Breaking News

ପୁଣି କମିଲା ସୁନା (Gold) ଦର, ଏବେ କମିଲା ଏତେ ଟଙ୍କା…ଭୁବେନେଶ୍ଵର ଦାମ ଶୁଣିଲେ ସଙ୍ଗେ ସଙ୍ଗେ କିଣିଦେବେ…ଦେଖନ୍ତୁ

ବର୍ତମାନର ବଡ଼ ଖବର ଯାହାକି ଫୁଣି ଆସୁଛି ବଡ଼ ଖୁସି ଖବର ସୁନା ପ୍ରେମିକ ମାନଙ୍କ ପାଇଁ ବଡ଼ ସୂଚନା ଖୁସିଖବର ଆଜିବି ଫୁଣି କମିଲା ସୁନା ଦର ଜଣାନ୍ତୁ କେତେ ରହିଛି ଆପଣଙ୍କ ସହରର ଦାମ | ତେବେ ଆଜି କମିଛି ସୁନା ଦର ଓଡିଶା ରାଜଧାନୀ ଭୁବନେଶ୍ୱର ରେ ସୁନା ଦରରେ ସାମାନ୍ୟ ପରିବର୍ତନ ଦେଖା ଦେଇଛି |

ଭୁବନେଶ୍ୱରରେ 22 କେରେଡ ଓ 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି ଯଥାକ୍ରମେ 46 ହାଜର 400 ଟଙ୍କା ଓ 5620 ଟଙ୍କା ହୋଇଛି | ଭରତୀୟ ବଜାରରେ 22 କେରେଡ ସୁନା ଦର 10 ଗ୍ରାମ ପ୍ରତି 46 ହାଜର 80କୁ ଖସି ଆସିଛି 24 କେରେଡ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 50 ହାଜର 300 ଟଙ୍କା ରହିଛି |

ଦେଶରେ ପ୍ରମୁଖ ସହର ମାନଙ୍କରେ ସୁନା ଦରରେ କିଛିଟା ପରିବର୍ତନ ଦେଖିବାକୁ ମିଳିଛି ମୁମ୍ବାଇରେ 22 କେରେଡ ଓ 24 ଇରଏଡ଼ ମୂଲ୍ୟ 46 ହଜାର 400 ଟଙ୍କା ଓ 50 ହଜାର 620 ଟଙ୍କା ଥିବା ନେଇ ରେକଡ଼ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 46 ହଜାର 550 ଟଙ୍କା ଓ 50 ହାଜର 780 ଟଙ୍କା ରହିଛି |

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇରେ 22 କେରେଡ ମୂଲ୍ୟ 47 ହଜାର 927 ଟଙ୍କା ଥିବା ବେଳେ 24 କେରେଡ ମୂଲ୍ୟ 52 ହାଜର 285 ଟଙ୍କା ନେଇ ରେକଡ଼ ହୋଇଛି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 46 ହଜାର 400 ଟଙ୍କା ଓ 50ହାଜର 620 ଟଙ୍କା ରାହିଛି ସେହିପରି ଆଜି ରୁପା ମୂଲ୍ୟ କମିଛି | ଆଜି ରୁପା କିଲୋ ଗ୍ରାମ ପ୍ରତି 56 ହଜାର 400 ଟଙ୍କା ରହି ରେକଡ଼ ହୋଇଛି ଯଦି ଆପଣ ମାନେ ଜଣେ ସୁନା ପ୍ରେମୀ ଆପଣ ଯଦି ସୁନା କିଣିବାକୁ ମାନେ ହଉ ତେବେ ସୁନା ରୁପା ଦର କେତେ ରହିଲେ ଭଲ ହେବ ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.