Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ୭ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ଆସୁଛି ଆଉ କିଛି ସୂଚନା ସକ୍ରିୟ ହେଉଛି ଲଘୁଚାପ ପ୍ରଭାବ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଅତିରୁ ଅତି ପ୍ରବଳ ବର୍ଷା 15 ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା ପବନ ତୁହାକୁ ତୁହା ବର୍ଷା ଜଣ ଜୀବନ ଅସ୍ଥାବେସ୍ତ କରିବ | ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡିଶା ଏବଂ ପ୍ରସଵର୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଏହା ସହିତ ଜଡିତ ଘୁନି ବଳୟ ବାୟୁ ମଣ୍ଡଳକୁ 7ଦଶମୀକି 6କିଲୋ ମିଟର ଉଚତା ଯାଏଁ ବ୍ୟପୀ ରହଛି |

ସେହିପରି ମୌସୁମୀ ଜନିତ ନିମ୍ନ ଚାପ ରେଖା ଉତର ପୂର୍ବ ଆରବ ସାଗର ଅଞ୍ଚଳର ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ କେନ୍ଦ୍ରରୁ ବାହାରି ହୀରାକୁଦ ଓଡିଶା ଉପକୂଳ ଲଘୁଚାପ କେନ୍ଦ୍ର ତଥ୍ୟ ଦେଇ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗର ଯାଏଁ ଲମ୍ବିଚି ଏହା ବାୟୁ ମଣ୍ଡଳରେ 1 ଦଶମିକି 5 କିଲୋ ମିଟର ଉଚତା ଯାଏଁ ବ୍ୟାପିଛି ତେବେ ଆଜି ଠାରୁ ଲଘୁଚାପର ପ୍ରଭାବ ଅଧିକ ରହିବ ଆସନ୍ତା 4 ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି |

ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ଆଜି କେନ୍ଦ୍ରୀୟ ଓଡ଼ିଶାର ଅଧିକ ବର୍ଷା ହେବ ନୂଆପଡା ଗଞ୍ଜାମ ନୟାଗଡ଼ ଖୋର୍ଦ୍ଧା ପୁରୀ କଟକ ଜଗସିଂହପୁର କେନ୍ଦ୍ରାପଡା ଯାଜପୁର କେନ୍ଦୁଝର ସୁନ୍ଦରଗଡ଼ ଦେବଗଡ଼ ଝାରସୁଗୁଡା ସୋନପୁର ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ର ଆଶଙ୍ଖା ରହିଛି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍ଖା ରହିଛି ସେହିଭଳି ଆସନ୍ତା କାଲି ଏବଂ ପରଦିନ ରାଜ୍ୟର ଉତ୍ତର ଅଭ୍ୟତରାଣ ଜିଲ୍ଲାରେ ବର୍ଷାର ସମ୍ଭାବନ ରହିଛି |

ଏପଟେ ଲଘୁଚାପ ପ୍ରଭାବରେ ଟୁଇନି ସିଟିରେ ଲାଗି ରହିଛି ବର୍ଷା 7 ଜିଲ୍ଲାକୁ ସତର୍କ ସୂଚନା ଜାରି ଉପକୂଳ ଓଡ଼ିଶାରେ ଜାରି ରହିଛି ଲଘୁଚାପ ଘୁନି ମଣ୍ଡଳ ବାୟୁ ମଣ୍ଡଳରୁ 7ଦଶମୀକି 6କିଲୋ ମିଟର ଉଚତା ଯାଏଁ ବ୍ୟପିଛି ଆହୁରି 4 ଦିନ ବର୍ଷା ସାଙ୍ଗକୁ ବଜ୍ରପାତ ସମ୍ଭାବନା ରହିଛି | ଘରୁ ପଦାକୁ ନବାହାରିବାକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରାଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.