ଦର୍ଶକବନ୍ଧୁ ବର୍ତମାନର ବଡ଼ ଖବର ଯାହାକି ଅଙ୍ଗନବାଡି ଛାତ୍ର ଛାତ୍ରୀ ଙ୍କ ପାଇଁ ଆସନ୍ତା କାଲି ଠାରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର ଜାରି ହେଲା ଗାଇଡି ଲାଇନି ଜାଣି ରଖନ୍ତୁ କଣ ହେଉଛି ସେ ଗାଇଡି ଲାଇନି | କଣ ବଦଳୁଛି ନିୟମ ତେବେ ମାର୍ଚ୍ଚ 28 ତାରିକରୁ ରାଜ୍ୟରେ ଖୋଲିବା ସବୁ ଅଙ୍ଗନବାଡି କେନ୍ଦ୍ର ଏଥି ପାଇଁ ଏସପି ଜାରି କଲେ ରାଜ୍ୟ ସରକାର ସକାଳ 7.30 ରୁ ସକାଳ 9.30 ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର |
ଯଦି କୌଣସି ଠାରେ ଅସୁଵିଦା ଥାଏ ତାହାଲେ ସ୍ଥାନୀୟ ପ୍ରଶାସନ ନିଷ୍ପତି ନେବେ ସବୁ ଅଙ୍ଗନବାଡି କର୍ମୀ ମାନେ ସମ୍ପୂର୍ଣ୍ଣ କୋଭିଡି ଟୀକା ନେବା ବାଧ୍ୟତା ମୂଳକ କରାଯାଇଛି ଯଦି କେହି ଉଦେଶ୍ୟ ମୂଳକ ଭାବେ ଟୀକା ନେଇ ନାହାନ୍ତି ତାହାଲେ କଢ଼ା କାର୍ଯ୍ୟ ଅନୁଷ୍ଠାନ ନିଆଯିବ | ମହାମାରୀ କୋରନା ପାଇଁ 2 ବର୍ଷରୁ ଅଧିକ ସମୟ ଧରି ବଦଳିଥିଲା ଅଙ୍ଗନବାଡି କେନ୍ଦ୍ର |
କିନ୍ତୁ ଛୋଟ ପିଲାଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଅଙ୍ଗନବାଡି ମାଧ୍ୟମରେ ଯୋଗାଇ ଦେଉଥିଲେ ରାଜ୍ୟ ସରକାର ଏବେ କୋରନାର କୋପ କମିବା ପରେ ରାଜ୍ୟ ସରକାର ପ୍ରଥମେ ପ୍ରଥମିକ ସ୍କୁଲ ଖୋଲିଲେ ତାପରେ ଅଙ୍ଗନବାଡି କେନ୍ଦ୍ର ଖୋଲିଛି ଏହାର ଅର୍ଥ ପୂର୍ବ ପରି ଚଳ ଚଞ୍ଚଳ ହେବ ଅଙ୍ଗନବାଡି କେନ୍ଦ୍ର କୋଭିଡି ଗାଇଡି ଲାଇନିରେ ପିଲାମାନେ ଅଙ୍ଗନବାଡି କେନ୍ଦ୍ର କୁ ଆସିବେ ଏନେଇ ଜାରି କଲେ ରାଜ୍ୟ ସରକାର | ଏଇ ଥିଲା ବର୍ତମାନର ବଡ଼ ଖବର ମାର୍ଚ୍ଚ 28 ରୁ ଖୋଲିବ ଅଙ୍ଗନବାଡି କେନ୍ଦ୍ର ଜାରି ହେଲା ଗାଇଡି ଲାଇନି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …