Breaking News

ଫିଲ୍ମ କରିବାକୁ କଣ ପାଇଁ ମନା କରି ଦେଇଥିଲେ ଦୀପ୍ତିରେଖା ପାଢ଼ୀ …

ବନ୍ଧୁଗଣ ଓଡ଼ିଶାର ବେଶ ଲୋକ ପ୍ରିୟ ଗାୟିକା ବନି ସାରିଛନ୍ତି ସିଙ୍ଗର ଦୀପ୍ତିରେଖା ପାଢ଼ୀ ଓଡ଼ିଶାର ଦର୍ଶକମାନେ ତାଙ୍କ ଗୀତ କୁ ବହୁତ ମାତ୍ରାରେ ପସନ୍ଦ କରନ୍ତି ଆଉ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି ତାଙ୍କ ସଂଗୀତ ଓଡ଼ିଶାର ଦର୍ଶକମାନଙ୍କ ମନକୁ ବେଶ ଛୁଇଁଥାଏ ସେଥିଲାଗି ତ ତାଙ୍କର ସବୁ ଗୀତ ଗୁଡିକ ମଧ୍ୟ ସୁପରହିଟ ହୋଇଥାଏ |

ଓଡ଼ିଶାରେ ଏମିତି କେହି ନଥିବେ ଯିଏ ଦୀପ୍ତିରେଖାଙ୍କ ଗୀତ ଶୁଣିନଥିବେ ହେଲେ ଫ୍ରେଣ୍ଡ୍ସ ଆପଣମାନେ ଜାଣିଛନ୍ତି କି ଦୀପ୍ତିରେଖା ଙ୍କୁ ଫିଲ୍ମ ଅଫର ମିଳିଥିଲା ଆଉ ସେ ଏହାକୁ ଛାଡି ଦେଇଥିଲେ |

ହଁ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ ଯେ ଦୀପ୍ତିରେଖା ସୁନ୍ଦର ଗୀତ ଗାଇବା ସହ ବେଶ ସୁନ୍ଦର ଅଭିନୟ ମଧ୍ୟ କରିଥାନ୍ତି ତାଙ୍କୁ ଆପଣମାନେ ଗୋଟେ ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ ସେ ସିରିଏଲ ରୁ ତାଙ୍କୁ ବହୁତ ସାରା ଭଲପାଇବା ମଧ୍ୟ ମିଳିଥିଲା |

ଦୀପ୍ତିରେଖା ଭଲ ଅଭିନୟ କରିବା ସହିତ ବହୁତ ସାରା ଗୀତ ରେ ତାଙ୍କ କଣ୍ଠର ଯାଦୁରେ ସେ ଦର୍ଶକମାନଙ୍କୁ ନିଜ ଆଡକୁ ଟାଣି ଆଣିଛନ୍ତି | ତେବେ ଫ୍ରେଣ୍ଡ୍ସ ଦୀପ୍ତିରେଖା ଙ୍କୁ ଗୋଟେ ଇଣ୍ଟରଭ୍ୟୁ ରେ ପଚରାଯାଇଥିଲା କି ଆପଣଙ୍କୁ ଯଦି ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଅଫର ଆସେ ତେବେ ଆପଣ କଣ ଅଭିନୟ କରିବେ |

ଏଥିରେ ଦୀପ୍ତିରେଖା କହିଥିଲେ କି ମୁ ଯଦି ଲୋକ ପ୍ରିୟତା ହାସଲ କରିଛି ଏଟା ମୋ ଗୀତ ଗାଇବା ଦ୍ୱାରା ମୋ ଗୀତ ପାଇଁ ମତେ ଲୋକମାନେ ପସନ୍ଦ କରିଛନ୍ତି ତେଣୁ ଆଗେ ମୁ ସଙ୍ଗୀତ କୁ ବାଛିବଇ ତାପରେ ଅଭିନୟ ତେବେ ଫ୍ରେଣ୍ଡ୍ସ ଆପଣ ଯଦି ଦୀପ୍ତିରେଖା ଙ୍କ ଫ୍ୟାନ ତେବେ ଏହାକୁ ଗୋଟେ ସେୟାର ନିଶ୍ଚିତ କରିବେ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.