ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଫୁଣି ଆସୁଛି ବଡ଼ ସୂଚନା 24 ଘଣ୍ଟା ମଧ୍ୟରେ ରାଜ୍ୟର 18 ଜିଲ୍ଲାରେ ଝଡ଼ ବର୍ଷା ଜାରି ହେଲା ସତର୍କ ସୂଚନା ଜାରି ଏପଟେ ସକ୍ରିୟ ରହିଛି ମୌସୁମୀ ଆସନ୍ତା 4ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ବର୍ଷା ସତର୍କ ସୂଚନା ଜାରିକାଳ ପାଣିପାଗ ବିଭାଗ | ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଠାରୁ ଦକ୍ଷିଣ ଓ଼ଡିଶାର କିଛି ଅଞ୍ଚଳରେ ଆସି ପହଞ୍ଚି ସାରିବା ପରେ ଏପଟେ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇ ପାରିନାହିଁ | ରାଜ୍ୟରେ ପାଗ ଏବେ କୋହଳ ରହିବାରୁ ଆସନ୍ତା 3 ରୁ 2 ଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟରେ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିବାହାଗ |
ତେବେ ଏପରି ପରିସ୍ଥିତିରେ ଏପର୍ଯ୍ୟନ୍ତ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ ଆସନ୍ତା କଲି ମଧ୍ୟାୟନ ସୁଦ୍ଧା ନୂଆପଡା ବଲାଙ୍ଗୀରି କଳାହାଣ୍ଡି କନ୍ଧମାଳ ଗଜପତି ଗଞ୍ଜାମ ନୟାଗଡ଼ ବୋଦ୍ଧ ଅନୁଗୁଳୁ ଢେଙ୍କାନାଳ ସମ୍ୱଲପୁର ଦେବଗଡ଼ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ଓ କଟକ ଆଦି ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି |
ତେବେ ଏହି ସମୟ ମଧ୍ୟରେ ମୟୁରଭଞ୍ଜ ଅନୁଗୁଳୁ ଓ କେନ୍ଦୁଝର ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ତନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ତେବେ ଝଡ଼ ବର୍ଷା ସମୟରେ ବଜ୍ରପାତ ର ଆଶଙ୍ଖ ରଖିଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲା ସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି |
ଏହାକୁ ଦଉଡ଼ିଟିରେ ରଖି ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଏଠି ପାଇଁ 18 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିବାହାଗ | ଅଅନ୍ୟପାକ୍ୟରେଏହି ସମୟରେ ଉତ୍ତର ଅଭ୍ୟତରିଣ ଓଡିଶା ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା କିମ୍ଭା ବଜ୍ରପାତ ହେବାର ସଂଭବନ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରପରୁ ସତର୍କ ସୂଚନା ଜାରି |
Check Also
ଫୁଣି ପଣିପାଗ ପକ୍ଷରୁ ଆସିଲା ବଡ଼ ଖବର, ଏହି ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଦେଖି ରଖନ୍ତୁ କେଉଁ ସବୁ ଜିଲ୍ଲାରେ ଅଧିକ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି !
ବର୍ତମାନର ବଡ଼ ଖବର ଫୁଣି ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16 …