Breaking News

ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା, ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଘରୁ ନବାହାରିବାକୁ ମନାକରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର…. ଦେଖନ୍ତୁ ଏଥିମଧ୍ୟରୁ ଆପଣଙ୍କ ଜିଲ୍ଲା ଅଛି କି….

ବର୍ତମାନର ବଡ଼ ଖବର ରାଜ୍ୟରେ ଲଘୁଚାପ ସକ୍ରିୟ ସେପଟେ ଆସନ୍ତା 24 ଘଣ୍ଟାରେ 7 ଜିଲ୍ଲାରେ ଭୟଙ୍କର ହେବ କାଳବୈଶାଖୀ ସତର୍କ ସୂଚନା ଜାରି ଏପଟେ ଲଘୁଚାପ ପ୍ରଭାବରେ ଆସନ୍ତା 5ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ବଜ୍ରପାତର ବିପତି ଘରୁ ବାହାରିବା ମନା | କିମ୍ବା ବିଲମବିତ ରାତି ସୁଦ୍ଧା ଅଭ୍ୟନ୍ତର ଓଡ଼ିଶାର କିଛି ଜିଲ୍ଲା ଗୁଡିକରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା କିମ୍ଭା ବଜ୍ରପାତ ହେବାର ସମ୍ଭାବନା ରହିଛି |

ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ଭୟଙ୍କର କାଳବୈଶାଖୀ ଜନିତ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଅର୍ଥାତ ଆସନ୍ତା କଲି ମଧ୍ୟାନ ସମୟରେ ରାଜ୍ୟର କେନ୍ଦୁଝର ମୟୁରଭଞ୍ଜ ସୁନ୍ଦରଗଡ଼ ଗଞ୍ଜାମ ପୁରୀ ଜଗସିଂହପୁର ଯାଜପୁର ଜିଲ୍ଲାର ଗୋଟେ କିମ୍ଭା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି |

ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଏହି 7ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ସେହିପରି ଏହି ସମୟରେ ଅଭ୍ୟନ୍ତର ଓଡ଼ିଶାର ଜିଲ୍ଲା ଗୁଡିକର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା କିମ୍ଭା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବେନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା କୁହାଯାଇଛି |

ଭୁବନେଶ୍ୱର ଓ କଟକର ଆଖପାଖ ଅଞ୍ଚଳ ଆକାଶ ଆଂଶିକ ମେଘୁଆ ରହିବ ସହ ଆଜି ରାତି କିମ୍ଭା ବିଳମ୍ୱିତ ରାତି ସୁଦ୍ଧା ଭୁବନେଶ୍ୱର ର କିଛି ସ୍ଥାନରେ ହାଲୁକା ବର୍ଷା ହେବ ସହ ବଜ୍ରପାତ ହେବ ଓ କଟକର କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି | ତେବେ ଲଘୁଚାପ ପ୍ରଭାବର ଆସନ୍ତା କଲି ଠାରୁ ରାଜ୍ୟରେ 5ଦିନ ପର୍ଯ୍ୟନ୍ତ ଭୟଙ୍କର ଯାହାକି ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି |

ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ଅତିପ୍ରବଳ ବର୍ଷା ନେଇ ଚାଳଘର ଭାଙ୍ଗିବା ନେଇ ତଳିଆ ଜମିରେ ପାଣି ଜମିବ ବଡ଼ ବଡ଼ ଗଛ ଉପୁଡି ପଡ଼ିବାର ଭୟ ମଧ୍ୟ ରହିଛି ଭୂସକଲନ ସହିତ ବଜ୍ରପାତ ରୁ ସତର୍କ ରହିବାକୁ ପାଣିପାଗ ବିଭାଗ ତରପାରୁ ସତର୍କ ସୂଚନା ରେ ସତର୍କ କରାଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.