ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିବାହାଗ ପକ୍ଷରୁ ଆସିଲା ବଡ଼ ଖବର ଝଡ଼ ବର୍ଷା ନେଇ ରାଜ୍ୟରେ ସତର୍କ ସୂଚନା ଜାରି ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାକୁ ବିଜୁଳି ଘଡ ଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଭଦ୍ରକ ବେଲେଶ୍ୱର ଯାଜପୁର ହେନ୍ଦ୍ରପଡ଼ା କଟକ ଜଗସିଂଗିପୁର ମୟୁରଭଞ୍ଜ ଢେଙ୍କାନାଳ କେନ୍ଦୁଝର ଅନୁଗୁଳୁ ଜିଲ୍ଲାରେ ଗୋଟେ ରୁ ଦୁଇଟି ସ୍ଥାନରେ ବଜ୍ରପାତ ବର୍ଷା ସହ ଝଡ଼ ବର୍ଷା ସହିତ କାଳ ବୈଶାଖୀ ର ସମ୍ଭାବନା ରହିଛି |
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋ ମିଟର ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ସେହିପରି ସମୟ ମଧ୍ୟରେ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି ରାୟଗଡା କୋରାପୁଟ ନବରଂଗ ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିବାହାଗ ଭୁବନେଶ୍ୱର ସ୍ତିତ ଆଞ୍ଚଳିକ ପାଣିପାଗ ବିଭାଗ ଜାରି ସୂଚନା କରାଯାଇଛି |
ଓଡ଼ିଶାର ଜିଲ୍ଲା ଗୁଡିକରେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ଦିନର ତାପମାତ୍ର କୌଣସି ବଡ଼ ଧରଣର ପରିବର୍ତନ ହେବାର ସମ୍ଭାବନା ନାହିଁ | ତେବେ ଆସନ୍ତା 2 ଦିନ ମଧ୍ୟରେ ଅଭ୍ୟନ୍ତରଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ଦିନ ଗୁଡିକରେ ତାପମାତ୍ରା ସୋଭାବିକ ଭବରେ 2ରୁ 4 ଡିଗ୍ରୀ ସେଲସିଏସ ପର୍ଯ୍ୟନ୍ତ ଅଧିକ ରହିପାରେ ସେହିପରି ଜାରି ସତର୍କ ଅନୁଯାଇ ମାଲକାନଗିରି କୋରାପୁଟ ନୟାଗଡ଼ ଗଞ୍ଜାମ ଗଜପତି ନବରଙ୍ଗପୁର ନୂଆ ପଡା କଲାହାଣ୍ଡି ସୁନ୍ଦରଗଡ଼ କେନ୍ଦୁଝର ବାଲେଶ୍ୱର ଅନୁଗୁଳୁ ଦେଙ୍କନାଳ ଜିଲ୍ଲାରେ ଗୋଟେ ରୁ ଦୁତି ସ୍ଥାନରେ ହାଲୁକରୁ ମାଧ୍ୟମ ସ୍ଥରରେ ବର୍ଷା ବା ବଜ୍ରପାତ ର ସମ୍ଭାବନା ଅଛି |
ଅନ୍ୟପଟେ 24 ଘଣ୍ଟା ମଧ୍ୟରେ ଭୁବେନଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବ ସହ ସନ୍ଧ୍ୟା ଆଡକୁ ବର୍ଷା ସହ ବଜ୍ରପାତ ର ସମ୍ଭାବନା ରହିଛି | ଏହାକୁ ନେଇ ପାଣିପାଗ ବିଭାଗ ଆକଳନ କାଇଥିଲା ବେଳେ ଅପରାହ୍ନ 4ଟା 30 ପାଖାପାଖି ଭୁବନେଶ୍ୱର ଆକାଶ ମେଘୁଆ ରହିବ ସହ ଥଣ୍ଡା ପବନ ରହିବ ବୋଲି କୁହାଯାଇଛି |
Check Also
ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |
ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …