Breaking News

ପୁଣିଥରେ କମିଲା ସୁନା ଦର ଏତିକି ଶସ୍ତା ହେଲା ସୁନା !

ଦର୍ଶକବନ୍ଧୁ ଏବେ ଏବେ ଆପଣଙ୍କ ପାଇଁ ବୋହୁତ ବଡ ଖୁସି ଖବର କାରଣ ଆଜି ସୁନା ଦର ହ୍ରାସ ଘଟିବକୁ ମିଳୁଛି | ତେବେ ଆଜି ଆମ ରାଜଧାନୀ ଭୁବନେଶ୍ୱର ରେ ଆଜି ବୋହୁତ ହ୍ରାସ ଘଟିଛି ତେବେ ଆସନ୍ତୁ ୨୨ ଓ ୨୪ କ୍ୟାରେଡ ର ମୂଲ୍ୟ କେତେ ରହିଛି ଆସନ୍ତୁ ଦେଖିନବା | ଆଜି ୨୨ କ୍ୟରେଡ ଗୋଲ୍ଡ ର ଏକ ଗ୍ରାମ ର ମୂଲ୍ୟ ରହିଛି ୪,୭୯୫ ଟଙ୍କା ସେହିପରି ଯାହାକି ଆଜି ଏକ ଗ୍ରାମ ପିଛା ୬୦ ଟଙ୍କା କମିଛି‌ |ସେହିପରି ୮ ଗ୍ରାମ କୁ ରହିଛି ୩୮,୩୬୦ ଟଙ୍କା ସେହିଭଳି ୮ ଗ୍ରାମ ପିଛା ୨୮୦ ଟଙ୍କା କମିଛି |

ସେହିଭଳି ୧୦ ଗ୍ରାମ କୁ ରହିଛି ୪୭,୯୫୦ ଟଙ୍କା ସେହିଭଳି ୧୦ ଗ୍ରାମ କୁ ଆଜି ୨,୭୦୦ ଟଙ୍କା କମିଛି | ସେହିଭଳି ୧୦୦ ଗ୍ରାମ କୁ ରହିଛି ୪,୭୯,୫୦୦ ଟଙ୍କା ସେହିଭଳି ୧୦୦ ଗ୍ରାମ ପିଛା ଆଜି ୨,୭୦୦ ଟଙ୍କା କମିଛି | ତେବେ ଏବେ ଦକ୍ଷିଣ ଓଡ଼ିଶାରେ ୨୪ କ୍ୟରେଡ୍ ଗୋଲ୍ଡ ର ୧ ଗ୍ରାମ କୁ ରହିଛି ୫,୨୩୧ ଟଙ୍କା ସେହିଭଳି ୧ ଗ୍ରାମ ପିଛା ଆଜି ୯୦ ଟଙ୍କା କମିଛି | ଏବଂ ୭ ଗ୍ରାମ କୁ ରହିଛି ୪୧,୮୪୮ ଟଙ୍କା।ସେହିଭଳି ୭ ଗ୍ରାମ ପିଛା ଆଜି ୩୧୦ ଟଙ୍କା କମିଛି ଏବଂ ୧୦ ଗ୍ରାମ କୁ ଆଜି ୫୨.୩୧୦ ଟଙ୍କା ଯାହାକି ୭ ଗ୍ରାମ ପିଛା ଆଜି ୩୧୦ ଟଙ୍କା କମିଛି |

ତ ସେହିଭଳି ରହିଛି ୧୦୦ ଗ୍ରାମ କୁ ଆଜି ଆପଣ ୫,୩୨,୧୦୦ ଟଙ୍କା ସେହିପରି ୧୦୦ ଗ୍ରାମ ପିଛା ଆଜି ୩,୫୦୦ ଟଙ୍କା କମିଛି ତେବେ ଏହା ଥିଲା ୨୪ କ୍ୟାରେଡ୍ ଗୋଲ୍ଡ ଆଜି ର ନୂଆ ରେଟ |

About odisha news

Check Also

ଭଦ୍ରକରେ ଦେଖିବାକୁ ମିଳିଲା ସୁପରଷ୍ଟାର Anubhav ଙ୍କ ଡୁପ୍ଲିକେଟ, ନଦେଖିଲ ବିଶ୍ୱାସ କରିବେ ନାହିଁ…ଆପଣ ଥରେ ଦେଖନ୍ତୁ ଆଉ କହିବେ ଇଏତ…

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଭଳି ଚାଲି ଚଳଣି ଅନୁଭବଙ୍କ ପରି ହେୟାର ଷ୍ଟାଇଲ ଆଉ ଦେଖା ଯାଉଛନ୍ତି ଅବିକଳ ଅନୁଭବଙ୍କ …

Leave a Reply

Your email address will not be published.