ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ଖବର ଫୁଣି ମାଡି ଆସୁଛି ବାତ୍ୟା ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଆକଳନ କରିଛି ପାଣି ପାଗ ବିଭାଗ ତେବେ ବାତ୍ୟା ପ୍ରଭାବରେ ଏହି ସବୁ ଜିଲାକୁ ତାଣ୍ଡବ ନାଚିବାର ସମ୍ଭାବନା ରହିଛି ତେବେ ଜାଣି ରଖନ୍ତୁ ବିଶେଷଜ୍ଞ ମାନେ କଣ କହିଛନ୍ତି | ତେବେ ମେ 4 ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଓ ତା ଆଖପାକ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୁନି ବଳୟ ଅଶଙ୍ଖା ଦେଖା ଦେଇଛି ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ |
ତେବେ ପାଣିପାଗ ସୂଚନା ଅନୁଯାଇ ମେ 5 ତାରିଖ ବେଳକୁ ଲଘୁଚାପ ପରିଣତ ହୋଇ 6 ତାରିଖ ବେଳକୁ ଘନି ଭୁତ ହେବାର ସମ୍ଭାବନା ରହିଛି ତେଣୁ ପରବର୍ତୀ ସମୟରେ ଏହା ବାତ୍ୟା ରୂପ ନେବା ନ ନାହିଁ ତାହା ଆସନ୍ତା 2 ରୁ 3 ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ସେପଟେ ଆଜି ଅଭ୍ୟନ୍ତରଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ବଙ୍ଗୋପ ସାଗରରେ ମଧ୍ୟରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗ ଓଡିଶା ମଧ୍ୟରୁ ଜଳୀୟ ବାଷ୍ପ ବାୟୁ ପ୍ରବେଶ କରୁଛି |
ତେବେ ଏହାର ପ୍ରଭାବରେ ଏହାର ଆସନ୍ତା କାଲି ଠାରୁ 3 ଦିନ ଯାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳ ବୈଶାଖ ହେବାର ସମ୍ଭାବନା ରହିଛି ତେବେ ସେହି ଜିଲ୍ଲା ଗୁଡିକ ହେଉଛି କେଉଁଝର ମୟୁରଭଞ୍ଜ ଅନୁଗୁଳୁ ଢେଙ୍କାନାଳ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡା ମାଲକାନଗିରି କୋରାପୁଟ ନୟାଗଡ଼ ଗଜପତି ଗଞ୍ଜାମ ଏହି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ | ହେଲେ ଗୋଟେ କିମ୍ବା 2ଟି ସ୍ଥାନରେ ଘଡ ଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି |
ତେବେ ବାଲେଶ୍ଵର ମୟୁରଭଞ୍ଜ ଭଦ୍ରକ କେନ୍ଧୁଝର ସହର ଘଡ ଘଡି ସହ 30ରୁ 40 କିଲୋ ମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ଏହି ନେଇ 4 ଜିଲ୍ଲାକୁ ସତର୍କ ସୂଚନା ଜାରି SRC କୋରାପୁର ରାୟଗଡା ଯାଜପୁର କେନ୍ଦ୍ରାପଡା ଜଗପତି ଅନୁଗୁଳୁ ଢେଙ୍କାନାଳ ମଧ୍ୟ କାଳ ବୈଶାଖୀ ସହ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର |
Check Also
ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |
ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …