Breaking News

ପୁଣି କମିଲା ସୁନା ଦର ରାଜ୍ୟରେ ଏବେ କଣ ରହିଛି ସୁନା ଦାମ …

ଦର୍ଶକବନ୍ଧୁ ବର୍ତମାନର ବଡ ଖୁସି ଖବର ଫୁଣି କମିଲା ସୁନା ଓ ରୂପା ଦର ଜଣାନ୍ତୁ ଆପଣଙ୍କ ସହରରେ ଆଜି କେତେ ରହିଛି ସୁନାର ମୂଲ୍ୟ | ଆଜି ଭାରତୀୟ ବଜାରରେ 24 କେରେଡ ସୁନା ଦର 10 ଗ୍ରାମ ପ୍ରତି 47650 ଟଙ୍କା ରହିଥିଲା ବେଳେ ଓଡିଶା ରାଜଧାନୀ ଭୁବେଶ୍ୱରରେ 22 କେରେଡ ଓ 24 କେରେଡ ସୁନାର ମୂଲ୍ୟ 10 ଡ୍ରମ ପ୍ରତି ଯଥାକ୍ରମେ 48100 ଟଙ୍କା ଓ 52070 ଟଙ୍କା ହେଇଛି |

ଦେଶର ପପ୍ରମୁଖ ସହର ମାନଙ୍କରେ ହିଁ ସୁନା ଦରରେ କିଛିଟା ପରିବର୍ତନ ଆସିଛି ମୁମ୍ବାଇରେ 24 କେରେଡ ସୁନାର ମୂଲ୍ୟ 48100 ଟଙ୍କା ଓ 52070 ଥିବା ରଟେ ଅଛି ନୂଆ ଦିଲ୍ଲୀରେ ଏହି ଦର ଯଥା କ୍ରମେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 48100 ଟଙ୍କା ଓ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 52470 ଟଙ୍କା ରହିଛି |

ତେବେ ଦକ୍ଷିଣ ଭାରତ ପ୍ରମୁଖ ସହର ଚେନାଇ ରେ ମଧ୍ୟ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 48340 ଥିବା ବେଳେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 52730 ଟଙ୍କା ଥିବା ରେକଡ଼ ହୋଇଛି | ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକତା ରେ 24 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 52470 ଟଙ୍କା ଓ 22 କେରେଡ ସୁନାର ମୂଲ୍ୟ 10ଗ୍ରାମ ପିଛା 48100 ଟଙ୍କା ରହିଛି |

ଆଜି ରୂପା ଦର କମିଛି ଆଜି ରୂପା କିଲୋ ଗ୍ରାମ ପ୍ରତି 67600ଟଙ୍କା ନେଇ ରେକଡ଼ ହୋଇଛି | ଦର୍ଶକବନ୍ଧୁ ଇଏ ଥିଲା ବର୍ତମାନର ବଡ଼ ଖବର ସୁନା ଓ ରୂପାକୁ ନେଇ ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଦରକାର ଥିଲା |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.