Breaking News

ଫୁଣି ଓଡିଶା କୁ ମାଡି ଆସୁଛି ଭୟଙ୍କର Batya ଏହି ସବୁ ଜିଲ୍ଲା ରେ ଆଜି ରାତିରେ ହେବାକୁ ଯାଉଛି ବର୍ଷା ଆରମ୍ଭ, ଜାଣନ୍ତୁ ଆପଣଙ୍କ ଜିଲ୍ଲା ର ସ୍ଥିତି !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଫୁଣି ଆସୁଛି ନୂଆ ସୂଚନା ଆସୁଛି ବଡ଼ ଘୁନି ବଳୟ 48 ଘଣ୍ଟା ମଧ୍ୟରେ ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ 12 ଜିଲ୍ଲାରେ ଭୟଙ୍କର ବର୍ଷା ପବନ ଏହାଠରୁ ରହିବ ବଡ଼ ବର୍ଷା କାଲିଠାରୁ ବାଡ଼ିବ ବର୍ଷାର ପରିମାଣ ଆସୁଛି ଲଘୁଚାପ ଲଘୁଚାପ ନେଇପାରେ ବାତ୍ୟା ରୂପ କାଲିଠାରୁ ହଟାତ ବଦଳିଯିବ ପାଗ ପ୍ରବଳ ବର୍ଷିବି | ତେବେ ପଶ୍ଟିମ ବଙ୍ଗୋପ ସାଗରରେ ଉତର ପଶ୍ଟିମ ଏବଂ ଏହାର ପ୍ରସଵର୍ତୀ ଅଞ୍ଚଳ ଉପରେ ସେପ୍ଟେମ୍ବର 18 ରରେ ଏକ ଘୁନି ବଳୟ ସୃଷ୍ଟି ହେବାର ସମ୍ଭାବନ ରହିଛି ଏହାର ପ୍ରଭାବରେ ପରବର୍ତୀ 48 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ |

ଏହାର ପ୍ରଭାବରେ 18 ରରୁ 19 ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ 7ରୁ 11 ସେଣ୍ଟିମିଟର ଏବଂ 20 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନ | ବର୍ଷା ହେବାର ସମ୍ଭାବନା ରହିଥିଲାବେଳେ 19 ଏବଂ 20 ତାରିଖରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ | ଏଠି ସହିତ କିଛି ଜିଲ୍ଲାରେ ବଜ୍ରପାତ ବର୍ଷା ସହ ପବନ ବହିବ |

ଏ ନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନା ରହିଛି ତେବେ 24 ଘଣ୍ଟା ମଧ୍ୟରେ 12 ଜିଲ୍ଲାକୁ ଭୟଙ୍କର ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଅଭ୍ୟନ୍ତରୀଣ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡା ଜଗସିଂହ ପୁର କଟକ ପୁରୀ ଖୋର୍ଦ୍ଧା ମୟୁରଭଞ୍ଜ ସୁନ୍ଦରଗଡ଼ କେନ୍ଦୁଝର ଓ ଦେବଗଡ଼ ପ୍ରଭୁତି 12 ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ପବନ ବହିବ |

ଏହାକୁ ଦୃଷ୍ଟିରେ ରଖି ଏହି 12 ଜିଲ୍ଲାକୁ ସତର୍କ ଚେତା ବନି ଜାରିକରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ଏହାର ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପବନ ବହିବ ସେହି ପରି କଟକ ଓ ଆଖପାଖ ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସତର୍କ ସୂଚନା ଦେଲା ଭୁବନେଶ୍ୱର ସ୍ତିତ ପାଣିପାଗ ବିଭାଗ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.