Breaking News

ପୁଣି ଚମକିଲେ ରାନୁ ମଣ୍ଡଲ, ପୁଣି ଏବେ ଗୀତ ଗାଉଛନ୍ତି ରାନୁ ମଣ୍ଡଲ ଦେଖନ୍ତୁ ତାଙ୍କର ନୂଆ ଗୀତ |

ନମସ୍କାର ଦର୍ଶକବନ୍ଧୁ କିଛିଦିନ ପୂର୍ବେ ସୋସିଆଲ ମିଡିଆରେ ଭାଇରାଲା ହେଇଥିବା ରାନୁ ମଣ୍ଡଳ ଙ୍କୁ ତ ଆପଣ ଜାଣି ଥିବେ ସେ ବୁଲି ବୁଲି ଭିକ ମାଗି ଗୀତ ଗାଉଥିଲେ । ସେ ଲତା ମଙ୍ଗେଶକରଙ୍କ ଏକ ଗୀତ ପ୍ୟାର କୁ ନଗମା ଗୀତଟି ଗାଈ ଫେମଶ ହୋଇଥିଲେ । ବାଂଲାଦେଶ ସୁପରଷ୍ଟାରଙ୍କ ସହିତ ଗୀତ ଗାଇଲେ ରନୁ ।

ରାନୁ ମଣ୍ଡଳ ଓ ହିରୋ ଆଲମଙ୍କ ଭିଡ଼ିଓ ଭାଇର ହେବାରେ ଲାଗିଛି । ଉଭୟ ଗାଇଲେ ରୋମାଣ୍ଟିକ ଗୀତ । ଏଥର ଚର୍ଚ୍ଚାରେ ରାନୁ ମଣ୍ଡଳ ତାଙ୍କର ନୂଆ ଗୀତ ପାଇଁ ଚର୍ଚ୍ଚା ହୋଇଛନ୍ତି ରାନୁ । ବାଂଲାଦେଶ ସୁପରଷ୍ଟାର ହିରୋ ଆଲମଙ୍କ ସହିତ ଗୋଟେ ଗୀତ ଗାଇଛନ୍ତି ରାନୁ ମଣ୍ଡଳ ।

ଏହି ଗୀତର ରେକର୍ଡିଂ ବେଳର କିଛି ମିନିଟ ର ଭିଡ଼ିଓ ହିରୋ ଆଲମ୍ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି । ଗୀତ ତୁମି ଛଡ଼ା ଆମି ଏବେ ଖୁବ୍ ଭାଇରାଲ ହୋଉଛି । ଏହି ଗୀତଟି 3 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି । ଏହା ଛଡା ହିରୋ ଆଲମ ଙ୍କ ଦୁଇଟି ଚଳଚିତ୍ର ରେ ରାନୁ ମଣ୍ଡଳ କଣ୍ଠ ଦାନ କରିବେ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ ରାନୁ ମଣ୍ଡଳ ପ୍ୟାର କି ନଗମା ଗୀତ ଗାଇ ଚର୍ଚ୍ଚା କୁ ଆସିଥିଲେ । ପରେ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରଶ୍ମିଆ ଙ୍କ ସହିତ ଏକ ଗୀତ ଗାଇ ଥିଲେ । ସୂଚନା ଅନୁସାରେ ହିରୋ ଆଲାମ ଙ୍କ ର ଆଗାମୀ ଫିଲ୍ମ ନଭେମ୍ବର 20 ରେ ରିଲିଜ୍ ହେବ । ଆଲାମ୍ ଙ୍କ ର ମଧ୍ୟ ଭଲ ଫାନ୍ ଫୋଲିଂ ରହିଛି ।

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.