Breaking News

ପୁଣି ଆସିଲା ଆଉ ଏକ ବଡ଼ ଦୁଃଖ ଖବର, ହସ୍ପିଟାଲ୍ ରୁ ଫେରିବା ପରେ ପୁଣି ଥରେ Babushan ଙ୍କ ସ୍ୱାସ୍ଥ୍ୟ ଖରାପ…ଦେଖନ୍ତୁ ପୁରା ଖବର

ହସ୍ପିଟାଲ ରୁ ଭଲ ହୋଇ ଫେରିଲା ପରେ ଫୁନୀ ଠାରେ ସ୍ବାସ୍ଥ୍ୟ ଖରାପ୍ ହୋଇଚି ବାବୁଶାନ୍ ମହାନ୍ତିଙ୍କର ତାହେଲେ ଫ୍ରେଣ୍ଡସ ଆପଣ ମାନେତ ଓଲିଉଡର ଜବରଦସ୍ତ ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ତ ଭଲ ଭାବରେ ଜାଣିଥିବେ ଗତ ଦୀନ ମାନଙ୍କରେ ତାଙ୍କ ଦେହ ଖରାପ କାରଣରୁ ତାକୁ ହସ୍ପିଟାଲ ରେ ଆଡମିଶନ କରାଯାଇ ଥିଲା ।

ତାଙ୍କର ନୂଆ ଚଳଚିତ୍ର ଦମନର ପ୍ରମସନ୍ ପାଇଁ ସେ ଲାଦଖ ଯାଇଥିଲେ ସେଠାରେ ଦୀର୍ଘ ସମୟ ଧରି ବାଇକ ଚଳାଇ ବାରୁ ତାଙ୍କ ବଡି ରେ ଅମ୍ଳଜାନ ଲେବୁଲ କମ୍ ହୋଇଯିବାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଥିଲା ଓଡ଼ିଶାକୁ ଆସି ଭୁବନେଶ୍ୱର ରେ ଏକ ହସ୍ପିଟାଲ ରେ ଚିକିତ୍ସା କରା ଯାଇଥିଲା ।

ହସ୍ପିଟାଲ ରେ ଚିକିତ୍ସା ହେବ ସମୟରେ ତାଙ୍କଠୁ ଦୂରରେ ରହିଥିବା ତାଙ୍କ ସ୍ତ୍ରୀ ତୃପ୍ତି ଆସିଥିଲେ ତାଙ୍କୁ ସେବେ ସୃଷୁସା କରି ତାଙ୍କୁ ଘରକୁ ଫେରି ଆସିଥିଲେ ସେ ଘରକୁ ଆସିବା ପରେ ଫୁନୀ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲା ସେ ଗୋଟେ ପାଟି କୁ ଯାଇଥିଲେ ସେଠୁ ଆସିବାପରେ ତାଙ୍କ ଦେହ ଖରାପ୍ ହୋଇଥିଲା ତାଙ୍କ ବଡି ଗାଡ ତାଙ୍କୁ ଧରି ଘରକୁ ଆଣିଥିଲେ ତାହେଲେ ଫ୍ରେଣ୍ଡସ ଆପଣ ଜାଣିଥିବେ ଗତ କିଛି ଦିନ ଧରି ପ୍ରକୃତି ମିଶ୍ର ଙ୍କ ପାଇଁ ବାବୁଶାନ୍ ଓ ତାଙ୍କ ସ୍ତ୍ରୀ ତୃପ୍ତିଙ୍କ ସମ୍ପର୍କ ଫାଟ ସୃଷ୍ଟି ହୋଇଥିଲା ।

ତୃପ୍ତି ବାବୁଶାନ୍ ଙ୍କୁ ଛାଡି ତାଙ୍କ ବାପ୍ ଘରେ ରହିଥିଲେ ବାବୁଶାନ୍ ଙ୍କ ଦେହ ଖରାପ ଶୁଣି ଫେରି ଆସିଛନ୍ତି ବାବୁଶାନ୍ ମଧ୍ୟ ସୋସିଆଲ ମିଡିଆରେ ନିଜ ସ୍ତ୍ରୀ ତୃପ୍ତି ଓ ତାଙ୍କ ବାପାକୁ କ୍ଷମା ମାଗୁଥିଲେ ଏଭଳି କେବେ ଭୁଲ ହବନି ବୋଲି ମଧ୍ୟ କହିଥିଲେ ଆମେ ଭଗବାନ ଙ୍କୁ ଡାକିବା ସେ ବହୁତ୍ ଶୀଘ୍ର ଭଲ ହୋଇ ଫେରିଆସନ୍ତୁ ଫୁଣି ଓଡ଼ିଆ ଚଳଚିତ୍ର କରନ୍ତୁ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.