Breaking News

Film ସୁଟିଂ ସେଟ ରୁ ପରସ୍ପରକୁ ଭଲପାଇ ବିବାହ କରିଥିବା ଓଡ଼ିଆ ଅଭିନେତା ଏବଂ ଅଭିନେତ୍ରୀ ମାନେ…

ନମସ୍କାର ବନ୍ଧୁଗଣ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି କିଛି ସେଲିବ୍ରିଟି ମାନେ ରହିଛନ୍ତି ଯେଉଁମାନେକି ପରସ୍ପରଙ୍କୁ ସୁଟିଂ ସେଟରୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ତ ଫ୍ରେଣ୍ଡସ ଆଜିର ଏଇ ଭିଡ଼ିଓରେ ଆମେମାନେ ଓଲିଉଡ଼ର ଏହିଭଳି TOP 10 ସେଲିବ୍ରିଟି ମାନଙ୍କ ଭିତରେ ଜାଣିବା ଯେଉଁମାନେକି ପରସ୍ପରଙ୍କୁ ସୁଟିଂ ସେଟରୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

ଅନୁଭବ ଏବଂ ବର୍ଷା – ଦର୍ଶକବନ୍ଧୁ ଓଲିଉଡ଼ର ଏହି ବହୁତ ଚର୍ଚ୍ଚିତ ଯୋଡ଼ିଙ୍କ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ତାହେଲେ ସୁଟିଂ ସେଟରୁ ପରସ୍ପରଙ୍କୁ ଭଲପାଇ ବର୍ତ୍ତମାନ ସମୟରେ ବିବାହ କରିନେଇଛନ୍ତି ଅନୁଭବ ଓ ବର୍ଷା କିନ୍ତୁ ପରସ୍ପରଙ୍କ ମଧ୍ୟରେ କିଛି ପରିବାରିକ ଝଗଡା ଯୋଗୁ ସେମାନେ ପରସ୍ପରଙ୍କ ବିରୁଦ୍ଧରେ କୋଟରେ ହଜାର ହୋଇଛନ୍ତି |

ଅର୍ଚିତା ଓ ସଭ୍ୟସଚି – ତେବେ ବନ୍ଧୁଗଣ ଓଲିଉଡ଼ର ଆଉ ଏକ ଜବରଦସ୍ତ ଯୋଡି ଅର୍ଚିତା ଓ ସଭ୍ୟସାଚି ଗତ ମାର୍ଚ୍ଚ 1ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଆଉ ସୁରୁଖୁସୁରେ ନିଜର ଘର ସଂସାର ଚଳେଇଚନ୍ତି |

ଜାଙ୍କଲିନ୍ ଓ ଅରବିନ୍ଦ – ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଙ୍କଲିନ୍ ଓ ଅରବିନ୍ଦ | ତାହେଲେ ଜେଜେମା ସିରିଏଲରୁ ପରସ୍ପରଙ୍କୁ ଭଲପାଈଥିଲେ ଏହି ଯୋଡି ଆଉ ଦୀର୍ଘ 3ବର୍ଷର ଭଲପାଇବାପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଙ୍କଲିନ୍ ଓ ଅରବିନ୍ଦ |

ମାହି ଓ ଚନ୍ଦନ ତ ଦର୍ଶକବନ୍ଧୁ ଆପଣମାନେ ଏହି ଯୋଡ଼ିଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତାହେଲେ ଟିଭି ପରଦାର ବେଶ ଜଣାଶୁଣା ନାଁ ଏହି ଦୁଇଜଣ ସୁଟିଂ ସେଟରୁ ପରସ୍ପରଙ୍କୁ ଭଲପାଇ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ତାଙ୍କର ଗୋଟେ ଝିଅଟେ ଅଛି |

ଆନିଶା ଓ ସୁବାଶିଷ – ବନ୍ଧୁଗଣ ଏହି ଯୋଡ଼ିଙ୍କ ତ ଆପଣମାନେ ବହୁତସାରା ସିନେମା ସିରିଏଲରେ ଏକାଠି ଅଭିନୟ କରୁଥିବାର ଦେଖିଥିବେ | ତ ବର୍ତ୍ତମାନ ସମୟରେ ଏହି ଯୋଡ଼ିଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |

ଜୀନା ଏବଂ ରୁଦ୍ର – ବନ୍ଧୁଗଣ ଆପଣମାନେ ଏହି ଯୋଡ଼ିଙ୍କୁ ବେଶ ଭଲଭାବରେ ଜାଣିଥିବେ | ତାହେଲେ ସୁଟିଂ ସେଟରୁ ପରସ୍ପରଙ୍କୁ ଭଲପାଇଥିଲେ ଏହି ଯୋଡି ଆଉ ଏହି ସୁଦ୍ଧା ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ଖୁସି ରେ ଜୀବନ ଜାପାନ କରୁଛନ୍ତି ଏହି ଯୋଡି |

ମୋନାଲିସା ଓ ଦେବାଶିଷ – ଦର୍ଶକବନ୍ଧୁ ଏହି ଯୋଡ଼ିଙ୍କ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ତାହେଲେ ଓଲିଉଡ଼ର ଆଲବମ ଜଗତରେ ଏହି ଯୋଡି ପରସ୍ପରଙ୍କୁ ଭଲପାଇଥିଲେ ଆଉ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ବର୍ତ୍ତମାନ ସମୟରେ ତାଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି |

ବବିମିଶ୍ର ଓ କୋଏଲ ବାନାର୍ଜୀ – ବନ୍ଧୁଗଣ ବବିମିଶ୍ର ଓ କୋଏଲ ବାନାର୍ଜୀଙ୍କୁ ତ ଆପଣମାନେ ବେଶ ଭଲଭାବରେ ଜାଣିଥିବେ | ତ ସୁଟିଂ ସେଟରୁ ପରସ୍ପରଙ୍କୁ ଭଲପାଇ ବିବାହ ବାନ୍ଧି ହୋଇଥିଲେ କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟ୍ୟରେ ବର୍ତ୍ତମାନ ସମୟରେ ଡିଭସ ହୋଇଯାଇଛି ଆଉ ସେମାନେ ପରସ୍ପରଙ୍କ ଠାରୁ ଅଲଗା ହୋଇଯାଇଛନ୍ତି |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.