ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସୁନା ରୁପା ଦରକୁ ନେଇ ଆସିଲା ବଡ ଖବର ବଡ ଖୁସି ଖବର ଫୁଣି କମିଲା ସୁନା ରୁପା ଦର ଆଜି ଫୁଣି ଶସ୍ତା ହେଲା ସୁନା ଓ ରୁପା ଦର ଜାଣି ରଖନ୍ତୁ କେତେ ରହିଛି ସୁନା ଓ ରୁପାର ଦାମ | ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକ ଙ୍କ ପାଇଁ ଆସିଛି ବହୁତ ବଡ଼ ଖୁସି ଖବର ବଜାରରେ ଆଜି ସୁନା ରୁପା ଦର ଶସ୍ତା ହୋଇଛି ତେବେ ବିବାହ ଋତୁରେ ସୁନା ରୁପା ମୂଲ୍ୟ ଲଗାତାର ହ୍ରସ ପାଉଛି ସେହି ପରି ଆଜି ମଧ୍ୟ ସୁନା ସହ ରୂପ ମୂଲ୍ୟ ଶସ୍ତା ହୋଇଛି |
ଆଜି ବଜାରରେ 24 କେରେଡ ଶୁଦ୍ଧ ସୁନା 336 ଟଙ୍କା ଶସ୍ତା ହୋଇ 10 ଗ୍ରାମ ପିଛା 51ହଜାର ଟଙ୍କା ହେଇଛି ଏହା ସହିତ ରୂପ 400 ଟଙ୍କା ଶସ୍ତା ହୋଇଛି ରୂପ କିଲୋ ଗ୍ରାମ ପିଛା 62 ହଜାର 474 ଟଙ୍କାରେ ମିଳୁଛି ରୁପା | ବୁଧୁବାର ପ୍ରକାଶିତ ରଟେ ଅନୁସାରେ 24 କେରେଡ ଶୁଦ୍ଧ ସୁନା ଆଜି 10 ଗ୍ରାମ ପିଛା 51 ହଜାର ଟଙ୍କା ହେଇଛି |
ଏଥି ସହିତ ରୁପା କିଲୋ ଗ୍ରାମରେ 42 ହଜାର 474 ଟଙ୍କାରେ ବିକରିହେଉଛି | ଏଥି ସହିତ 23 କେରେଡ ସୁନା 10 ଗ୍ରାମ ପିଛା 50 ହଜାର 796 ଟଙ୍କା ମୂଲ୍ୟରେ ବିକ୍ରି ହେଉଛି | 23 କେରେଡ ସୁନା ମୂଲ୍ୟ ଆଜି 334ହ୍ରସ ପାଇଛି ଏଥି ସହିତ 22 କେରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 46 ହଜାର 716 ଟଙ୍କାରେ ବିକ୍ରି ହେଉଛି |18 କେରେଡ ସୁନାର ମୂଲ୍ୟ ଆଜି 10 ଗ୍ରାମ ପିଛା 38 ହାଜର 250 ଟଙ୍କାରେ ପହଞ୍ଚିଛି ଗତ କାଲି ତୁଳନାରେ ଆଜି 22 କେରେଦେବ 18 କେରେଡ ସୁନା ଯଥାକ୍ରମେ 308 ଟଙ୍କା ଏବଂ 197 ଟଙ୍କା ଶସ୍ତା ହୋଇଛି ନିହାତି ଆପଣ ମାନେ ସୁନା କିଣୁଛନ୍ତି ତେବେ କେତେ ଟଙ୍କା ରହିଲେ ଆପଣ ମାନଙ୍କୁ ଭଲ ହେବ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …