପ୍ରିଲ ରେ ସୃଷ୍ଟି ହୋଇ ମେ ୩ ତାରିଖ ରେ ପୁରୀ ଛୁଇଁଥିଲା | ଏପ୍ରିଲ ରେ ବାତ୍ୟା ଦେଶ ର ପୂର୍ବ ଉପକୂଳ ଛୁଇଁ ନଥାଏ ଫନି ଏକ ବ୍ୟତିକ୍ରମ ଥିଲା ସେପଟେ ଜଳବାୟୁ ଓ ପାଣିପାଗ ବିଭାଗ ର ନିର୍ଦେଶକ ଡକ୍ଟର ସରୋଜ ଚନ୍ଦ୍ର ବାରିକ କହିଛନ୍ତି ଲଘୁଚାପ ବାତ୍ୟା ର ରୂପ ନେବକି ନାହିଁ ତାହା ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ସ୍ପଷ୍ଟ ଜଣାପଡ଼ିବ ତେବେ ଏହା ର ପ୍ରଭାବ ରେ ରାଜ୍ୟ ରେ ତାପମାତ୍ରା କମ୍ ରହିବା ବୋଲି ସେ କହିଛନ୍ତି | କିନ୍ତୁ ଦକ୍ଷିଣ ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ବୋଲି ଜଣାପଡିଛି | ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ପାଣିପାଗ କି ନାଇ ବଡ ସୂଚନା ବାତ୍ୟା କୁ ନେଇ ଲାଟେଷ୍ଟ୍ ଅପଡେଟ ରିପୋର୍ଟ।
Check Also
ରାଜ୍ୟର ଅନେକ ସ୍ଥାନରେ ଆଜି ପ୍ରବଳ ଛେଚିବ…କାଲି ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଦେଲେ ପାଣିପାଗ ବିଭାଗ !
ମୌସୁମୀର ବଙ୍ଗୋପ ସାଗର ଶାଖା ସକ୍ରିୟ ରହିଛି 22 ରୁ 25 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା …