Breaking News

ପୁଣି ସରକାରଙ୍କ ବଡ଼ ଘୋଷଣା ଆଗାମୀ ୫ଦିନ ଶସ୍ତା ହେଲା ସୁନା !

ଦର୍ଶକବନ୍ଧୁ ରାଜ୍ୟରେ ଫୁଣି ଥରେ ସୁନା ଦର କମିବାର ଦେଖିବାକୁ ମିଳିଛି ଉଭୟ 22 ଓ 24 କାରେଟ ସୁଧ ସୁନା ଦର କ୍ରମଶଃ କମିବାରେ ଲାଗିଛି ତେବେ ବ୍ରତମାନ ବଜାରରେ ସୁନା ଓ ରୁପାର ରେଟେ କଣ ରହିଛି ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ଆପଣ କେତେ ଟଙ୍କା ଦେଇ ନିକଟତ ପାଖ ବଜାରରୁ କିଣିପାରିବେ | ତେବେ ଆଜି ଭରତୀୟ ବଜାରରେ 24 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 52620 ଥିବା ବେଳେ 22 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 48200 ଟନଙ୍କ ରହିଛି |

ସେହି ପରି ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତନ ଦେଖିବାକୁ ମିଳିଛି ଚେନାଇରେ 24 କାରେଟ ସୁନାର ମୂଲ୍ୟ 10ଗ୍ରାମ ପିଛା 54290 ଟଙ୍କା ଥିଲା ବେଳେ 22 କାରେଟ ସୁନାର ମୂଲ୍ୟ ରହିଛି 49765 ଟଙ୍କା | ସେଭଳି ଭାରତର ରାଜଧାନୀ ଦିଲ୍ଲୀରେ 24 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 53450 ଟଙ୍କା ଥିବା ବେଳେ 22 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 49000 ଟଙ୍କା |

ଅନ୍ୟ ପରେ କୋଲକାତା ରେ ମଧ୍ୟ 24 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 53450 ଟଙ୍କା ଥିଲା ବେଳେ 22 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା ରହିଛି 49000 ଟଙ୍କା | ମୁମ୍ବାଇ ରେ 24 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 53450 ଟଙ୍କା ଥିବା ବେଳେ 22 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 49000 ଟଙ୍କା | ତେବେ ଓଡିଶା ରାଜଧାନୀ ଭୁବନେଶ୍ୱର କଥା କହିବାକୁ ଗଲେ ଭୁବନେଶ୍ୱର ରେ 24 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 53450 ଟଙ୍କା ରେ ମିଳୁଥିବା ବେଳେ 22 କାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 49000 ଟଙ୍କା ରହିଛି | ତେବେ ଦର୍ଶକବନ୍ଧୁ ଏଥିଲା ସୁନା ଓ ରୁପାର ଲଟେସ୍ଟି ଖବର |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.