Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ୧0 ଜିଲ୍ଲାକୁ ୟେଲୋ ୱର୍ଣୀ ଜାରି !

ଦର୍ଶକବନ୍ଧୁ ବର୍ତମାନ ର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା ମାଡ଼ି ଆସିଛି ବାତ୍ୟା ମ୍ୟାଗି ଏପଟେ ଓଡିଶା ରେ ୧୦ ଜିଲ୍ଲା କୁ ବର୍ଷା ପବନ ଓ ବଜ୍ରପାତ କୁ ନେଇ ସତର୍କ ସୁଚନା ଜରି ତେବେ ତାଣ୍ଡବ ଖେଳୁଛି ବାତ୍ୟା ମ୍ୟାଗି ୧୩୮ ମୃତ ଓଡିଶା ରେ ଘଡଘଡି ସହ ବର୍ଷା ସମ୍ଭାବନା ୧୦ ଜିଲ୍ଲା କୁ ୟେଲୋ ୱର୍ଣୀ ଜାରି | ରାଜ୍ୟ ର ବିଭିନ୍ନ ସ୍ଥାନ ରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତ ବ୍ୟସ୍ତ କରୁଛି | ବଢୁଛି ଖରା ରାଜ୍ୟ ରେ ସିଯୁଛନ୍ତି ରାଜ୍ୟ ବସି ଆସନ୍ତା ୨୪ ଘଣ୍ଟା ରେ ଦକ୍ଷିଣ ଉପକୂଳ ଓଡ଼ିଶା ରେ ବର୍ଷ ପବନ ହେବାର ସମ୍ଭାବନା ରହିଛି | ସଥିପାଇଁ ୧୦ ଜିଲ୍ଲା କୁ ୟେଲୋ ୱର୍ଣୀ ଜାରି କଳା ଆଞ୍ଚଳିକ ପାଣିପାଗ ବିଭାଗ |

ଜିଲ୍ଲା ଗୁଡିକ ହେଲା ମାଲକାନଗିରି,କୋରାପୁଟ,ରୟେଗଡା,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ,ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଓ ବାଲେଶ୍ଵର | ଏହି ସବୁ ଜିଲ୍ଲା ରେ ବର୍ଷା ସହ ବଜ୍ରପାତ ର ସମ୍ଭାବନା ରହିଛି | ସେପଟେ ତାଣ୍ଡବ ରଚୁଛି ବାତ୍ୟା ମ୍ୟାଗି ଲଗାତାର ୬ ଦିନ ହେବ ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟା ମ୍ୟାଗି ଫିଲିଫାନସ ରେ ତାଣ୍ଡବ ରଚୁଛି | ଏହିଠାରେ ବର୍ଷା କାରଣ ରୁ ବିଭିନ୍ନ ସ୍ଥାନ ରେ ପାଣି ଭାରିଯାଇଥିବାରୁ ସେଠାରେ ଭୂକମ୍ପନ ଦେଖାଯାଇଛି | ଏଠରେ ବିଭିନ୍ନ ସ୍ଥାନରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି |

ଏପର୍ଯ୍ୟନ୍ତ କିଛି ଗ୍ରାମ ରୁ ୧୦୧ ଜଣଙ୍କର ଶବ ଉଦ୍ଧାର କରାଯାଇଛ ଅବାୟେକ ନଗର ରୁ ୩୧ ,ସମର ପ୍ରଦେଶ ରୁ ୧ ଏବଂ ପ୍ରଦେଶ ରୁ ୨ ଜଣ ଶବ ଉଦ୍ଧାର କରାଯାଇଛି ବାତ୍ୟା ଯୋଗୁ ଫିଲିଫାନ୍ସ୍ ରେ ଘଣ୍ଟା ପ୍ରତି ୭୦ ରି ୮୦ କିମି ବେଗ ରେ ପବନ ଅତିବାହିତ ହୋଇଥିଲା ଏଥିରେ ଘର ର ଛାତ ବିଜୁଳି ଖୁଣ୍ଟ ଏବଂ ଗାଡ଼ି ଆଦି ଉଡ଼ିଯାଇଥିବର ଦୃଶ୍ୟ ଦେଖିବାକୁ ମିଳିଥିଲା ରାସ୍ତା ଘାଟ ଓ ଘରେ ପାଣି ପଶିଯାଇଥିଲା ଫଳରେ ଲୋକ ଉଚ୍ଚ ସ୍ଥାନକୁ ପଳାଇଯାଇଥିଲେ ଅନ୍ୟ ପକ୍ଷରେ କ୍ତେକ ଲୋକ ଘର ଭିତରେ ପଶିଯାଇଥିଲା |

ଚଳିତ ବର୍ଷ ମ୍ୟାଗି ବର୍ଷ ର ପ୍ରଥମ ଝଡ଼ ରୂପେ ଫିଲିଫାନସ୍ ରେ ଧକା ହୋଇଥିଲା ଆକଳନ ଅନୁସାରେ ବର୍ଷ କୁ ପ୍ରାୟ ୨୦ ଟି ଝଡ଼ ଏହି ଦ୍ଵୀପପୁଞ୍ଜ ରେ ଦେଖ ଦେଇଥାଏ ତେବେ ଏ ଥିଲା ଆଜିର ବଡ ଖବର ପାଣିପାଗ କୁ ନେଇ ବଡ ସୂଚନା |

About odisha news

Check Also

ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |

ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …

Leave a Reply

Your email address will not be published.