Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ୧୫ ଜିଲ୍ଲାକୁ ୟେଲୋ ୱର୍ଣୀ ଜାରି !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ବାତ୍ୟା ପ୍ରଭାବ ଆସୁଛି କାଳ ବୈଶାଖୀ ରାଜ୍ୟ ର ୧୫ ଟି ଜିଲ୍ଲାକୁ କୁ ୟେଲୋ ୱାର୍ଣୀ ଯାରିକଲା ପାଣିପାଗ ବିଭାଗ ଦିନ ରେ ନିଆ ବର୍ଷା ରାତି ରେ କାଳ ବୈଶାଖୀ ଜଣ ଜୀବନ ଅସ୍ତ ବ୍ୟସ୍ତ ପବନ ର ବେଗ ୫୦ ରୁ ୬୦ ଝଟକା ପବନ ୬୦ ଡେଇଁପାରେ | ବଜ୍ରପାତ ଝଡ଼ ପବନ ନେଇ ସତର୍କ ସୂଚନା ଜାରି କଳା ବୈଶାଖୀ ନେଇ ପୂର୍ବରୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ | ଏଥିପାଇଁ ରାଜ୍ୟ ର ମୋଟ ୧୫ ଜିଲ୍ଲା କୁ ୟେଲୋ ୱର୍ଣିଙ୍ଗି ଜାରିକରଯାଇଛି ସମସ୍ତ ଜିଲ୍ଲା କୁ ସତର୍କ କରିଛି ପାଣିପାଗ ବିଭାଗ |

ରାଜ୍ୟ କୁ ମାଡି ଆସୁଛି କାଳ ବୈଶାଖୀ ଏ ନେଇ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଯାଇଛି କଳା ବୈଶାଖୀ ଜନିତ ଝଡ ବାତ୍ୟା କୁ ନେଇ ୟେଲୋ ୱାର୍ଣୀଙ୍ଗ ଯାରିକରାଜାଇଛି | ଏହି ରାଜ୍ୟ ରେ ବର୍ଷା ସହିତ ୫୦ ରୁ ୬୦ କିମି ବେଗ ରେ ପବନ ଓ କୁଆପଥର ମାଡ଼ ହେବ ଓ କିଛି ସମୟ ପରେ ଝଟକା ୬୦ ଡେଇବାର ସମ୍ବାବନ ରହିଛି | ତେବେ କଳାହାଣ୍ଡି କୋରାପୁଟ କନ୍ଧମାଳ ରାୟଗଡ଼ା ଗଜପତି ବୌଦ୍ଧ ଆଦି ଜିଲ୍ଲା ରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି | ସେହିଭଳି ଅନୁଗୁଳ ଢେ଼ଙ୍କାନାଳ ମୟୁରଭଞ୍ଜ ଦେବଗଡ଼ କେନ୍ଦୁଝର ବାଲେଶ୍ଵର ଏବଂ ଭଦ୍ରକ ସମେତଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲା ମାନଙ୍କରେ ବଜ୍ରପାତ ସହ ବର୍ଷ ହେବାର ସମ୍ଭାବନା ରହିଛି |

ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ତେବେ ଏହି ଝଡ଼ ବର୍ଷ ନେଇ ଠିକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କମିଶନର | ତେବେ ଏ ଥିଲା ବର୍ତ୍ତମାନ ର ବଡ ଖବର ମାଡ଼ିଆସୁଚି କଳା ବୈଶାଖୀ ରାଜ୍ୟ ର ୧୫ ଜିଲ୍ଲା କୁ ୟେଲୋ ୱର୍ଣିଙ୍ଗ୍ ଜାରି କଳା ପାଣିପାଗ ବିଭାଗ | ତେବେ ପ୍ରଚଣ୍ଡ ଝଡ଼ ବର୍ଷା କୁ ନେଇ ସତର୍କ ସୂଚନା ଜାରି |

About odisha news

Check Also

ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |

ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …

Leave a Reply

Your email address will not be published.