ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସୁନା ରୂପ ଦରକୁ ନେଇ ଯାହାକି ଫୁଣି କମିଲା ସୁନା ରୁପା ଦାମ | ଜାଣି ରଖନ୍ତୁ ଆଜି କେତେ ରହିଛି ସୁନା ରୁପା ଦର | ଯେମିତିକି ଆପଣ ମନମେ ସମସ୍ତେ ଜାଣିଥିବେ ସୁନା ଓ ରୂପ ମୂଲ୍ୟ ସବୁଦିନ ପରିବର୍ତନ ହେଉଛି ଆଦି ମଧ୍ୟ ସୁନା ଏବଂ ରୁପା ମୂଲ୍ୟ କିଛି ମାତ୍ରାରେ ପରିବର୍ତନ ହେବାରେ ଲାଗିଛି ତେବେ ଭାରତୀୟ ବଜାରରେ 22 କେରେଡ ସୁନା ଦର 10 ଗ୍ରାମ ପ୍ରତି 47 ହଜାର 950 ଟଙ୍କା ରହିଥିବା ବେଳେ 22 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 52 ହଜାର 310 ଟଙ୍କା ରହିଛି |
ଓଡିଶା ରାଜଧାନୀ ଭୁବନେଶ୍ୱର ରେ 22 ଏବଂ 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ଯଥାକ୍ରମେ 47 ହଜାର 950 ଟଙ୍କା ଓ 52 ହଜାର 310 ଟଙ୍କା ଥିଲା ବେଳେ | ତେବେ ବର୍ତମାନ 24 ଘଣ୍ଟାରେ ସୁନା ଦାମରେ ପାଖା ପାଖି 270 ଟଙ୍କା ପରିବର୍ତନ ହୋଇଛି ଗତ କାଲି 24 କେରେଡ ସୁନା ଦାମ 11 ହଜାର 40 ଟଙ୍କା ଓ 22 କେରେଡ ସୁନା ଦାମ 46 ହଜାର 750 ଟଙ୍କା ରହିଥିଲା |
ତେବେ ଦେଶର ପ୍ରମୁଖ ସହର ମାନଙ୍କରେ ସେଠି ମଧ୍ୟ ସୁନା ଦରରରେ କିଛିଟା ପରିବର୍ତନ ଆସିଛି | ତେବେ ମୁମ୍ବାଇ ରେ 22 କେରେଡ ଏବଂ 24 କେରେଡ ସୁନା ମୂଲ୍ୟ 47 ହଜାର 950 ଟଙ୍କା ଓ 52 ହଜାର 310 ଟଙ୍କା ଥିବା ରେକଡ଼ ହୋଇଥିବା ବେଳେ | ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ 47 ହଜାର 950 ଟଙ୍କା ଓ 52 ହଜାର 310 ଟଙ୍କା ରହିଛି |
ସେହି ପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇ ରେ ମଧ୍ୟ 22 କେରେଡ ମୂଲ୍ୟ 47 ହଜାର 950 ଟଙ୍କା ରହିଥିଲା ବେଳ 24 କେରେଡ ମୂଲ୍ୟ 52 ହଜାର 310 ଟଙ୍କା ଥିଲା ବେଳେ ବର୍ତମାନ ରେକଡ଼ ହୋଇଛି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 47 ହଜାର 950 ଟଙ୍କା ଓ 52 ହଜାର 310 ଟଙ୍କା ରହିଛି | ତେବେ ଆଜି ରୂପ ମୂଲ୍ୟ ବଢିଛି ରୁପା ଦର କିଲୋ ଗ୍ରାମ ପ୍ରତି 61 ହଜାର 100 ଟଙ୍କା ରହିଥିବା ରେକଡ଼ ହୋଇଛି |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …