ଦର୍ଶକବନ୍ଧୁ ଆଉ ଦିନକ ପରେ ସାରିବା ଖରା ଛୁଟି ରାଜ୍ୟରେ 17 ରରୁ ଆରମ୍ଭ ହେବ ଶ୍ରେଣୀ ପାଠ ପଢା ରାଜ୍ୟରେ ଗତ 6 ତାରିଖରୁ ହୋଇ ଥିଲା ଖରାଛୁଟି ଏନେଇ ସମସ୍ତ ପ୍ରଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେତେବେ ବନ୍ଦ ରହିଥିଲା ଆଉ ଅଟେ ଦିନ ପରେ ଏହା ଶେଷ ହେବ | ଅର୍ଥାତ ଆସନ୍ତା 17 ତାରିଖ ଠାରୁ ସ୍କୁଲ ଖୋଲିବା ପରେ ସେମିତି ପାଠ ପଢା ଆରମ୍ଭ ହେବ ଗତ ଦୁଇ ବର୍ଷ ହେବ କୋରନା ପାଇଁ ପାଠ ପଢା ପ୍ରଭାବିତ ହୋଇଥିବାରୁ ଚାଲିଚ ବର୍ଷ ଖରା ଛୁଟି ଅବଧି କମାଇ ଦିଆ ଯାଇଥିଲା |
ପାଠ ପଢା କୁ ଦୁଷ୍ଟିରେ ରଖି ଏଥରେ 11ଟି ଦିନିଆ ସ୍କୁଲ ଛୁଟି କରାଯାଇଛି ତେବେ ପୂର୍ବରୁ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ପାଠ ପଢା ଆରମ୍ଭ ହୋଇଥିଲା ସକାଳ 6ତା ରୁ 9 ପର୍ଯ୍ୟନ୍ତ ପିଲାମାନେ ପାଠ ପଢୁଥିଲେ ମାତ୍ର 17 ରରୁ ସ୍କୁଲ ଖୋଲିବା ପରେ ରାଜ୍ୟ ସରକାର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ସକାଳୁ 9 ଟା 30 ରୁ 4 ଟା 30 ପର୍ଯ୍ୟନ୍ତ ଚାଲିବ |
ସେହି ପରି ଘେରେଇ ସରକାର ସୀକୃତି ପ୍ରାପ୍ତ ସ୍କୁଲ ଗୁଡିକରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ସକାଳ 6 ଟା 30 ରୁ 10 ଟା 30 ପର୍ଯ୍ୟନ୍ତ ଏବଂ ଚର୍ତୁଥ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ପୁର୍ବାନ 11 ର ରୁ 4 ପର୍ଯ୍ୟନ୍ତ ଚାଲିବ ଯଦି ଗ୍ରୀଷ୍ମ ପ୍ରଭାବ ଲାଗି ରହିଥାଏ ସ୍କୁଲ ରେ ପିଲାଙ୍କ ଲାଗି ଶତନ୍ତ୍ର ଵେବସ୍ତ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସି ଦିଅ ଯାଇଛି ତେବେ ନୂଆ ପାଠ ପଢା |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …