ବର୍ତମାନର ବଡ ଖବର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସୁଛି ବଡ଼ ଖବର ଖରା ଛୁଟିକୁ ନେଇ ଆସିଲା ବଡ଼ ଖବର ବଦଳିବ ଖରା ଛୁଟି ତାରିକ ସୂଚନା ଅନୁସାରେ ପ୍ରତିବର୍ଷ ଖରା ଛୁଟି 50 ଦିନ ପର୍ଯ୍ୟନ୍ତ ହୋଇଥାଏ | କିନ୍ତୁ ଚଳିତ ବର୍ଷ ଖରା ଛୁଟି 50 ଦିନ ବଦଳରେ 11 ଦିନ ସୀମିତି ରଖା ଯାଇଛି ମେ ମାସରେ ହୋଇ ପରେ ଖରା ଛୁଟି ଖରା ଛୁଟିକୁ ନେଇ ଆସିଲା ବଡ ଖବର |
ଉଚ୍ଚ ଶିକ୍ଷା ବିଭାଗ ଜୁନୁ 1ରୁ 16 ତାରିକ ଯାଏଁ ଛୁଟି ଘୋଷଣା କଲା ବେଳେ ଗଣ ଶିକ୍ଷା ବିଭାଗ ଜୁନୁ 6ରୁ ଆରମ୍ଭ ହୋଇ 16 ଯାଏଁ ଲାଗୁ ହେବ ହେଲେ ମେ ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତନ ଏବେ ସକାଳ 6 ଟା 30 ରୁ ଆରମ୍ଭ ହୋଇ 10 ଟା ପର୍ଯ୍ୟନ୍ତ ପାଠ ପଢା ହେଉଥିଲା ବେଳେ ପିଲା ମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରେ ଛଟ ପଟ ହେଉଛନ୍ତି |
ଏହାକୁ ନଜର ରେ ରଖି ମେ ଅରମ୍ଭରୁ ସକାଳ 6 ଟା ରୀ 9 ଟା ପର୍ଯ୍ୟନ୍ତ ପାଠ ପଢା ହେବ ଏହା ଦ୍ୱାରା ଖରାର କୋପ ବଢିବା ଆଗରୁ ପିଲା ଘରେ ପହଞ୍ଚି ଯିବେ ଏହା ପରେ କିଛି ଅପ୍ରୀତି କର ପ୍ରସ୍ତିତି ଉପୁଜିଲେ ନିଷ୍ପତ୍ତବଦଳାଇ ଯାଇପାରେ | ବର୍ତମାନ ଏ ଯାଏଁ କିଛି ନିଷ୍ପତି ନିଆଯାଇନାହିଁ ସ୍କୁଲ ଚାଲୁ ରହିବ ବୋଲି ସେ କହିଛନ୍ତି ସୂଚନା ଯୋଗ୍ୟ ପ୍ରତି ବର୍ଷ ଖରା ଛୁଟି 50 ଦିନ ପର୍ଯ୍ୟନ୍ତ ହୋଇଥାଏ ହେଲେ ଗତ ଦୁଇ ବର୍ଷ ହେବ କୋରନ ଯୋଗୁଁ ପିଲାଙ୍କ ପାଠ ପଢା ବେହାତ ହୋଇଛି ତେଣୁ ଚଳିତ ବର୍ଷ ଖରା ଛୁଟିକୁ 50 ଦିନ ବଦଳରେ 11 ଦିନ ସୀମିତ ରଖାଯାଇଛି |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …